ବହୁତ ହିଁ ଅଧିକ ସୁନ୍ଦର ଦେଖା ଯାଆନ୍ତି Rajiv kapoor ଙ୍କ ସ୍ତ୍ରୀ, ଯଦି ଦେଖି ନାହାଁନ୍ତି ତ ଏବେ ଦେଖି ନିଅନ୍ତୁ

ରାଜୀବ କାପୁର ବଲିଉଡ ଫିମ ଜଗତର ଜଣେ ନାମୀ ଦାମୀ ଅଭିନେତା ଥିଲେ ।  ସେ ତାଙ୍କ ଫିଲ୍ମ କ୍ୟରିୟରରେ କିଛି ସୁପର ଡୁପର ହିଟଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ତାଙ୍କର ଅଭିନୀତ ପ୍ରଥମ ଫିଲ୍ମ ମଧ୍ୟ ହିଟ ହୋଇଥିଲା । ବଲିଉଡର ନବେ ଦଶକ ର ପ୍ରଶିଦ୍ଧ  ଅଭିନେତା ରନ୍ଧିର କାପୁର ଓ ରିଷି କାପୁରଙ୍କ ଭାଇ ଥିଲେ ଏହି ବଲିଉଡ ଫେମସ ଅଭିନେତା ରାଜୀବ କାପୁର ।

କିନ୍ତୁ ଏକ ଦୁଖଦ ଘଟଣା ହେଲା କି ସେ ଆଉ ଏହି ଦୁନିଆରେ ନାହାନ୍ତି । ସେ ୯ ଫେବୃଆରୀରେ ଆମ ସମସ୍ତଙ୍କୁ ଛାଡି ଇହ ଲୀଳା ସମ୍ବରଣ କରି ଚାଲି ଗଲେ । ତାଙ୍କ ମୃତ୍ୟୁ ରେ ବଲିଉଡ ଇଣ୍ଡଷ୍ଟ୍ରି ଏକ ପ୍ରସିଦ୍ଧ କଳାକାରକୁ ହରାଇ ବହୁତ ଦୁଖରେ ଅଛି ।

ଏହି ପରି କଳାକାର ସହଜରେ ଆଉ ବଲିଉଡ ଫେରି ପାରିବନି । ଅଭିନେତା କଳାକାରଙ୍କ ଠାରୁ ଆରମ୍ଭ କରି ଏବଂ ତାଙ୍କର ଫ୍ୟାନ୍ସ ମାନେ ତାଙ୍କୁ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ତାଙ୍କୁଏହି ସମୟରେ ୫୮ ବର୍ଷ ବୟସ ହୋଇଥିଲା । ରାଜୀବ କାପୁର ବଲିଉଡ ର ପରଷିଦ୍ଧ କଳାକାର ରାଜକାପୁରଙ୍କ ପୁଅ ଥିଲେ । ରାଜୀବ କାପୁର , ରଣଭିର କାପୁର ଓ ରିଷି କାପୁର ଏହି ଦୁଇ ଭାଇଙ୍କ ଠାରୁ ସବୁଠୁ ଛୋଟ ଥିଲେ ।

ରାଜୀବ କାପୁର , ରିଷି କାପୁର ଓ ରନ୍ଧିର କାପୁର ଙ୍କ ଭଳି ମଧ୍ୟ ବଲିଉଡରେ ବହୁତ ଫିଲ୍ମରେ ଅଭିନୟ କରି ଖୁବ ନାମ କରିଥିଲେ । ରାଜୀବ କପୁର ତାଙ୍କ ପ୍ରଥମ ଫିଲ୍ମରେ ହିଁ ରାତା ରାତି ସେ ତାରକା ଅଭିନେତାର ପରିଚୟ ପାଇଥିଲେ । କିନ୍ତୁ ଏହାର କିଛି ଫିଲ୍ମ ପରେ ତାଙ୍କ ର ବଲିଉଡରେ ଆଉ ବହଳ୍ମ କରି ପାରିନଥିଲେ । ଆମେ ଏଠି କହି ରଖୁ କି ସେ ତାଙ୍କ ବାପା ରାଜକାପୁରଙ୍କ ଡାଇରେକ୍ଟରୀଆଲ ଭେଞ୍ଚରରୁ ବଲିଉଡରେ ପ୍ରବେଶ କରିଥିଲେ ।

