ଏହି 5 ଟି ନାମର ଝିଅ ହୋଇଥାନ୍ତି ବହୁତ ଭାଗ୍ୟଶାଳି, ସ୍ବାମୀଙ୍କ ଜୀବନକୁ କରି ଦିଅନ୍ତି ସ୍ଵର୍ଗ- Jyotish Shastra

ଚାଣକ୍ୟ ଜଣେ ବହୁତ ଜ୍ଞାନୀ ବ୍ୟକ୍ତି ଥିଲେ । ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ୱାରା ଲିଖିତ ଏକ ନୀତି ଗ୍ରନ୍ଥ ଅଟେ । ଏହି ନୀତି ବଦଳରେ ଚାଣକ୍ୟ ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରାଇଥିଲେ  ଏହି ନୀତି ଶାସ୍ତ୍ର ରେ ମାନବ ସମାଜରେ ମନୁଷ୍ୟକୁ ତାର ବ୍ୟବାହାରିକ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି ଯାହା ଦ୍ୱାରା କି ସେ ସମାଜରେ ଶୁଖ ଓ ଶାନ୍ତିରେ ରହିପାରିବ । ଚାଣକ୍ୟ ବାସ୍ତୁସାତର ଅନୁସାରେ କହନ୍ତି କି ଏହି ୫ ନାମ ଵାଲା ମହିଳା ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଯଦି ଏମାନଙ୍କ ସହ କେହିବି ବିବାହ କରିଥାଏ ତେବେ ତାର ଭାଗ୍ୟ ଖୋଲିଯାଏ । ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ମହିଳାଙ୍କ ବିଷୟରେ ।

S ନାମ ଵାଲା ମହିଳା

ଏହି ମହିଳା ମାନେ ଅନ୍ୟ ମହିଳାଙ୍କ ଅପେକ୍ଷା ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ଯେଉଁ ଘରକୁ ବିବାହ ହୋଇ ଯାଆନ୍ତି ସେହି ପରିବାରର ବହୁତ ଯତ୍ନ ନେଇଥାନ୍ତି । ଏମାନେ ବହୁତ ପ୍ରେମି ଥାଆନ୍ତି  ଏମାନେ ବହୁତ ନିର୍ମଳ ହୃଦୟର ଅଟନ୍ତି ଓ ବିଶ୍ୱାସୀ ଅଟନ୍ତି । ଏଥିପାଇଁ ଏହି ମହିଳାଙ୍କୁ ବିବାହ କଲେ ଆପଣଙ୍କ ଭାଗ୍ୟ ବଦଳିଯାଏ ।

M ନାମ ବାଲା ମହିଳା

ଏହି ମହିଳା ମାନେ ନିଜ ଶଶୁର ଘରକୁ ସବୁବେଳେ ଖୁସିରେ ରଖିବାକୁ ଚେଷ୍ଟା କରନ୍ତି । ଏମାନେ ବହୁତ ମଜବୁତ ଆତ୍ମ ବିଶ୍ୱାସୀ ଅଟନ୍ତି । ଏମାନେ ସବୁବେଳେ ସତ କହିଥାନ୍ତି । କାହାକୁ ଧୋକା ଦିଅନ୍ତି ନାହିଁ । ଏମାନେ ମିଛ କହୁଥିବା ବ୍ୟକ୍ତିଙ୍କୁ ପସନ୍ଦ କରନ୍ତି । ଆପଣ ଏହି ମହିଳାଙ୍କୁ ବିବାହ କଲେ ଆପଣଙ୍କ ଭାଗ୍ୟ ବଦଳିଯାଏ ।

N ନାମ ଵାଲା ମହିଳା

ଏହି ମହିଳାମାନେ ବହୁତ ଭାଗ୍ୟଶାଳୀ ଥାଆନ୍ତି । ଏମାନେ ଶଶୁର ଘରର ସମସ୍ତଙ୍କ ମନ ନେଇ ଚାଲିଥାନ୍ତି । ଗୁରୁଜନଙ୍କୁ ଭକ୍ତି କରନ୍ତି । ଏମାନେ ଘରକୁ ଆସୁଥିବା ସବୁ ସମସ୍ୟାକୁ ବହୁତ ବୁଦ୍ଧିମତାରେ ସମାଧାନ କରିଥାନ୍ତି । ଏମାନେ ନିଜ ଘରକୁ କେବେବି ନଷ୍ଟ ହେବାକୁ ଦିଅନ୍ତି ନାହିଁ । ଏମାନେ ଜଣେ ଭଲ ଗୃହିଣୀ ହୋଇଥାନ୍ତି । ଏମାନଙ୍କୁ ବିବାହ କଲେ ଜୀବନରେ ବହୁତ ଉର୍ଣ୍ଣତି ହୋଇଥାଏ ।

A ନାମ ଵାଲା ମହିଳା

ଏହି ମହିଳା ମାନେ ବହୁତ ଶୁନ୍ଦର ହୋଇଥାନ୍ତି ଓ ଶାନ୍ତ ସ୍ୱଭାବର ହୋଇଥାନ୍ତି । ଏମାନେ ମିଛ କହନ୍ତି ନାହିଁ କି କାହା ସହ ବିଶ୍ୱାସଘାତକତା କରନ୍ତି ନାହିଁ । ଏମାନେ ନିଜ ଜୀବନସାଥୀ ଓ ଘରକୁ ବହୁତ ଯତ୍ନ ସହକାରେ ଦାୟିତ୍ୱ ନେଇଥାନ୍ତି । ଯେଉଁ ଘରେ ଏହି ମହିଳା ଥାଆନ୍ତି ତାଙ୍କର ଦାମ୍ପତ୍ୟ ଜୀବନ ବହୁତ ଖୁସିରେ ବିତିଥାଏ । ଏମାନେ ନିଜ ଜୀବନ ସାଥି ପାଇଁ ଜୀବନ ଦେବାକୁ ବି ପଛାନ୍ତି ନାହିଁ । ଏହି ମହିଳାଙ୍କୁ ବିବାହ କଲେ ଜୀବନ ଶାନ୍ତିରେ ବିତିଥାଏ ।

E ନାମ ଵାଲା ମହିଳା

ଏହି ମହିଳା ମାନେ ଯେଉଁ ଘରକୁ ଯାଆନ୍ତି ସେହି ଘର ଧନ ଧାନ୍ୟରେ ପୁରି ଉଠେ । ଏମାନେ ନିଜ ଜୀବନ ସାଥିକୁ ବହୁତ ଭଲ ପାଇଥାନ୍ତି । ଏମାନେ ନିଜ ଘରକୁ ସ୍ୱର୍ଗ ପରି କରିଥାନ୍ତି । ଏମାନେ ସ୍ଵଛତାକୁ ଭଲ ପାଆନ୍ତି ଏଠି ପାଇଁ ଏମାନେ ନିଜ ଘରକୁ ସବୁ ବେଳେ ପରିଷ୍କାର ରଖିଥାଆନ୍ତି । ଏମାନେ ଘରର ସବୁ ଦୁଖଃ ଓ ସମସ୍ୟାକୁ ନିଜ ଉପରକୁ ନେଇଥାନ୍ତି । ଏମାନେ ବହୁତ ବୁଦ୍ଧିମାନ ଅଟନ୍ତି । ଏହି ମହିଳାଙ୍କୁ ବିବାହ କଲେ ବ୍ୟକ୍ତିର ଭାଗ୍ୟ ଖୋଲିଯାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।