ଏହି ଫଟୋସବୁ ଦେଖି ଆପଙ୍କ ମୁଣ୍ଡ ବୁଲେଇବ, ଦୂରରୁ କିଛି ଦେଖାଯାଉଛି ତ ପାଖରୁ ଆଉ କିଛି ଦେଖାଯାଉଛି, ଦେଖନ୍ତୁ

କେବେ କେବେ ଏମିତି ବି ହୋଇଥାଏ କି ଆମର ଆଖି ବି ଧୋକା ଖାଇ ଯାଏ । କିଛି ଏହିଭଳି କଳାକାରୀକୁ ଇଲ୍ୟୁଜନ କୁହାଯାଏ । ଫଟୋ କ୍ଲିକ କରିବା କାହାକୁ ପସନ୍ଦ ନୁହେଁ, କାହାକୁ ପ୍ରକୃତିର ଫଟୋ କ୍ଲିକ କରିବାକୁ ପସନ୍ଦ ଲାଗେ ତ କାହାକୁ ଘରର, ସହରର ତ କାହାକୁ ୱାଇଲ୍ଡ ଲାଇଫ ଫୋଟୋଗ୍ରାଫୀ ପସନ୍ଦ ଅଟେ । କିନ୍ତୁ କିଛି ଫଟୋ ଏମିତି ବି ହୋଇଥାଏ ଯାହାକୁ ଦେଖିଲେ ମୁଣ୍ଡ ବୁଲାଏ । ଏହି ଫଟୋରେ କିଛି ଏମିତି ହୋଇଥାଏ, ଯାହାକୁ ଦେଖିଲେ ମୁଣ୍ଡ ବୁଲାଏ ।

ତେବେ ଆସନ୍ତୁ ଦେଖିବା କିଛି ଏମିତି ହିଁ ରୋମାଞ୍ଚକ ଇଲ୍ୟୁଜନ ବାଲା ଫଟୋ :

ଏହାକୁ ପ୍ରଥମ ଥର ଦେଖିଲେ କାହାର ବି ମୁଣ୍ଡ ବୁଲାଇବାକୁ ଲାଗିବ । ଏମିତି ଲାଗିବ କି ଏହି ଦୁଇଟି ଯାକ ଡିଜାଇନ ବୁଲୁଛି । କିନ୍ତୁ ଏମାନଙ୍କ ମଧ୍ୟରୁ କିଛି ବି ଡିଜାଇନ ବୁଲୁ ନାହିଁ । କେବଳ ଆପଣଙ୍କର ମୁଣ୍ଡ ବୁଲୁଛି ।

ଏହି ଫଟୋକୁ ପ୍ରଥମ ଥର ଦେଖିଲେ ଏକ ବୁଢା ବ୍ୟକ୍ତିର ଫଟୋ ବୋଲି ନଜର ଆସିବ । କିନ୍ତୁ ଧୀରେ ଧୀରେ ଏହି ଫଟୋଟିକୁ ନିରେଖି ଦେଖିଲେ ଏକ ଗ୍ରାମର ଦୃଶ୍ୟ ହୋଇଯିବ ।

ଏହି ଫଟୋକୁ ଯଦି ଆପଣ ଦୂରରୁ ଦେଖିବେ ତେବେ ଆପଣଙ୍କୁ କେବଳ ଗୋଟିଏ ହିଁ ବ୍ୟକ୍ତି ଦେଖାଯିବ । କିନ୍ତୁ ଅଳ୍ପ ପାଖକୁ ଆସି ଦେଖିଲେ ଏଥିରେ ତିନି ଜଣ ନଜର ଆସିବେ । ଦୁଇ ଜଣ ପଛ ପଟେ ଓ ଜଣେ ସାମନାରେ ବସିଛି ।

ବର୍ତ୍ତମାନ ଏହି ଫଟୋରେ ଜଣେ ବ୍ୟକ୍ତିର ମୁହଁକୁ ଯଦି ଧ୍ୟାନର ସହ ଦେଖିବେ ତେବେ ଦୁଇ ପଟେ ହିଁ ଏହାର ଚେହେରା ଦେଖାଯିବ । ସାମ୍ନାରୁ ବି ଓ ସାଇଡରୁ ବି । ସେଥିପାଇଁ କହିବାକୁ କଷ୍ଟ ହେବ କି ସେ କେଉଁ ଦିଗକୁ ଦେଖୁଛି ।

ଏହି ଫଟୋରେ ଏହି ଝିଅର ଚେହେରା ଦେଖି ଆପଣ ବି ଚିନ୍ତାରେ ପଡିଯିବେ ଓ ଆପଣଙ୍କର ମୁଣ୍ଡ ବି ବୁଲାଇବାକୁ ଲାଗିବ । କାରଣ ଏଥିରେ ତାହାର ବହୁତ ଚେହେରା ଦେଖା ଯାଉଛି । ଯଦି ୫ ମିନିଟ ପର୍ଯ୍ୟନ୍ତ ଲଗାତର ଏହି ଫଟୋକୁ ଦେଖିବେ ତେବେ ଆପଣଙ୍କ ମୁଣ୍ଡ ଚକ୍କର କାଟିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।