ସୁନ୍ଦର ହେବା ହେଲା ଏହି ଟିଚରର ଦୋଷ, ଭୋଗିବାକୁ ପଡିଲା ଏତେ ବଡ ଦଣ୍ଡ !

ଦୁନିଆରେ କୌଣସି ବି ଏମିତି ଝିଅ ନାହିଁ ଯିଏ ସୁନ୍ଦର ଦେଖିବାକୁ ଚାହୁଁ ନ ଥିବ । ସମସ୍ତେ ଚାହାନ୍ତି କି ପୁରା ଭିଡ ମଧ୍ୟରେ ସେମାନେ ସବୁଠୁ ଅଧିକ ସୁନ୍ଦର ଦେଖାଯିବେ । ସୁନ୍ଦରତା ଭଗବାନଙ୍କ ଦ୍ଵାରା ଦିଆଯାଇଥିବା ଏକ ଉପହାର ଅଟେ ଯାହାକି ଭାଗ୍ୟବାନ ଲୋକମାନଙ୍କୁ ହିଁ ମିଳିଥାଏ । କିନ୍ତୁ ଯଦି ଏହି ସୁନ୍ଦରତା ଆପଣଙ୍କ ପାଇଁ ଅସୁବିଧା ହୋଇଯିବ ତେବେ କଣ ହେବ ? ଏହିଭଳି ହିଁ ଏକ ମାମଲା ସାମନାକୁ ଆସିଛି । ଯେଉଁଠି ଏକ ଯୁବତୀକୁ ନିଜର ସୁନ୍ଦରତା କାରଣରୁ ବହୁତ କିଛି ହରାଇବାକୁ ପଡିଲା । ଏମିତି କି ତାହାର ଚାକିରି ବି ଚାଲିଗଲା ।

ସୁନ୍ଦର ହେବା କାରଣରୁ ଚାଲିଗଲା ଚାକିରି

ଏହି ମାମଲା ରୁସର ଅଟେ । ଯେଉଁଠି ବିକ୍ଟୋରିୟା ଡେମେସ୍କୀନା ନାମକ ଏକ ମହିଳା ଟିଚରର କାମ କରୁଥିଲେ । ବର୍ତ୍ତମାନ କିଛି ଦିନ ପୂର୍ବରୁ ହିଁ ତାଙ୍କର ଚାକିରି ଚାଲି ଯାଇଛି ଓ ଏହାର ସବୁଠୁ ବଡ କାରଣ ବିକ୍ଟୋରିୟାଙ୍କର ସୁନ୍ଦରତା ଅଟେ । କହିବାକୁ ଗଲେ ତାଙ୍କୁ କେବଳ ଏହି କାରଣରୁ ଚାକିରିରୁ ବାହାର କରି ଦିଆଗଲା କି ସେ ବହୁତ ହଟ ଓ ସେକ୍ସୀ ଦେଖା ଯାଉଥିଲେ ।

ବିକ୍ଟୋରିୟା ମାତ୍ର ୨୬ ବର୍ଷର ଅଟନ୍ତି ଓ ସେ ରୁସର ୟେକାତେରିନବର୍ଗ ସହରର ନିବାସୀ ଅଟନ୍ତି । ସେ ବହୁତ ବର୍ଷ ହେବ ଏକ ନର୍ସରୀ ସ୍କୂଲର ପିଲାମାନଙ୍କୁ ପଢାଉଥିଲେ ଓ କିନ୍ତୁ ଅଚାନକ ସ୍କୁଲରେ ଡାୟରେକ୍ଟର ତାଙ୍କୁ କାମରୁ ବାହାର କରିଦେଲେ ।

