ଏହି ଷ୍ଟାରମାନଙ୍କୁ ଡିଭୋର୍ସ ପଡିଥିଲା ବହୁତ ମହଙ୍ଗା, ଦେବାକୁ ପଡିଥିଲା ଏତେ ଟଙ୍କା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି କଳାକାର ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ନିଜ ପାର୍ଟନର ଙ୍କୁ ଛାଡ଼ପତ୍ର ଦେବା ପରେ ବହୁତ ସମସ୍ୟା ର ସମ୍ମୁଖୀନ ହୋଇଥିଲେ । ବନ୍ଧୁଗଣ ବଲିଉଡ କଳାକାର ଙ୍କ ଲାଇଫ ଷ୍ଟାଇଲ, ସେମାନଙ୍କ ପସନ୍ଦ ନାପସନ୍ଦ ଆଦି ସମ୍ବନ୍ଧରେ ତ ଆପଣ ମାନେ ବହୁତ ଶୁଣିଥିବେ । ବଲିଉଡ କଳାକାର ଙ୍କ ବାହାଘର ଏବଂ ପାର୍ଟି ସମ୍ବନ୍ଧରେ ତ ବହୁତ ମାତ୍ରା ରେ ଚର୍ଚ୍ଚା ହୋଇଥାଏ ।

କିନ୍ତୁ କଣ ଆପଣ ମାନେ ଜଣିଛନ୍ତି ଯେ, ଏହି କଳାକାର ମାନେ ନିଜ ବାହାଘର ରେ ପାଣି ଭଳି ପଇସା ଖର୍ଚ୍ଚ କରିଥାନ୍ତି ସେହିପରି ଛାଡ଼ପତ୍ର ଦେବା ସମୟରେ ମଧ୍ୟ ଏମାନଙ୍କ ବହୁତ ଖର୍ଚ୍ଚ ହୋଇଥାଏ । ସେହି ପଇସାରେ ଜଣେ ସାଧାରଣ ବର୍ଗ ରେ ଦୁଇ ତିନି ଜଣ ବ୍ୟକ୍ତି ର ବାହାଘର ମଧ୍ୟ ସମ୍ପନ୍ନ ହୋଇଯିବ । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି କଳାକାର ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ନିଜ ପାର୍ଟନର ଙ୍କୁ ଛାଡ଼ପତ୍ର ଦେବା ବହୁତ ମହଙ୍ଗା ପଡ଼ିଥିଲା । ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଯୋଡି ହେଉଛନ୍ତି, ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତା ‘ହୃତିକ ରୋଶନ’ ଏବଂ ତାଙ୍କ ପାର୍ଟନର ‘ସୁଜେନ ଖାଁ’ । ବନ୍ଧୁଗଣ ଏହି ଯୋଡ଼ିଙ୍କ ଛାଡ଼ପତ୍ର କେବଳ ଦେଶରେ ହିଁ ନୁହେଁ ବରଂ ସମଗ୍ର ଦୁନିଆର ମହଙ୍ଗା ଛାଡ଼ପତ୍ର ବୋଲି ଗଣା ଯାଇଥାଏ । ଏହି ଯୋଡି ଙ୍କ ବିବାହ ୨୦୦୦ ମସିହାରେ ହୋଇଥିଲା । କିନ୍ତୁ ହୃତିକ ଙ୍କ ଆଫେୟାର ପାଇଁ ଏହି ଯୋଡି ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ । ଶୁଣିବାକୁ ମିଳେ ଯେ ସୃଜେନ ଖାଁ ଆଲୁମିନି ରୂପରେ ୪୦୦ କୋଟି ଟଙ୍କା ର ମାଙ୍ଗ କରିଥିଲେ ଯେଉଁଥିରେ ୩୮୦ କୋଟି ଟଙ୍କାରେ ତାଙ୍କ ସେଟେଲମେଣ୍ଟ ହୋଇଥିଲା ।

୨. ବନ୍ଧୁଗଣ ଦ୍ଵିତୀୟ ଯୋଡି ହେଉଛନ୍ତି, ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତା ‘ସୈଫ ଅଲ୍ଲୀ ଖାଁ’ ଏବଂ ଅଭିନେତ୍ରୀ ‘ଅମୃତା ସିଂ’ । ବନ୍ଧୁଗଣ ସୈଫ ନିଜଠାରୁ ୧୩ ବର୍ଷ ବୟସ ରେ ବଡ଼ ଅଭିନେତ୍ରୀ ଅମୃତା ଙ୍କୁ ବିବାହ କରିଥିଲେ । ଏହି ଯୋଡି ଙ୍କ ବିବାହ ସହିତ ଏମାନଙ୍କ ଛାଡ଼ପତ୍ର ମଧ୍ୟ ପ୍ରାୟ ଚର୍ଚ୍ଚା ରେ ଆସିଥିଲା । ବିବାହ ର ୧୩ ବର୍ଷ ପରେ ଏହି ଯୋଡି ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ । ଶୁଣିବାକୁ ମିଳେ ଯେ, ଆଲୁମିନି ହିସାବରେ ୫କୋଟି ଟଙ୍କା ସ୍ଥିର ହୋଇଥିଲା ଏବଂ ଯେଉଁଥିରୁ ଅଢ଼େଇ କୋଟି ଟଙ୍କା ସୈଫ ଅମୃତା ଙ୍କୁ ଦେଇ ସାରିଛନ୍ତି ଏବଂ ତାଙ୍କ ଛୁଆ ଙ୍କ ନିମନ୍ତେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରତି ମାସରେ ସୈଫ ଅମୃତା ଙ୍କୁ ୧ଲକ୍ଷ ଟଙ୍କା ଦେଉଛନ୍ତି ।

୩. ବନ୍ଧୁଗଣ ତୃତୀୟ ଯୋଡି ଟି ହେଉଛି, ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ‘ମଲାଇକା ଆରୋରା’ ଏବଂ ‘ଅର୍ବାଜ ଖାଁ’ । ବନ୍ଧୁଗଣ ଏହି ଯୋଡି ଙ୍କ ଛାଡ଼ପତ୍ର ସମସ୍ତ ଦର୍ଶକ ମାନଙ୍କ ପାଇଁ ଆଶ୍ଚର୍ଯ୍ୟ ଜନକ ଖବର ରହିଥିଲା । ଏହି ଯୋଡି ଙ୍କ ଛାଡ଼ପତ୍ର ଆଲୁମିନି ର କୌଣସି ଅଫିସିଆଲ ଆନଉଁସମେଣ୍ଟ ହୋଇନଥିଲା । କିନ୍ତୁ ପରେ ଏହା ଶୁଣିବାକୁ ମିଳିଥିଲା ଯେ, ମଲାଇକା ଆଲୁମିନି ହିସାବରେ ଅର୍ବାଜ ଙ୍କୁ ୧୫ କୋଟି ଟଙ୍କା ର ଡିମାଣ୍ଡ କରିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।