ବାଛନ୍ତୁ ନିଜ ପସନ୍ଦର କୌଣସି ଗୋଟିଏ ନମ୍ବର ଓ ଜାଣନ୍ତୁ ଆପଣଙ୍କୁ ଜୀବନରେ ସବୁଠୁ ଅଧିକ କଣ ମିଳିବ ? Love Quiz Game

ସ୍ବାଗତ କରୁଛୁ ଆମେ ଆପଣଙ୍କୁ ଆମର ଏହି ଚ୍ୟାନେଲକୁ । ପ୍ରତିଦିନ ଭଳି ଆମେ ନେଇ ଆସିଛୁ ଆପଣଙ୍କ ପାଇଁ ଏହି ନିଆରା ଖେଳ । ବାଛନ୍ତୁ କୈାଣସି ଗୋଟିଏ ନମ୍ବର ଏଥିରୁ ଏବଂ ଦେଖିବା ଆପଣଙ୍କୁ ଜୀବନରେ ତାହା କେଉଁ ଜିନିଷ ଯାହା ଆପଣଙ୍କୁ ଅଧିକ ମିଳିବାକୁ ଯାଉଛି ? ଆଜି ଆମେ ଆପଣଙ୍କ ପାଇଁ ବହୁତ କୈାତୁହଳଜନକ ନମ୍ବର କୁଇଜ୍ ଖେଳ ନେଇ ଆସିଛୁ । ଏହି ଖେଳ ଅନୂସାରେ ଆପଣଙ୍କୁ ଏଠି କିଛି ନମ୍ବର ଦିଆ ଯାଇଛି ଯେଉଁଥିରୁ ଆପଣଙ୍କୁ ଗୋଟିଏ ନମ୍ବର ବାଛିବାର ଅଛି ଏଥିପାଇଁ ଆପଣଙ୍କୁ ୫ ସେକେଣ୍ଡ ଦିଆଯିବ, ଦେଖିବା ଆପଣ ବାଛିଥିବା ନମ୍ବରରୁ ଆପଣଙ୍କ ଜୀବନରେ ସବୁଠାରୁ ଅଧିକ କଣ ମିଳିବ ?

୧, ୨, ୩, ୪, ୫, ୬, ୭, ୮, ୯, ୧୦ ବାଛନ୍ତୁ ଏଥିରୁ ଗୋଟିଏ ନମ୍ବର ।

୧- ସର୍ବପ୍ରଥମେ କଥା ହେବା ତାଙ୍କର ଯେଉଁମାନେ ନଂ-୧ ବାଛିଛନ୍ତି । ଜଦି ଆପଣ ବାଛିଛନ୍ତି ନଂ-୧ ଉତ୍ତର ହେଉଛି ‘ବହୁତ ଅଧିକ ଖୁସି’ ।

୨- ଏବେ କଥା ହେବା ଯେଉଁମାନେ ନଂ-୨ ବାଛିଛନ୍ତି । ଜଦି ଆପଣ ବାଛିଛନ୍ତି ନଂ-୨ ଉତ୍ତର ହେଉଛି ‘ବହୁତ ଭଲ ପରିବାର’ ।

୩- ଏବେ କଥା ହେବା ସେହି ମାନଙ୍କର ଯେଉଁମାନେ ନଂ-୩ ବାଛିଛନ୍ତି । ଜଦି ଆପଣ ନଂ-୩ ବାଛିଛନ୍ତି ତେବେ ଉତ୍ତର ହେଉଛି ‘ବହୁତ ସାରା ସମ୍ପର୍କ’ ।

୪- ଏବେ କଥା ହେବା ସେମାନଙ୍କର ଯେଉଁ ମାନେ ନଂ-୪ ବାଛିଛନ୍ତି । ଜଦି ଆପଣ ବାଛିଛନ୍ତି ନଂ-୪ ଉତ୍ତର ହେଉଛି ‘ବହୁତ ସାରା ଉପହାର’ ।

୫- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ-୫ ବାଛିଛନ୍ତି ।

ଜଦି ଆପଣ ବାଛିଛନ୍ତି ‌ନଂ-୫ ଉତ୍ତର ହେବ ‘ବହୁତ ସାରା ଲଭ୍’ ।

୬- ଏବେ କଥା ହେବା ସେହି ମାନଙ୍କର ଯେଉଁମାନେ ନଂ-୬ ବାଛିଛନ୍ତି । ଜଦି ଆପଣ ନଂ-୬ ବାଛିଛନ୍ତି ତେବେ ଉତ୍ତର ହେବ ‘ବହୁତ ସାରା ସମ୍ମାନ’ ।

୭- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ-୭ ବାଛିଛନ୍ତି । ଜଦି ଆପଣ ନଂ-୭ ବାଛିଛନ୍ତି ଉତ୍ତର ହେବ ‘ବହୁତ ଅଧିକ ପଇସା’ ।

୮- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ-୮ ବାଛିଛନ୍ତି । ଜଦି ଆପଣ ବାଛିଛନ୍ତି ନଂ-୮ ତେବେ ଉତ୍ତର ହେବ ‘ବହୁତ ସାରା ସାଙ୍ଗ’ ।

୯- ଏବେ କଥା ହେବା ସେହି ମାନଙ୍କର ଯେଉଁମାନେ ନଂ-୯ ବାଛିଛନ୍ତି । ଜଦି ଆପଣ ବାଛିଛନ୍ତି ନଂ-୯ ତେବେ ଉତ୍ତର ହେବ ‘ବହୁତ ସାରା ଆୱାର୍ଡ଼’ ‌‌ ।

୧୦- ଶେଷରେ କଥା ହେବା ତାଙ୍କର ଯେଉଁମାନେ ନଂ-୧୦ ବାଛିଛନ୍ତି । ଜଦି ଆପଣ ନଂ-୧୦ ବାଛିଛନ୍ତି ତେବେ ଉତ୍ତର ହେବ ‘ବହୁତ ସାରା ଭୋଜି’ ।

ବନ୍ଧୁଗଣ ଜଦି ଆମ ଦ୍ଵାରା ଦିଆଯାଇଥିବା ସମସ୍ତ ତଥ୍ୟ ଠିକ୍ ଥାଏ ତେବେ ଆପଣ ଆପଣଙ୍କ ମତ କମେଣ୍ଟରେ ଦବାକୁ ଭୁଲିବେ ନାହିଁ । ଏହି ପେଜ୍କୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ କମେଣ୍ଟ ବକ୍ସରେ ଆପଣଙ୍କ ମତାମତ ଲେଖି ଜଣାନ୍ତୁ