ନାକ ଅଗରେ ରାଗ ରଖି ଜନ୍ମ ହୋଇଥାନ୍ତି ଏହି 6 ଟି ନାମର ଝିଅ- Jyotish Shastra

କୌଣସି ମନୁଷ୍ୟର ଚେହେରା ଦେଖି ତାର ସ୍ଵଭାବ ବିଷୟରେ ଅନୁମାନ ଲଗାଇବା ବହୁତ କଷ୍ଟ ହୋଇଥାଏ । ମନୁଷ୍ୟ ସାଧାରଣତ ଦୁଇଟି ସ୍ଵଭାବର ଥାଏ । ଗୋଟିଏ ଶାନ୍ତ ସ୍ଵଭାବ ର ଓ ଆଉ ଗୋଟିଏ କ୍ରୋଧୀ ସ୍ଵଭାବର । କିନ୍ତୁ କୌଣସି ମନୁଷ୍ୟର ସ୍ଵଭାବ ତାର ନାମ ର ପ୍ରଥମ ଅକ୍ଷର ରୁ ଜଣା ପଡିଥାଏ । ଯେମିତିକି ଜନ୍ମର ସମୟ ଓ ଜନ୍ମର ସ୍ଥାନର ପ୍ରଭାବ ସବୁ ବ୍ୟକ୍ତିର ସ୍ଵଭାବ ଉପରେ ପଡିଥାଏ ସେହିପରି କୌଣସି ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ତାର ସ୍ଵଭାବ ବିଷୟରେ ଜଣା ପଡିଥାଏ ।

ସେହି ପରି ଆଜି ଆମେ ଆପଣମାନଙ୍କୁ କିଛି ମହିଳାଙ୍କ ବିଷୟରେ ଜଣାଇବୁ ଯେଉଁ ମାନେ କି ସବୁ ବେଳେ ବହୁତ କ୍ରୋଧ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ପରି ୬ ନାମ ବାଲା ଅକ୍ଷରର ମହିଳା ମାନଙ୍କ ବିଷୟରେ ଯେଉଁମାନେ କି ବହୁତ  କ୍ରୋଧ କରିଥାନ୍ତି ।

୧ – B ନାମ ବାଲା ମହିଳା

ଏହି ମହିଳା ମାନେ ହୃଦୟରୁ ବହୁତ ନିର୍ମଳ ପ୍ରକୃତି ର ଅଟନ୍ତି କିନ୍ତୁ ଏମାନେ ଛୋଟ ଛୋଟ କଥାରେ ବହୁତ କ୍ରୋଧ କରିଥାନ୍ତି । ଏମାନେ କୌଣସି କାରଣ ନଥାଇ ନିଜର କ୍ରୋଧ ନିଜ ଜୀବନ ସାଥି ଉପରେ କରିଥାନ୍ତି । କିନ୍ତୁ ବହୁତ ଜଲ୍ଦି ତାଙ୍କ କ୍ରୋଧ ଶାନ୍ତ ମଧ୍ୟ ହୋଇଯାଏ ।

୨ – H ନାମ ବାଲା ମହିଳା

ଏହି ମହିଳା ମାନେ ସମସ୍ତଙ୍କ ସହ ମିଳି ମିଶି ରହିଥାନ୍ତି । ଏମାନଙ୍କୁ ଘର ପରିବାରର ବହୁତ ଯତ୍ନ ଥାଏ । କିନ୍ତୁ ଏମାନଙ୍କର ସବୁଠୁ ବଡ କମଜୋର ହେଲା କି ଏମାନେ ନିଜ କ୍ରୋଧ କାବୁ କରି ପାରନ୍ତି ନାହିଁ  ଏହି କାରଣରୁ ଏମାନଙ୍କ ଜୀବନ ସାଥି ସହ ମନାନ୍ତର ହୋଇଥାଏ । ଏଥିପାଇଁ ଜୀବନରେ ଏମାନେ ବହୁତ ସମସ୍ୟାରେ ପଡିଥାନ୍ତି ।

