ବଲିଉଡରେ ଆସିବା ପୂର୍ବରୁ ଏମିତି ଦେଖା ଯାଉଥିଲେ ଏହି ଷ୍ଟାରମାନେ, ଦେଖନ୍ତୁ କିଛି ବର୍ଷ ମଧ୍ୟରେ କେମିତି ବଦଳିଲା ପୁରା ଲୁକ୍

ବଲିଉଡର ଚକାଚକ ଦୁନିଆରେ ଯିଏ ଥରେ ଆସିଥାଏ ସେ ଏହି ରଙ୍ଗରେ ରଙ୍ଗୀନ ହୋଇଯାଏ । ଗୋଟିଏ ସମୟ ଏମିତି ବି ଥିଲା ଯେତେବେଳେ ଆଜିର ସୁପରଷ୍ଟାର ଅଭିନେତାମାନେ ବିଲକୁଲ ସାଧାରଣ ଲୋକମାନଙ୍କ ଭଳି ଦେଖା ଯାଉଥିଲେ । କିନ୍ତୁ ଆଜି ଏହି ଷ୍ଟାରମାନେ ଦୁନିଆ ପାଇଁ ଏକ ସ୍ଟାଇଲ ଆଇକନ ହୋଇ ଯାଇଛନ୍ତି ଓ ଆଜି ଏମାନଙ୍କୁ ଲକ୍ଷ ଲକ୍ଷ ଲୋକ ଫଲୋ କରୁଛନ୍ତି ।

ଶାହରୁଖ ଖାନ ହେଉ କିମ୍ବା ସଲମାନ ଖାନ ଏମାନଙ୍କର ଫ୍ୟାନ ଦୁନିଆରେ ଭରପୁର ଅଛନ୍ତି । ଏମାନେ ନିଜର ଅଭିନୟ ଦ୍ଵାରା କେବଳ ଭାରତବାସୀଙ୍କୁ ନୁହେଁ ବିଦେଶରେ ଥିବା ଲୋକମାନଙ୍କର ହୃଦୟକୁ ବି ଜିତି ସାରିଛନ୍ତି । ଆଜି ଯେଉଁ ଷ୍ଟାରମାନେ କୋଟି କୋଟି ଲୋକମାନଙ୍କର ଷ୍ଟାଇଲ ଆଇକନ ଅଟନ୍ତି, ଗୋଟିଏ ସମୟ ଏମିତି ବି ଥିଲା ଯେତେବେଳେ ଏମାନେ ବିଲକୁଲ ସାଧାରଣ ଲୋକଙ୍କ ଭଳି ଦେଖା ଯାଉଥିଲେ ।

ଏହା କହିବା ଭୁଲ ହେବ ନାହିଁ କି ଆରମ୍ଭରୁ ଏମାନଙ୍କୁ ତାଙ୍କର ଲୁକ ପାଇଁ ନୁହେଁ ତାଙ୍କର ଟ୍ୟାଲେନ୍ଟ କାରଣରୁ ହିଁ କାମ ମିଳିଛି । ଆଜିର ଏହି ପୋଷ୍ଟରେ ଆମେ ଏମିତି ହିଁ କିଛି ବଲିଉଡ ଷ୍ଟାରମାନଙ୍କର ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ ପୂର୍ବର ଫଟୋ ଦେଖାଇବୁ । ଆପଣ ବି ଦେଖନ୍ତୁ ଆଜି ଏତେ ଫିଟ ଓ ଗ୍ଲାମରସ ଦେଖା ଯାଉଥିବା ଷ୍ଟାରମାନେ ପ୍ରଥମେ କେମିତି ଦେଖା ଯାଉଥିଲେ ।

ଶାହରୁଖ ଖାନ

ଐଶ୍ୱର୍ୟା ରାୟ ବଚ୍ଚନ

ଆମିର ଖାନ

ସଲମାନ ଖାନ

କଟରୀନା କୈଫ

ରଣବୀର ସିଂହ

ଦୀପିକା ପାଦୁକୋନ

ଟାଇଗର ଶ୍ରଫ

ଶିଳ୍ପା ଶେଟ୍ଟୀ

ପରିଣୀତୀ ଚୋପଡ଼ା

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।