ସୁଧିରିବେ ନାହିଁ କରଣ ଜୋହର, ନିଜର ବେଡରୁମରେ ଲଗାଇ ରଖିଛନ୍ତି ଏହି ଷ୍ଟାରଙ୍କ ସ୍ତ୍ରୀର ଫଟୋ

ବଲୀଉଡ ଏକ ଏମିତି ଇଣ୍ଡଷ୍ଟ୍ରି ଅଟେ ଯେଉଁଥିରେ ଲୋକମାନେ ସବୁଠୁ ଅଧିକ ଇଂଟ୍ରେସ୍ଟ ରଖିଥାନ୍ତି । ସମସ୍ତେ ଏହି ଷ୍ଟାରମାନଙ୍କର ଜୀବନ ସହ ଜଡିତ ସମସ୍ତ ଛୋଟ ବଡ କଥାକୁ ଜାଣିବା ପାଇଁ ବହୁତ ଏକ୍ସାଇଟେଡ ରହିଥାନ୍ତି । କହିବାକୁ ଗଲେ ବଲୀଉଡରେ ଏମିତି କିଛି ଷ୍ଟାର ଅଛନ୍ତି ଯେଉଁମାନଙ୍କର ଉଦାହରଣ ଦିଆଯାଇଥାଏ ।

ଆଜି ଆମେ ଆପଣଙ୍କୁ କହିବୁ ବଲୀଉଡର ସବୁଠୁ ଜଣା ଶୁଣା ଫିଲ୍ମ ମେକର କରଣ ଜୋହାରଙ୍କ ବିଷୟରେ । ଆପଣଙ୍କୁ କହିଦେଉଛୁ ଯେ କାରଣ ଜୋହାର ଆଜି ଏକ ସକ୍ସେଫୁଲ ବ୍ୟକ୍ତି ଅଟନ୍ତି ଓ ତାଙ୍କର ଏହି ସଫଳତା ପଛରେ ବି ଏକ ମହିଳାଙ୍କର ହାତ ଅଛି । କହିବାକୁ ଗଲେ ବଲୀଉଡର ସମସ୍ତଙ୍କ ସହିତ କରଣ ଜୋହରଙ୍କର ଭଲ ବନ୍ଧୁତା ଅଛି ।

ନିଜର ନେଚର କାରଣରୁ କରଣ ଜୋହାର ଏହି ଇଣ୍ଡଷ୍ଟ୍ରି ସମସ୍ତ ଅଭିନେତା ଓ ଅଭିନେତ୍ରୀଙ୍କ ସହିତ ଏକ ଭଲ ବଣ୍ଡିଙ୍ଗ ଶେୟାର କରିଥାନ୍ତି ।କିନ୍ତୁ ଏହି ଇଣ୍ଡଷ୍ଟ୍ରିରେ ଏମିତି ଏକ ମହିଳା ଅଛନ୍ତି ଯିଏକି ଅଭିନେତ୍ରୀ ନୁହନ୍ତି । କିନ୍ତୁ ସେ ଜଣେ ବଲୀଉଡର ଜଣା ଶୁଣା ଅଭିନେତାଙ୍କର ପତ୍ନୀ ଅଟନ୍ତି, ତାଙ୍କର ଫଟୋକୁ କରଣ ଜୋହାର ନିଜର ବେଡରୁମରେ ସଜାଇ ରଖିଛନ୍ତି ।

କହିଦେଉଛୁ ଯେ କରଣ ଜୋହାରଙ୍କୁ ଏହି ମହିଳା ବହୁତ ସପୋର୍ଟ କରିଥାଏ । ଏହି କାରଣରୁ କରଣ ତାଙ୍କୁ ବହୁତ ମାନିଥାନ୍ତି । ଆମେ କଥାବାର୍ତ୍ତା କରୁଛୁ ଶାହରୁଖ ଖାନଙ୍କର ପତ୍ନୀ ଗୌରୀ ଖାନଙ୍କ ବିଷୟରେ । ଗୋଟିଏ ଇଭେଣ୍ଟରେ କରଣ ଜୋହାର ଗୌରି ଓ ଶାହରୁଖଙ୍କ ସହିତ ନିଜର ବନ୍ଧୁତା ବିଷୟରେ କଥାବାର୍ତ୍ତା କରି କହିଥିଲେ କି ଗୌରି ଓ ଶାହରୁଖ ତାଙ୍କ ପରିବାରର ମୁଖ୍ୟ ଅଙ୍ଗ ଅଟନ୍ତି ।

ଖାସକରି ଗୌରିଙ୍କ ସହିତ ତାଙ୍କର ବହୁତ ଗଭୀର ସମ୍ପର୍କ ଅଛି । ସେ ଯେଉଁଭଳି ଭାବରେ ନିଜର ପୁରା ପରିବାରକୁ ଓ ନିଜ କାମକୁ ବାଲାନ୍ସ କରିଥାନ୍ତି ତାହା ପ୍ରଶଂସନୀୟ ଅଟେ ।

କାରଣ ଆଗକୁ କହିଥିଲେ କି ନିଜ ବେଡରୁମରେ ସେ ନିଜର ମାତା ପିତାଙ୍କ ଛଡା ଶାହରୁଖ ଓ ଗୌରୀଙ୍କର ଏକ ଫଟୋ ବି ରଖିଛନ୍ତି ଓ ସେ ସବୁବେଳେ ସେହି ଫଟୋକୁ ଦେଖିଥାନ୍ତି କାରଣ ତାଙ୍କୁ ସେହି ଫଟୋରୁ ହିଁ ଶକ୍ତି ମିଳିଥାଏ । କହିଦେଛୁ ଯେ କରଣଙ୍କର ବନ୍ଧୁତା ଶାହରୁଖ ଓ ଗୌରୀଙ୍କ ସହିତ କଲେଜ ସମୟରୁ ହିଁ ଅଛି ଓ ଏହି ତିନି ଜଣ ବନ୍ଧୁଙ୍କର ଉଦାହରଣ ବଲୀଉଡ ଇଣ୍ଡଷ୍ଟ୍ରିରେ ବି ଦିଆଯାଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।