Sanjay Dutt ଙ୍କ ଦୁଇ ଭଉଣୀ ସୁନ୍ଦରତାରେ କୌଣସି Bollywood ହିରୋଇନଙ୍କ ଠାରୁ ବି କମ ନୁହଁନ୍ତି, ଦେଖିଲେ ଆଖି ଲାଖିଯିବ

ମେରା ଦିଲ୍ ଭି କିତନା ପାଗଲ୍ ହେ, ରେ ପ୍ୟାର ତୋ ତୁମ୍ସେ କରତା ହେ ପର୍ ସାମନେ ଜବ୍ ତୁମର ଆତି ହୋ, ପର୍ ସାମନେ ଜବ୍ ତୁମର ଆତି ହୋ ୟେ ଦିଲ୍ ତୁମସେ କେହେନେକୋ ଡରତା ହେ । ସଞ୍ଜୟ ଦତ୍ତ ବଲିଉଡରେ ନିଜର ସୁନ୍ଦର ଅଭିନୟ ପାଇଁ ଜଣା ଯାଆନ୍ତି । ସେ ଜଣେ ଜଣାଶୁଣା ଅଭିନେତା ଏବଂ ନିର୍ମାତା ଅଟନ୍ତି । ଲୋକ ତାଙ୍କୁ ପ୍ରେମରେ ସଞ୍ଜୁ ବାବା, ଡେଡ୍ଲି ଦତ୍ତ ଏବଂ ମୁନ୍ନା ଭାଇ ବୋଲି କହିକି ଡାକନ୍ତି । ସେ ରାଜନୀତିରେ ମଧ୍ୟ ନିଜକୁ ପରଖି ସାରି ଛନ୍ତି । ସେ ପାଖାପାଖି ସମସ୍ତ ପ୍ରକାରର ଫିଲ୍ମରେ କାମ କରିଛନ୍ତି ।

ସେ ଆକ୍ସନ ଫିଲ୍ମ ହେଉ କି କମେଡି ଫିଲ୍ମ ହେଉ ନହେଲେ ରୋମାଣ୍ଟିକ ହେଉ ସମସ୍ତ ଚରିତ୍ରକୁ ସେ ବହୁତ ଭଲ ଭାବରେ ଅଭିନୟ କରନ୍ତି । ସଞ୍ଜୟ ଦତ୍ତଙ୍କ ଚାଲିବା ଶୈଳୀରେ ଆଜିବି ମଧ୍ୟ ଲକ୍ଷେ ଦିୱାନା ଅଛନ୍ତି । ସଞ୍ଜୟ ଦତ୍ତଙ୍କ ଜନ୍ମ ଲୋକପ୍ରିୟ ଫିଲ୍ମ ଅଭିନେତା ସୁନିଲ୍ ଦତ୍ତଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ।

୨୦୦୮ ରେ ଗୋଆରେ ମାନ୍ୟତା ଙ୍କୁ ସେ ବିବାହ କରିଥିଲେ । ଶିଶୁ କଳାକାର ରୂପରେ ସଞ୍ଜୟ ପ୍ରଥମ ଥର ‘ରେଶ୍ମା ଏବଂ ସେରା’ ରେ ଦେଖା ଯାଇଥିଲେ କିନ୍ତୁ ମୁଖ୍ୟ ଅଭିନେତା ରୂପେ ସଞ୍ଜୟ ତାଙ୍କର ପ୍ରଥମ ଫିଲ୍ମ ‘ରକି’ ରେ ଦେଖା ଯାଇଥିଲେ ।

ରକି ସେହି ସମୟର ସୁପରହିଟ ଫିଲ୍ମ ଥିଲା । ତାପରେ ସେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ପାଖାପାଖି ସମସ୍ତ ଭଲ ଅଭିନେତାଙ୍କ ସହ କାମ କରି ସାରିଥିଲେ କିନ୍ତୁ ତାଙ୍କ କ୍ୟାରିୟରର ସବୁଠାରୁ ଖତରନାକ୍ ରୋଲ୍ ଖଳନାୟକ ଫିଲ୍ମରେ ବଲ୍ଲୁ ର ଚରିତ୍ରରେ ଅଭିନୟ କରି ଆଜି ମଧ୍ୟ ସମସ୍ତଙ୍କ ମନରେ ବସା ବାନ୍ଧି ରହିଛି । ଫିଲ୍ମ ବାସ୍ତବ ପାଇଁ ତାଙ୍କୁ ବହୁତ ପ୍ରଶଂସା ମଧ୍ୟ ମିଳିଲା ଏହାପରେ ସେ ଏହି ଫିଲ୍ମ ପାଇଁ ଫିଲ୍ମ ଫେୟାର ଆୱାର୍ଡ଼ ମଧ୍ୟ ମିଳିଲା ।

ତେବେ ଚାଲନ୍ତୁ ପରିଚୟ କରାଇବୁ ସଞ୍ଜୟ ଦତ୍ତଙ୍କ ଦୁଇ ଭଉଣୀଙ୍କ ସହ । ସଞ୍ଜୟ ଦତ୍ତଙ୍କ ଛୋଟ ଭଉଣୀ ନାଁ ନମ୍ରତା ଦତ୍ତ । ନମ୍ରତା ଦତ୍ତ ବହୁତ ସୁନ୍ଦର ମଧ୍ୟ ଅଟନ୍ତି ଏବଂ ସଞ୍ଜୟ ଦତ୍ତଙ୍କ ଗେହ୍ଲା ଭଉଣୀ ମଧ୍ୟ ଏବଂ ସଞ୍ଜୟ ଦତ୍ତ ତାଙ୍କୁ ବହୁତ ଭଲ ମଧ୍ୟ ପାଆନ୍ତି । ତାଙ୍କ ବିବାହ ଗୋଟିଏ ସମୟରେ ଜଣେ ସୁନ୍ଦର ଅଭିନୟ କରୁଥିବା ଅଭିନେତା କୁମାର ଗୈାରବ ଙ୍କୁ ବିବାହ କରିଥିଲେ ।

କୁମାର ଗୈାରବ ଜୁବ୍ଲି କୁମାର ନାଁ ରେ ପ୍ରସିଦ୍ଧ ଅଭିନେତା ରାଜେନ୍ଦ୍ର କୁମାରଙ୍କ ପୁଅ ଅଟନ୍ତି । ସଞ୍ଜୟ ଦତ୍ତଙ୍କ ବଡ଼ ଭଉଣୀ ପ୍ରିୟା ଦତ୍ତ ସେ ଜଣେ ରାଜନୈତିକ ବ୍ୟକ୍ତି ଅଟନ୍ତି ଏବଂ ଭାରତର ସାଂସଦ ଅଟନ୍ତି । ପ୍ରିୟା ଦତ୍ତ ଦେଶରେ ଜଣାଶୁଣା ଲୋକଙ୍କ ଭିତରୁ ଜଣେ ଅଟନ୍ତି । ପ୍ରିୟା ଦତ୍ତ ଫିଲ୍ମ ଅଭିନେତା ତଥା ରାଜନେତା ସୁନିଲ୍ ଦତ୍ତଙ୍କ ଝିଅ ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।