ତାଙ୍କର ପ୍ରଥମ ଫିଲ୍ମ ର ନାମ ଥିଲା ରାମ ତେରୀ ଗଙ୍ଗା ମେଲି । ଏହି ଫିଲ୍ମଟି ବର୍ଷ ୧୯୭୫ ରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ରାଜୀବ କାପୁର ଥିଲେ ଓ ତାଙ୍କ ବିପକ୍ଷରେ ହିରୋଇନ ଭାବରେ ମନ୍ଦାକିନି ଅଭିନୟ କରିଥିଲେ । ଏହି ଫିଲ୍ମ ବଲିଉଡରେ ଶୁପର୍ ଡୁପ୍ର ହିଟ ହୋଇଥିଲା । ଏହା ପରେ ରାଜୀବ କାପୁର , ଆସମାନ , ମେରା ସାଥି , ଜବରଦସ୍ତ , ଲଭର ବଏ , ଅଙ୍ଗାରେ , ଲାଭା , ପ୍ରୀତି , ଜଲ ଜଲା , ହାମ ତୋ ଚାଲେ ପରଦେଶ , ଶୁକ୍ରିୟା , ନାଗ ନାଗିନ ଭଳି ଫିଲ୍ମ ରେ ଅଭିନୟ କରିଥିଲେ କିନ୍ତୁ ସେ ବଲିଉଡରେ କଳାକାର ଭାବରେ  ଅଧିକ ଦିନ ତିଷ୍ଠି ପାରିନଥିଲେ ।

ତାଙ୍କର ଅନ୍ତିମ ଫିଲ୍ମ ଥିଲା ଜିମେଦାର ଏହି ଫିଲ୍ମ ବର୍ଷ ୧୯୯୦ ରେ ହୋଇଥିଲା । ଏହା ପରେ ସେ ବଲିଉଡ ରେ ଡ଼ାଇରେକ୍ଟର ଓ ପ୍ରଡ୍ୟୁସର ଭାବରେ କାମ କରିବାକୁ ଆରମ୍ଭ କରିଦେଲେ । ସେ ପ୍ରେମ ଗ୍ରନ୍ଥ , ଆ ଅଵ ଲୋଟ ଚଲେ , ହୀନା ଭଳି ଫିଲ୍ମ ରେ ପ୍ରଡୁସର ଭାବ ରେ କାମ କରିଥିଲେ । ୧୯୮୬ ରେ ରିଲିଜ ହୋଇଥିବା ଫିଲ୍ମ ପ୍ରେମ ଗ୍ରନ୍ଥ ଫିଲ୍ମ ର ନିର୍ଦେଶକ ରାଜୀବ କାପୁର ଥିଲେ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଋଷି କାପୁର ଓ ମାଧୁରୀ ଦୀକ୍ଷିତ ଥିଲେ ।

ଏହା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ଆଉ ନଜରକୁ ଆସିନଥିଲେ । ଏବେ ଆସନ୍ତୁ ଜାଣିବା ସ୍ତ୍ରୀଙ୍କ ବିଷୟରେ । ତାଙ୍କ ସ୍ତ୍ରୀଙ୍କ ନାମ ଥିଲା ଆରତୀ ଶବର ବାଲ । ଆରତୀ ସବାର ବାଲ ପେସାରେ ଆର୍କିଟେକ ଥିଲେ । ଆରତୀ ଓ ରାଜୀବଙ୍କର ବିବାହ ୨୦୦୧ ରେ ହୋଇଥିଲା । ରାଜୀବ ଓ ଆରତୀଙ୍କ ସମ୍ପର୍କ ଛିର୍ଣ୍ଣ ହୋଇଯାଇଥିଲେ ବି ଆରତୀ ତାଙ୍କର ଶଶୁର ଘର ସହ ସମ୍ପର୍କ ସମ୍ପୂର୍ଣ୍ଣ ଭାବେ ଛାଡି ନାହାନ୍ତି । ସେ ତାଙ୍କ ଶାଶୁ କ୍ରୀଷ୍ଣା କାପୁରଙ୍କ ଠାରୁ ବହୁତ ପ୍ରେରଣା ପାଇଥିଲେ । ସେ ସବୁବେଳେ ନିଜ ଶାଶୁଙ୍କର ପ୍ରଶଂସା କରୁଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।