୩ – L ନାମ ବାକଳା ମହିଳା

ଏହି ମହିଳା ମାନେ କୌଣସି ଏମିତି କାମ କରିବା ପାଇଁ ପସନ୍ଦ କରନ୍ତି ନାହିନ ଯେଉଁଥିରେ କି ତାଙ୍କର ନାମ ବଦନାମ ହେବ । ସବୁ କାମରେ ଆଗରେ ଥାନ୍ତି । ଏମାନେ ଜୀବନରେ ନୂଆଁ ନୂଆ ଜିନିଷ କରିବା ପାଇଁ ଭଲ ପାନ୍ତି । କିନ୍ତୁ ଏମାନଙ୍କର କ୍ରୋଧ ଏମାନକୁ କମଜୋର ଓ ଏମାନଙ୍କ ଲକ୍ଷରୁ ବିଚ୍ୟୁତି କରି ଦିଏ । କିନ୍ତୁ ଏମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି । ନିଜ ଜୀବନ ସାଥୀକୁ ଏମାନେ ବହୁତ ଭଲ ପାଇଥାନ୍ତି ।

୪ – P ନାମ ବାଲା ମହିଳା

ଏହି ମହିଳା ସ୍ଵଭାବ ରେ ବହୁତ କଥା କହିବାର ହୋଇଥାନ୍ତି ନଚେତ ବହୁତ ଶାନ୍ତ ଥାଆନ୍ତି । ଏହି ମହିଳା ମାନେ ସବୁବେଳେ  ନିଜ ଜୀବନରେ ବ୍ୟସ୍ତ ଥାନ୍ତି । କିନ୍ତୁ ଏମାନେ ବହୁତ କ୍ରୋଧୀ ଥାନ୍ତି । ଏମାନେ କ୍ରୋଧ କୁ ଅନ୍ୟ ଉପରେ ନକରି ନିଯ ଉପରେ କରିଥାନ୍ତି । ଏଥିପାଇଁ ବହୁତ ବାର ଏମାନେ ସମସ୍ୟାରେ ପଡିଥାନ୍ତି ।

୫ – R ନାମ ବାଲା ମହିଳା

ଏହି ମହିଳା ମାନେ ଦେଖିବାକୁ ଯେତେ ସୁନ୍ଦର ଥାଆନ୍ତି ସେତେ ବୁଦ୍ଧିମାନ ମଧ୍ୟ ଥାଆନ୍ତି । ଏହି କାରଣରୁ ଲୋକମାନେ ଏମାଙ୍କ ପ୍ରତି ଆକ୍ରୁଷ୍ଟ ହୋଇଥାନ୍ତି । ଏମାନେ ସମାଜ ପାଇଁ ବହୁତ କିଛି କରିଥାନ୍ତି । କିନ୍ତୁ ଏମାନଙ୍କର ଦୁର୍ଗୁଣ ହେଲା ଏମାନେ ବହୁତ କ୍ରୋଧୀ ଥାନ୍ତି । ଏମାନେ ପ୍ରେମ କରିବାରେ ମାହିର ଥାନ୍ତି ।

୬ – S ନାମ ବାଲା ମହିଳା

ଏହି ମହିଳା ମାନେ ପ୍ରେମରେ ବହୁତ ଇମାନନ୍ଦାର ଥାଆନ୍ତି । କିନ୍ତୁ ଶତ୍ରୁତା କରିବାରେ ବି ମାହିର ଥାନ୍ତି । ଏମିତିରେ ଏମାନେ ଅତି ସହଜରେ କାହା ସହ ଝଗଡା କରନ୍ତି ନାହିଁ । କିନ୍ତୁ ଏମାନେ କ୍ରୋଧ କଲେ କାହାକୁ ବି ଛାଡନ୍ତି ନାହିଁ । ଏମାନଙ୍କର ଏହି କ୍ରୋଧ ପାଇଁ ଏମାନଙ୍କ ଠାରୁ ଲୋକ ମାନେ ଦୂରେଇ ରହିଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।