ସ୍ଵାମୀଙ୍କ ପୂର୍ବରୁ ବୟଫ୍ରେଣ୍ଡଙ୍କ ଠାରୁ ପ୍ରେଗନେଣ୍ଟ ହେଇ ସାରିଛନ୍ତି Bollywood ର ଏହି 4 ଜଣ ହିରୋଇନ, ସତ ଜାଣିବା ପରେ ବି ସ୍ଵାମୀ ମାନେ ଧରିଲେ ହାତ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ମହିଳା ଙ୍କ ପାଇଁ ମାଆ ହେବା ଏକ ସୌଭାଗ୍ୟ ର ବିଷୟ ହୋଇଥାଏ। ଛୁଆ ଜନ୍ମ ହେବା ପରେ ଘରେ ଖୁସି ର ବାତାବରଣ ଦେଖାଯାଇଥାଏ। ପିତା ହେବାର ଖୁସି ତ ଦୁଇ ଗୁଣ ହୋଇଯାଏ।କିନ୍ତୁ ବନ୍ଧୁଗଣ ଆପଣ ଏହା ଭାବି ଦେଖନ୍ତୁ ଯେ ଯେବେ କୌଣସି ପୁରୁଷ କୁ ଜଣା ପଡ଼ିଥାଏ ଯେ ତାଙ୍କ ପତ୍ନୀ ଆଗରୁ ହିଁ ଗର୍ଭବତୀ ଅଛନ୍ତି ତେବେ ତାଙ୍କୁ କିପରି ଅନୁଭବ ହୋଇଥିବ। ତାଙ୍କୁ ବହୁତ ଖରାପ ଲାଗିଥାଏ। କିନ୍ତୁ ଏହା କେବଳ ସାଧାରଣ ମନୁଷ୍ୟ ଙ୍କ ଜୀବନ ରେ ଦେଖିବାକୁ ମିଳିଥାଏ। ବଲିଉଡ ସେଲିବ୍ରିଟି ମାନଙ୍କ ଜୀବନ ରେ ନୁହେଁ।

ବଲିଉଡ ର କିଛି ଏଭଳି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ ପୂର୍ବରୁ ହିଁ ନିଜ ବଏଫ୍ରେଣ୍ଡ ଙ୍କ ଦ୍ବାରା ପ୍ରେଗନେଣ୍ଟ ହୋଇ ଯାଇଥିଲେ।କିନ୍ତୁ ବର୍ତ୍ତମାନ ସେ ପ୍ରସିଦ୍ଧ ହୋଇଥିବା ବ୍ୟକ୍ତିତ୍ବ ଙ୍କୁ ବିବାହ କରି ଖୁସି ରେ ନିଜର ଜୀବନ ବିତାଉଛନ୍ତି। ଆଶ୍ଚର୍ଯ୍ୟ ର କଥା ଏହା ଯେ ତାଙ୍କ ପତି ଏହି ସମ୍ବନ୍ଧରେ ଜାଣି ମଧ୍ୟ ତାଙ୍କୁ ବିବାହ କରିଥିଲେ। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ସେଲିନା ଜେଟଲି- ମିସ୍ ଇଣ୍ଡିଆ ସେଲିନା ଜେଟଲି ବିବାହ ପୂର୍ବରୁ ହିଁ ନିଜର ବଏଫ୍ରେଣ୍ଡ ଙ୍କ ଦ୍ଵାରା ପ୍ରେଗନେଣ୍ଟ ହୋଇଯାଇଥିଲେ।ପରେ ସେ ଆବର୍ସନ ର ସାହାରା ନେଇଥିଲେ। ଏହାପରେ ସେ ପିଟର ହଗ୍ ଙ୍କୁ ଡେଟ କରିଥିଲେ ଏବଂ ତାଙ୍କୁ ବିବାହ କରିଥିଲେ। ସୂଚନା ଅନୁସାରେ ପିଟର ଙ୍କୁ ଏହି ସମ୍ବନ୍ଧରେ ଜଣାଥିଲା। ଏହା ପରେ ମଧ୍ୟ ସେ ସେଲିନା ଙ୍କୁ ବିବାହ କରିଥିଲେ।ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ପିଟର ହଗ୍ ଙ୍କ ଦୁବାଇ ରେ ହୋଟେଲ ବିଜନେସ ରହିଛି। ବର୍ତ୍ତମାନ ଏହି ଯୋଡ଼ି ଖୁସି ରେ ନିଜର ଜୀବନ ଅତିବାହିତ କରୁଛନ୍ତି।

