ଜୁଦାଇ ଫିଲ୍ମର Anil Kapoor ଙ୍କ ପୁଅ ରୋଲ କରିଥିବା ଆଜି ହେଇ ଯାଇଛନ୍ତି bollywood ର ହିରୋ !

ଫିଲ୍ମ ହେଉ ବା ଟିଭି ସବୁବେଳେ ଛୋଟ କଳାକାର ମାନଙ୍କ ଯାଦୁ ଦେଖିବାକୁ ମିଳିଥାଏ । ବାଲ୍ୟ କଳାକାର ବା ଚାଇଲ୍ଡ ଅର୍ଟିଷ୍ଟ ମାନେ ସବୁବେଳେ ନିଜର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି । ଏହି ବାଲ୍ୟ କଳାକାର ଖୁବ କମ ବୟସରୁ ହିଁ କ୍ୟାମେରା କୁ ସାମ୍ନା କରିଥାନ୍ତି । ଏମାନେ ବହୁତ ବଡ଼ ବଡ଼ ଅଭିନେତା ମାନଙ୍କୁ ନିଜ ଆକ୍ଟିଂ ଦ୍ଵାରା ପଛରେ ଛାଡ଼ିଦେଇଥାନ୍ତି । ଆମେ ବହୁତ ଫିଲ୍ମ ଏବଂ ଟିଭି ସିରିଏଲ ରେ ଏହି ଭଳି କୁନି କଳାକାର ମାନଙ୍କୁ ଦେଖି ଆସିଚେ ।

ତେବେ ଆଜି ଆମେ ସେହିପରି ଏକ କୁନି କଳାକାର ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ନିଶ୍ଚିନ୍ତ ଭାବରେ କେବେ ମଧ୍ୟ ଭୂଳିନଥିବେ । ତେବେ ଚାଲନ୍ତୁ ଜାଣିବା । ଆଜି ଆମେ କଥା ହେଉଛେ ଫିଲ୍ମ ଜୁଦାଇ ରେ କୁନି କଳାକାର ଭାବରେ ଅଭିନୟ କରିଥିବା ଆକ୍ଟର ଓମ କପୁର ଙ୍କ ବିଷୟରେ ।

ସେ ଆଜି ଜଣେ ସୁପର ଷ୍ଟାର ଅଟନ୍ତି । ଫିଲ୍ମ ଦୁନିଆରେ ବହୁତ କୁନି କଳାକାର ନିଜର ଯାଦୁ ଦେଖାଇଛନ୍ତି ଏବଂ ଆଜି ସେମାନେ ବହୁତ ଫିଲ୍ମ ରେ କାମ ମଧ୍ୟ କରୁଛନ୍ତି କିନ୍ତୁ କିଛି ଏମିତି କଳାକାର ମଧ୍ୟ ଅଛନ୍ତି ଯିଏ ଫିଲ୍ମ ରେ ହିରୋ ର ଅଭିନୟ କରୁଛନ୍ତି କିନ୍ତୁ ଆମେ ତାଙ୍କୁ ଜାଣିପାରୁନି ।

ଓମକାର କପୁର ଆଜି ବହୁତ ବଡ଼ ସୁପର ଷ୍ଟାର ଅଟନ୍ତି କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ୟ୍ଯ ହେବେ କି ଫିଲ୍ମ ଜୁଦାଇ ରେ ଥିବା କୁନି କଳାକାର ଜନକ ଅନ୍ୟ କେହି ନୁହନ୍ତି ଆଜିକା ସମୟର ବଡ଼ କଳାକାର ଓମ କପୁର ଅଟନ୍ତି । ଓମକାର କପୁର ଙ୍କ ଛୋଟ ବେଳର ଅଭିନୟ ଦେଖିକି ତାଙ୍କର ଫ୍ୟାନ ଏତେ ମାତ୍ରାରେ ବଢ଼ିଯାଇଥିଲା କି ସେ ଖୁବ ଶୀଘ୍ର ସୁପର ହିଟ ହୋଇଯାଇଥିଲେ । ଜୁଦାଇ ଫିଲ୍ମ ରେ ଓମକାର ଅନିଲ କପୁର ଙ୍କ ପୁଅ ହୋଇଥିଲେ ।

ଏହି ଫିଲ୍ମ ୧୯୯୭ ରେ ଆସିଥିଲା ଏବଂ ବହୁତ ଚର୍ଚ୍ଚାରେ ମଧ୍ୟ ରହିଥିଲା । ଓମକାର ଙ୍କ ଗୋଟେ ଗୀତ ବହୁତ ଫେମସ ଅଟେ ଯାହା ହେଉଛି ‘ ଛୋଟ ବଚ୍ଚା ସମଝ କେ କୋଇ ନା ସମଝାନା ରେ ‘ ଏହା ଛଡା ଫିଲ୍ମ ଯୁଡୁୱା ରେ ମଧ୍ୟ ସଲମାନ ଖାନ ଙ୍କ ଛୋଟ ବେଳର ଅଭିନୟ କରିଥିଲେ ଓମକାର ।

ବଲିଉଡ ର ସୁପର ହିଟ ଫିଲ୍ମ ପ୍ୟାର କା ପାଞ୍ଚନାମା ରେ କାମ କରିଛନ୍ତି ଓମକାର । ବଡ଼ ହେବା ପରେ ଓମକାର ବଲିଉଡ ରେ ନିଜର ଯାଦୁ ପୁଣି ଥରେ ଚଳାଇବାକୁ ଚେଷ୍ଟା କରୁଛନ୍ତି । ଓମକାର ବହୁତ ପରିଶ୍ରମୀ ଏବଂ ତ୍ୟାଲେନଟେଡ ଅଟନ୍ତି । ଆଶା କରୁଛି ସେ ଖୁବ ଶୀଘ୍ର ବଲିଉଡ ରେ ବହୁତ ଆଗକୁ ବଢିବେ ।

ଆପଣଙ୍କୁ ଓମକାର କପୁର କେମିତି ଲାଗନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।