ମିଳୁଥିଲା ଦୁଇ କୋଟିର ଡୀଲ, ହେଲେ ସାଉଥର ଏହି ହୀରୋଇନ ମନା କରି କହିଲେ – ‘ ମୁଁ ଭାରତୀୟ ଅଟେ, ସେଥିପାଇଁ ଏଭଳି କାମ..’

ତେଲୁଗୁ ଫିଲ୍ମର ଜଣା ଶୁଣା ଅଭିନେତ୍ରୀ ସାଈ ପଲ୍ଲୱୀ ବର୍ତ୍ତମାନ ହିଁ ଦୁଇ କୋଟିର ଡୀଲକୁ ମନା କରିଦେଇ ଚର୍ଚାରେ ଆସି ଯାଇଛନ୍ତି । ଏହି ଡୀଲକୁ ମନା କରିବା ପରେ ସେ ନିଜର ଚୁପ୍ପୀ ଭାଙ୍ଗିଛନ୍ତି । ସାଈ ପଲ୍ଲବୀଙ୍କୁ ୨ କୋଟିର ଫେୟରନେସ କ୍ରୀମର ବିଜ୍ଞାପନର ଅଫର ମିଳିଥିଲା, ଯାହାକୁ ସେ ମନା କରିଦେଇଛନ୍ତି । ଏହି ପୂରା ମାମଲାରେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି କି କାହିଁକି ସାଈ ପଲ୍ଲବୀ ୨ କୋଟିର ଡିଲକୁ ମନା କରିଦେଲେ । ଯେତେବେଳେ କି ଅଭିନେତ୍ରୀ ମାନେ ଏହିଭଳି ଅଫରର ଅପେକ୍ଷାରେ ରହିଥାନ୍ତି ।

ତେବେ ଏଥିପାଇଁ ସାଈ ପଲ୍ଲବୀ ମନା କରିଦେଲେ ଦୁଇ କୋଟିର ଡୀଲ

ସାଈ ପଲ୍ଲବୀ ଏକ ଇଣ୍ଟରଭିୟୁରେ କହିଲେ କି ସେ ଫେୟରନେସ କ୍ରୀମର ବିଜ୍ଞାପନ କରି ପାରିବେ ନାହିଁ, କାରଣ ସେ ଭାରତୀୟ ଅଟନ୍ତି ଓ ତାଙ୍କର ରଙ୍ଗ ଠିକ ଅଛି । ସାଈ ପଲ୍ଲବୀଙ୍କର ମାନିବା ଅଟେ କି ଏହିଭଳି ପ୍ରକାରର ବିଜ୍ଞାପନ ମହିଳାମାନଙ୍କୁ ଭୁଲ ସନ୍ଦେଶ ଦେଇଥାଏ, ସେଥିପାଇଁ ସେ ଏହି ବିଜ୍ଞାପନକୁ କରିବା ପାଇଁ ମନା କରିଦେଲେ । ସାଈ ପଲ୍ଲବୀ ସଫା ସଫା ମନା କରିଦେଲେ କି ସେ ଏହିଭଳି ପ୍ରକାରର କୌଣସି ବି ବିଜ୍ଞାପନର ଅଂସ କେବେ ବି ହେବେ ନାହିଁ, କାରଣ ତାଙ୍କର ମାନିବା ଅଟେ କି ରଙ୍ଗ ଯାହା ବି ଅଛି, ସେମିତି ହିଁ ଭଲ ଅଟେ ।

ମେକଅପରେ ବିଶ୍ଵାସ ରଖନ୍ତି ନାହିଁ ସାଈ ପଲ୍ଲବୀ

ସାଈ ପଲ୍ଲବୀଙ୍କୁ ନିଜ ଚେହେରାରେ ମେକଅପ କରିବାକୁ ପସନ୍ଦ କରନ୍ତି ନାହିଁ । ସେ ପ୍ରାୟତଃ ନିଜର ଚେହେରାକୁ ଯେମିତି ହିଁ ଅଛି ସେମିତି ହିଁ ଦେଖାଇବାକୁ ଚାହାନ୍ତି, କିନ୍ତୁ ଫିଲ୍ମ କାରଣରୁ ଅଳ୍ପ ବହୁତ ମେକଅପ କରିବାକୁ ପଡିଥାଏ । ସାଈ ପଲ୍ଲବୀ କୁହନ୍ତି କି ତାଙ୍କୁ ମେକଅପ ଉପରେ ବିଶ୍ଵାସ ନାହିଁ । ତାଙ୍କର କହିବା ଅଟେ କି ଚେହେରା ଯେମିତି ଅଛି, ସେମିତି ହିଁ ଅଭୁତ ସୁନ୍ଦର ଅଟେ । କହିଦେଛୁ ଯେ ସାଈ ପଲ୍ଲବୀଙ୍କର ଫ୍ୟାନ ଫଲୋଇଂଗ ବି ଏଥିପାଇଁ ବହୁତ ଜବରଦସ୍ତ ଅଛି, କାରଣ ସେ ଅଧିକ ମେକଅପ କରନ୍ତି ନାହିଁ, ସେ ବିଲକୁଲ ନ୍ୟାଚୁରାଲ ରୁହନ୍ତି ।

ପ୍ରଥମ ଫିଲ୍ମରୁ ହିଁ ହିଟ ହୋଇଥିଲେ ସାଈ ପଲ୍ଲବୀ

ସାଈ ପଲ୍ଲବୀ ନିଜର ପ୍ରଥମ ଫିଲ୍ମରୁ ହିଁ ଦର୍ଶକମାନଙ୍କର ହୃଦୟ ଜିତି ନେଇଥିଲେ, ଯାହା ପରେ ସେ ବହୁତ ଫିଲ୍ମରେ କାମ କରିଛନ୍ତି । ଏତିକି ନୁହେଁ, ନିଜର ଛୋଟ ଫିଲ୍ମ କ୍ୟାରିୟରରେ ବି ସାଈ ପଲ୍ଲବୀଙ୍କୁ ବହୁତ ପୁରସ୍କାର ବି ମିଳିସାରିଛି । ସାଈ ପଲ୍ଲବୀଙ୍କର ଫିଲ୍ମ ‘ପ୍ରେମମ’ ରେ ତାଙ୍କୁ ‘ମଲାର’ ରୋଲ କରିବା ପାଇଁ ପୁରସ୍କାର ବି ମିଳିଥିଲା । କହିଦେଉଛୁ ଯେ ସାଈ ପଲ୍ଲବୀଙ୍କର ଅଭିନୟ ଓ ସୁନ୍ଦରତା ଦୁଇଟିକୁ ହିଁ ଫ୍ୟାନ ମାନେ ବହୁତ ପସନ୍ଦ କରନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।