ବିକ୍ଟୋରିୟା ବହୁତ ସୁନ୍ଦର ଅଟେ । ଏହା ସହିତ ସେ ନିଜର ଫିଟନେସର ବି ଧ୍ୟାନ ରଖନ୍ତି ଓ ସେ କୌଣସି ମଡେଲ ଠାରୁ କମ ବି ନୁହନ୍ତି । ସ୍କୁଲର ପ୍ରଶାସନ ତାଙ୍କୁ ସୁନ୍ଦରତାର ଦଣ୍ଡ ଦେଇଛନ୍ତି । ଏହି ଲେଡି ଟିଚର ଉପରେ ଏହି ଆରୋପ ଲାଗିଛି କି ତାଙ୍କର ସୁନ୍ଦରତା ପିଲାମାନଙ୍କ ଚିନ୍ତାଧାରା ଉପରେ ପ୍ରଭାବ ପକାଇ ପାରେ ।

ପ୍ୟାରେଣ୍ଟସ ବି କଲେ କମ୍ପ୍ଲେନ

ଏତିକି ନୁହେଁ ପିଲାମାନଙ୍କର ପିତା ମାତା ବି ସ୍କୁଲର ଟିଚର ବିରୁଦ୍ଧରେ କମ୍ପ୍ଲେନ କରିଛନ୍ତି । ସେମାନଙ୍କର ମାନିବା ଅଟେ କି ଏତେ ବୋଲ୍ଡ ଯୁବତୀ ଯଦି ଆମର ପିଲାମାନଙ୍କୁ ପଢାଇବେ ତେବେ ଆମର ପିଲାମାନଙ୍କର ମାନସିକ ଚିନ୍ତା ଉପରେ ଖରାପ ପ୍ରଭାବ ପଡି ପାରେ । ଏହାର ସବୁଠୁ ବଡ କାରଣ ବିକ୍ଟୋରିୟାଙ୍କର ସୋସିୟାଲ ମିଡିୟାରେ ପ୍ରାୟତଃ ନିଜର ବୋଲ୍ଡ ଫଟୋ ଅପଲୋଡ କରିବା । ଯାହାକୁ ପିଲାମାନଙ୍କର ମାତା ପିତା ବି ଦେଖି ସ୍କୁଲର ପ୍ରଶାସନକୁ କମ୍ପ୍ଲେନ କରିଲେ ।

ଯେତେବେଳେ ସ୍କୁଲର ପ୍ରଶାସନ ପର୍ଯ୍ୟନ୍ତ ଏହି କଥା ପହଞ୍ଚିଲା ତେବେ ସେମାନେ ବିକ୍ଟୋରିୟାଙ୍କୁ ଆଗକୁ ଫଟୋ ଅପଲୋଡ କରିବାକୁ ମନା କରିଲେ । କିନ୍ତୁ ତଥାପି ବିକ୍ଟୋରିୟାଙ୍କର ଅଭ୍ୟାସ ବଦଳିଲା ନାହିଁ । ଯାହାର ଫଳ ସ୍ୱରୂପ ବିକ୍ଟୋରିୟାର ସ୍ୟାଲେରୀ ବନ୍ଦ କରିଦିଆ ଗଲା ଓ ଯାହା ଉପରେ ରାଗି ଯାଇ ବିକ୍ଟୋରିୟା ଜବ ଛାଡିବା ପାଇଁ ନିସ୍ପତି ନେଲେ । ବର୍ତ୍ତମାନ ସେ ନୂଆ ଜବ ଖୋଜୁଛନ୍ତି ।

ବିକ୍ଟୋରିୟା କହିଲେ କି ସେ କୌଣସି ଖରାପ ଉଦ୍ଦେଶ୍ୟ ପାଇଁ ଫଟୋ ଅପଲୋଡ କରୁ ନ ଥିଲେ । ତାଙ୍କର ଅଧିକାର ଅଛି ଦୁନିଆଙ୍କ ସାମନାରେ ନିଜର ଫଟୋ ଦେଖାଇବାକୁ ଓ ଅନ୍ୟ ଶିକ୍ଷକମାନେ ଏହି କଥାକୁ ସମର୍ଥନ କରିଲେ । କିନ୍ତୁ ସ୍କୁଲ ପ୍ରଶାସନ ତାଙ୍କର ଶୁଣିଲେ ନାହିଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।