୧୩୭ ଜଣ ପୁଅଙ୍କୁ ରିଜେକ୍ଟ କରିସାରିଛନ୍ତି ଏହି ଅଭିନେତ୍ରୀ, ୨୭ ବର୍ଷ ବୟସରେ ଲାଗନ୍ତି ଅପ୍ସରା

ବଲୀଉଡ କିମ୍ବା ଟିଭି ଜଗତରେ ଗୋଟିଏ ରୁ ବଳି ଗୋଟିଏ ସୁନ୍ଦର ଅଭିନେତ୍ରୀମାନେ ଅଛନ୍ତି । ଯେଉଁମାନେ ଦେଖିବାକୁ ବିଲକୁଲ ଅପ୍ସରା ଭଳି ଲାଗନ୍ତି । ଏହା ସହିତ ତାଙ୍କର ସୁନ୍ଦରତା ଓ ତାଙ୍କର ପରିଶ୍ରମ କାରଣରୁ ତାଙ୍କର କ୍ୟାରିୟର ଭଲ ଚାଲିଥାଏ ଓ ଅଧିକ ଟଙ୍କା ବି ଆୟ କରିଥାନ୍ତି । ଯେଉଁ କାରଣରୁ ତାଙ୍କୁ ବିବାହ କରିବା ପାଇଁ ପୁଅମାନଙ୍କର ଲାଇନ ଲାଗିଥାଏ ।

ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ଦେଖିବାକୁ ବହୁତ ହିଁ ସୁନ୍ଦର ଓ ହଟ ଅଟନ୍ତି । ଯାହାକୁ ବିବାହ କରିବା ପାଇଁ ବହୁତ ବିବାହ ପ୍ରସ୍ତାବ ବି ଆସୁଛି । ଖବର ଅନୁସାରେ ମାନିବେ ତ ବର୍ତ୍ତମାନ ପର୍ଯ୍ୟନ୍ତ ୧୩୭ ଜଣ ପୁଅଙ୍କୁ ରିଜେକ୍ଟ କରିସାରିଛନ୍ତି ଏହି ଅଭିନେତ୍ରୀ । ଚାଲନ୍ତୁ ଜାଣିବା ସେହି ଅଭିନେତ୍ରୀଙ୍କ ବିଷୟରେ ।

ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କ ସହ ବିବାହ କରିବା ପାଇଁ ତାଙ୍କର ଘର ବାହାରେ ପୁଅମାନଙ୍କର ଲାଇନ ଲାଗିଥାଏ । କିନ୍ତୁ ସେ ସମସ୍ତଙ୍କୁ ମନା କରି ଦେଇଛନ୍ତି । ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କଥା ହେଉଛୁ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଟିଭି ଜଗତର ପ୍ରସିଦ୍ଧ ଓ କ୍ୟୁଟ ଅଭିନେତ୍ରୀ ସୋନାରିକା ଭଦୌରିୟା ଅଟନ୍ତି ।

ସେ ଦେଖିବାକୁ କୌଣସି ଅପ୍ସରା ଠାରୁ କମ ନୁହନ୍ତି । ସେ ପୂରାପୂରି ପରି ଭଳି ନଜର ଆସନ୍ତି । ସୋନାରିକା ଭଦୌରିୟା ଟିଭି ଜଗତର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ସେ ଆଜି କୌଣସି ପରିଚୟର ମୋହତାଜ ନୁହନ୍ତି ।

ସୋନାରିକା ଭଦୌରିୟା ସବୁ ମାସରେ ଲକ୍ଷ ଲକ୍ଷ ଟଙ୍କା ଆୟ କରିଥାନ୍ତି । ସୋନାରିକା ଭଦୌରିୟାଙ୍କ ଏହି ସଫଳତା କାରଣରୁ ତାଙ୍କ ଘରେ ପ୍ରାୟତଃ ବିବାହ ପ୍ରସ୍ତାବ ଆସିଥାଏ । କିନ୍ତୁ ସୋନାରିକା ଭଦୌରିୟା ବର୍ତ୍ତମାନ ବିବାହ କରିବାକୁ ଚାହୁଁ ନାହାନ୍ତି । ସେଥିପାଇଁ ସୋନାରିକା ସବୁ ବିବାହ ପ୍ରସ୍ତାବକୁ ମନା କରିଦିଅନ୍ତି । ସୋନାରିକା ଭଦୌରିୟାଙ୍କ ଅନୁସାରେ କଲେଜ ଟାଇମରୁ ହିଁ ତାଙ୍କୁ ବିବାହର ବିଭିନ୍ନ ପ୍ରସ୍ତାବ ଆସୁଛି ।

କିନ୍ତୁ ତାଙ୍କର ଅଭିନେତ୍ରୀ ହୋଇଯିବା ଓ ତାଙ୍କର ସଫଳତା ଦେଖି ବିବାହର ପ୍ରସ୍ତାବ ଆହୁରି ବି ଅଧିକା ଆସିବାକୁ ଲାଗିଲା । ଆପଣଙ୍କୁ କହିଦେଉଛୁ କି ସୋନାରିକା ଭଦୌରିୟାଙ୍କ ଜନ୍ମ ୩ ଡିସେମ୍ବର ୧୯୯୨ରେ ମୁମ୍ବାଇରେ ହୋଇଥିଲା । ବର୍ତ୍ତମାନ ସୋନାରିକା ଭଦୌରିୟାଙ୍କ ବୟସ ୨୭ ବର୍ଷ ଅଟେ । ସୋନାରିକା ଭଦୌରିୟା ଲୋକପ୍ରିୟ ସିରିୟଲ ‘ଇଶ୍କ ମେଂ ମର ଜାୱା’ରେ ନଜର ଆସୁଥିଲେ ।

ଏହା ଛଡା ଆପଣଙ୍କୁ କହିଦେଉଛୁ କି ସୋନାରିକା ସାଉଥର ବ୍ଲକବସ୍ଟର ଫିଲ୍ମ ‘ସ୍ପୀଡୁନନୋଡୁ’ରେ ବି ଲିଡ ରୋଲରେ ନଜର ଆସିସାରିଛନ୍ତି । ଏହା ଛଡା  ସୋନାରିକା ବହୁତ ସୁପରହିଟ ଫିଲ୍ମରେ ନିଜର ଜଲ୍ବା ଦେଖାଇସାରିଛନ୍ତି ।