୨. କୋଙ୍କନା ସେନ ଶର୍ମା- ଏହି ଅଭିନେତ୍ରୀ ବଲିଉଡ ଏବଂ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଜଣେ ପ୍ରସିଦ୍ଧ କଳାକାର ଅଟନ୍ତି। କୋଙ୍କନା ରଂବୀର ଶୋରୀ ଙ୍କୁ ଡେଟ କରିବା ପୂର୍ବରୁ ଅନ୍ୟ କାହାକୁ ଡେଟ କରୁଥିଲେ ଏବଂ ତାଙ୍କ ଦ୍ବାରା ପ୍ରେଗନେଣ୍ଟ ମଧ୍ୟ ହୋଇଯାଇ ଥିଲେ। ପରେ ସେ ରଂବୀର ଶୋରୀ ଙ୍କୁ ଡେଟ କରିଥିଲେ ଏବଂ ବିବାହ କରିଥିଲେ। ତାଙ୍କ ଦ୍ବାରା ମଧ୍ୟ କୋଙ୍କନା ପ୍ରେଗନେଣ୍ଟ ହୋଇଯାଇଥିଲେ।ପରେ ଏହି ଯୋଡ଼ି ଙ୍କ ମଧ୍ୟରେ ଛାଡ଼ପତ୍ର ହୋଇ ଯାଇଥିଲା। ବର୍ତ୍ତମାନ ଏହି ଅଭିନେତ୍ରୀ ଏକୁଟିଆ ଅଛନ୍ତି ଏବଂ ନିଜ ପୁଅ ଙ୍କ ପାଳନ ପୋଷଣ କରୁଛନ୍ତି।

୩. ସାରିକା- ଅଭିନେତ୍ରୀ ସାରିକା ଙ୍କ କାହାଣୀ ମଧ୍ୟ ଏହିପରି କିଛି ଅଟେ। ଏହି ଅଭିନେତ୍ରୀ ଅଭିନେତା କମଲ ହାସନ ଙ୍କୁ ଡେଟ କରିବା ପୂର୍ବରୁ ଅନ୍ୟ ଜଣକ ଠାରୁ ଗର୍ଭବତୀ ହୋଇଯାଇଥିଲେ। ପରେ ସେ କମଲ ହାସନ ଙ୍କୁ ବିବାହ କରିଥିଲେ। ଏହି ସବୁ ବିଷୟରେ ଜାଣିବା ସତ୍ତ୍ୱେ କମଲ ହାସନ ସାରିକା ଙ୍କୁ ବିବାହ କରିଥିଲେ ଏବଂ ଏହି ଯୋଡ଼ି ଙ୍କ ପରେ ଦୁଇଟି ଝିଅ ହୋଇଥିଲା। ଖବର ଅନୁସାରେ ସାରିକା କମଲ ହାସନ ଙ୍କ ଦ୍ଵାରା ହିଁ ଗର୍ଭବତୀ ହୋଇଥିଲେ ଏବଂ ଏହି କାରଣରୁ ଉଭୟ ପରସ୍ପର କୁ ବିବାହ କରିଥିଲେ।

୪. ଅମୃତା ଆରୋରା- ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଙ୍କ ସାନ ଭଉଣୀ ଅଟନ୍ତି ଅମୃତା ଆରୋରା। ସେ ୨୦୦୯ ମସିହାରେ ବିଜନେସ ମ୍ୟାନ୍ ସକିଲ ଲଦାକ ଙ୍କୁ ବିବାହ କରିଥିଲେ। ଖବର ଅନୁସାରେ ବିବାହ ପୂର୍ବରୁ ହିଁ ଅମୃତା ଗର୍ଭବତୀ ହୋଇଯାଇଥିଲେ। ବିବାହ ର କିଛି ଦିନ ପରେ ହିଁ ସେ ନିଜର ଗର୍ଭବତୀ ହେବା ସମ୍ବନ୍ଧରେ ଟ୍ୱିଟ କରିଥିଲେ। ପରବର୍ତ୍ତୀ ସମୟରେ ଜଣା ପଡ଼ିଥିଲା ଯେ ସେ ଅନ୍ୟ କାହାଠାରୁ ନୁହେଁ ବରଂ ନିଜର ହେବାକୁ ଥିବା ପତି ଙ୍କ ଦ୍ଵାରା ହିଁ ଗର୍ଭବତୀ ହୋଇଥିଲେ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।