GF ଙ୍କ ସାଙ୍ଗରେ ଛୁଟି କାଟୁଥିବାର ନଜର ଆସିଲେ 48 ବର୍ଷର Arjun Rampal, ବିନା ବିବାହରେ ପ୍ରେମିକାକୁ କରିଥିଲେ ପ୍ରେଗନେଣ୍ଟ

ବଲିଉଡ ଏପରି ଏକ ଜାଗା ଅଟେ ଯେଉଁଠି ପ୍ରେମ, ବିବାହ, ବ୍ରେକଅଫ ଓ ଆ-ଫେ-ୟା-ର ଆଦି ବହୁତ ସାଧାରଣ କଥା ଅଟେ । ପ୍ରାୟତଃ ଆମେ କାହା ପ୍ରେମରେ ପଡିବା, ବିବାହ କରିବା ଓ ଅଲଗା ହେବା ଖବର ଆଦି ଶୁଣିବାକୁ ପାଇଥାଉ । ଏଠାରେ ଛାଡପତ୍ର ପରେ ଅଧିକାଂଶ ତାରକା ଆଉ ଏକ ଆ-ଫେ-ୟା-ର କରିବାକୁ ଡେରି କରନ୍ତି ନାହିଁ । ବଲିଉଡ ଅଭିନେତା ଅର୍ଜୁନ ରାମପାଲ ମଧ୍ୟ ଏହି ତାଲିକାରେ ଅଛନ୍ତି ।

 

ସେ ଜଣେ ମଡେଲ ଭାବେ ନିଜ କ୍ଯାରିଅର ଆରମ୍ଭ କରିଥିଲେ । ତାଙ୍କୁ ପ୍ରଥମେ ‘ପ୍ୟାର, ଇଶ୍କ ଔର ମୋହବତ’ ଫିଲ୍ମରେ ଦେଖିବାକୁ ମିଳିଥିଲା । ଏହାପରେ ସେ ଅନେକ ହିଟ୍ ଫିଲ୍ମରେ କାମ କରିଥିଲେ । ଅର୍ଜୁନ ୧୯୯୮ରେ ପୂର୍ବ ମିସ ଇଣ୍ଡିଆ ଏବଂ ସୁପରମଡେଲ ମେହେର ଜେସିଆଙ୍କୁ ବିବାହ କରିଥିଲେ । ଏହି ବିବାହାରୁ ମାହିକା ରାମପାଲ ଓ ମାଇରା ରାମପାଲ ନାମକ ତାଙ୍କର ଦୁଇ ଝିଅ ଅଛନ୍ତି । କିନ୍ତୁ ମେହେରଙ୍କ ସହ ଅର୍ଜୁନ ରାମପାଲଙ୍କ ବିବାହ ଅଧିକ ଦିନ ପର୍ଯ୍ୟନ୍ତ ଚାଲି ପାରିଲା ନାହିଁ ।

ସେମାନେ ୨୦୧୯ରେ ଛାଡପତ୍ର ନେଇଥିଲେ । ମେହେରଙ୍କ ଠୁ ଅଲଗା ହେବା ପରେ ଅର୍ଜୁନ ମଡେଲ ଗାବ୍ରିଏଲା ଡେମେଟ୍ରିଏଡ୍ସଙ୍କ ସହ ଲଭ ଆ-ଫେ-ୟା-ର ଆରମ୍ଭ କରି ଦେଇଥିଲେ ।ନିକଟରେ ଅର୍ଜୁନ ରାମପାଲ ଗାର୍ଲଫ୍ରେଣ୍ଡ ଗାବ୍ରିଏଲାଙ୍କ ସହ ଛୁଟି କାଟୁଥିବାର ଦେଖିବାକୁ ମିଳିଥିଲା । ତାଙ୍କ ସହ ପୁଅ ଏରିକ ଓ ଅର୍ଜୁନଙ୍କ ପ୍ରଥମ ବିବାହାରୁ ଦୁଇ ଝିଅ ମାହିକା ଏବଂ ମାଇରା ମଧ୍ୟ ତାଙ୍କ ସହ ଥିଲେ ।

ସେମାନଙ୍କର ଏହି ଫଟୋ ଗାବ୍ରିଏଲା ତାଙ୍କ ଇଂ-ଷ୍ଟା-ଗ୍ରା-ମ ଆ-କା-ଉ-ଣ୍ଟରେ ପୋ-ଷ୍ଟ କରିଥିଲେ । ଫଟୋ ସହ ସେ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ । ଯାହା ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି । କୌଣସି ଏକ ସୁନ୍ଦର ବିଚ୍ ରେ ସେମାନେ ଛୁଟି ମନାଉଥିବାର ଦେଖିବାକୁ ମିଳୁଛି । ଅର୍ଜୁନ ଓ ଗାବ୍ରିଏଲାଙ୍କ ଫ୍ୟାନ ମାନେ ଏହି ଫଟୋ ଗୁଡିକୁ ଖୁବ ପସନ୍ଦ କରୁଛନ୍ତି । ଏଥିରେ ଅର୍ଜୁନ ଓ ଗାବ୍ରିଏଲାଙ୍କ ଏକ ରୋମାଣ୍ଟିକ ଫଟୋ ମଧ୍ୟ ରହିଛି, ଯେଉଁଥିରେ ସେମାନେ ପରସ୍ପରର ଆଖିରେ ଆଖି ମିଶାଇ ଦେଖୁଛନ୍ତି ।

ମଧ୍ୟପ୍ରଦେଶର ଜବଲପୁର ସହରର ବାସିନ୍ଦା ଅଟନ୍ତି ଅର୍ଜୁନ ରାମପାଲ । ସେଠାରେ ତାଙ୍କ ଜନ୍ମ ହୋଇଥିଲା । ବର୍ତ୍ତମାନ ତାଙ୍କୁ ୪୮ ବର୍ଷ ବୟସ ହୋଇ ଯାଇଥିଲେ ମଧ୍ୟ ଆଜି ବି ସେ ଖୁବ ଫିଟ ଆଉ ୟଙ୍ଗ ଦେଖା ଯାଉଛନ୍ତି । ଏଥିପାଇଁ ସେ ସବୁ ଦିନ ଜିମ ଯାଆନ୍ତି ଓ ଘଣ୍ଟା ଘଣ୍ଟା ଧରି ଝାଳ ବୁହାନ୍ତି । ଏହସାହା ଖାଦ୍ୟପେୟ ପ୍ରତି ମଧ୍ୟ ସେ ଖୁବ ଧ୍ୟାନ ଦିଅନ୍ତି । ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।