TV ସିରିଏଲ ରେ ମା’ ରୋଲ ରେ ନଜର ଆସୁଥିବା ଏହି 4 ଜଣ Actress ରିଅଲ ଲାଇଫ ରେ ବହୁତ ହଟ ଆଉ ବୋଲ୍ଡ, 2 ନମ୍ବର Actress ତ ସମସ୍ତଙ୍କ ଫେବ୍ରେଟ

ଟିଭି ଜଗତରେ କଳାକାର ମାନେ ନିଜର ବେସ୍ତ ଦେଇ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଅନେକ ସିରିଏଲରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ସୁନ୍ଦର ଅନ୍ଦାଜ, ନିଜର ଷ୍ଟାଇଲ, ନିଜର ଲୁକ ପାଇଁ ଫ୍ୟାନ୍ସ ମାନଙ୍କ ହୃଦୟରେ ଘର କରି ରହିଛନ୍ତି । ସେମାନେ ତାଙ୍କର ସୁନ୍ଦର ଅଭିନୟରେ ପୁରା ଦୁନିଆକୁ ଦିୱାନା କରି ପାରିଛନ୍ତି । ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁମାନେ ମାର ଚରିତାରେ ଅଭିନୟ କରିଛନ୍ତି । କିନ୍ତୁ ବାସ୍ତବ ଜୀବନରେ ସେମାନେ ନିଜର ଲାଇଫ ଷ୍ଟାଇଲକୁ ବେସ ଭଲ ଭାବେ ଏଞ୍ଜୋଏ କରିଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ସେହି କଳାକାର ମାନଙ୍କ ବାସ୍ତବ ଜୀବନ ବିଷୟରେ କିଛି ଅନୋଖା କଥା କହିବାକୁ ଯାଉଛୁ । ଟିଭି ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀ ମାନେ ନିଜ ଚରିତ୍ରରେ ଏତେ ହଜି ଯାନ୍ତି ଯେ ବାସ୍ତବ ଜୀବନରେ ମଧ୍ୟ ସେମାନେ ନିଜକୁ ସେହିଭଳି ମନେ କରନ୍ତି । ଏହି ଅଭିନେତ୍ରୀ ମାନେ “ମା”ର ଭୂମିକାରେ ରହି ଶାଢୀ, ସୁଟ, ସାଲୱାର ରେ ନଜର ଆସିଥାନ୍ତି । କିନ୍ତୁ ଅସଲ ଜୀବନରେ ସେମାନେ “ମା”ର ଭୂମିକାରେ ବହୁତ ଅଲଗା ଷ୍ଟାଇଲରେ ନଜର ଆସିଥାନ୍ତି । ରିୟଲ ଲାଇଫରେ ସେମାନେ ବହୁତ ହଟକେ ଦେଖା ଯାଆନ୍ତି ।

୧- “ହେନା ଖାନ” : ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା “ୟେ ରିସତା କ୍ଯା କେହ ଲାତା ହେ” ସିରିଏଲରେ ହେନା ଖାନ ଅକ୍ଷରା ସିଙ୍ଘାନିଆ ଚରିତ୍ରରେ ଅଭିନୟ କରିଥିଲେ । ଏହି ସିରିଏଲରେ ସେ ଜଣେ ଭଲ ସ୍ତ୍ରୀ, ମା, ବୋହୁ ଚରିତ୍ରରେ ନଜର ଆସିଥିଲେ । କିନ୍ତୁ ତାଙ୍କର ରିୟଲ ଲାଇଫରେ ଦେଖିବାକୁ ଗଲେ ସେ ବହୁତ ବୋଲ୍ଡ ଓ ଗ୍ଲାମାରିୟସ ଦେଖା ଯାଆନ୍ତି । ସୋସିଆଲ ମିଡିଆରେ ସେ ତାଙ୍କର ଅନ୍ଦାଜ ପାଇଁ ଖୁବ ଚର୍ଚ୍ଚାରେ ରୁହନ୍ତି ।

୨- “ଦିବ୍ୟଙ୍କା ତ୍ରିପାଠୀ” : ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ସିରିଏଲ “ୟେ ହେ ମହବତେ” ସିରିଏଲରେ ଦିବ୍ୟଙ୍କା ତ୍ରିପାଠୀ ଈଶିତା ଚରିତ୍ରରେ ଟ୍ରାଡିସ୍ନାଲ ଲୁକରେ ନଜର ଆସିଥିଲେ । ଏହି ସିରିଏଲରେ ସେ ଜଣେ ଭଲ ବୋହୁ ହେବା ସହ ଭଲ ସ୍ତ୍ରୀ ଓ ଦୁଇ ପିଲାଙ୍କର ମା ହେବା ଚରିତ୍ରରେ ନଜର ଆସିଥିଲେ । କିନ୍ତୁ ତାଙ୍କ ବାସ୍ତବ ଜୀବନରେ ଦେଖିବାକୁ ଗଲେ ସେ ତାଙ୍କ ଲୁକ ଓ ଅନ୍ଦାଜ ରେ ସମସ୍ତଙ୍କ ଠାରୁ ଆଗରେ ରହିଥାନ୍ତି ।

୩-  “କାମ୍ୟା ପଞ୍ଜାବୀ” : କାମ୍ୟା ପଞ୍ଜାବୀ ସବୁ ସିରିଏଲରେ “ମା” ର ଚରିତ୍ରରେ ନଜର ଆସିଥାନ୍ତି । କିନ୍ତୁ ତାଙ୍କ ରିୟଲ ଲାଇଫରେ ଦେଖିବାକୁ ଗଲେ ଗ୍ଲାମାରିୟସ ଲୁକରେ ଫଟୋ ଉଠାଇ ଶେୟାର କରିବାକୁ ପସନ୍ଦ କରନ୍ତି ।

୪- “ସୁଇଟି ଝା” : ଜି ଟିଭିରେ ପ୍ରସାରିତ ହେଉଥିବା “କୁମକୁମ ଭାଗ୍ୟ” ସିରିଏଲରେ ସୁଇଟି ଝା ପ୍ରଜ୍ଞା ଚରିତ୍ରରେ ଅଭିନୟ କରିଥିଲେ । ଏହି ସିରିଏଲରେ ସେ ଜଣେ ଭଲ ବୋହୁ ହେବା ସହ ଭଲ ସ୍ତ୍ରୀ ଓ ଦୁଇଟି ଝିଅର ମା ଭୂମିକାରେ ମଧ୍ୟ ଅଭିନୟ  କରିଥିଲେ । ସେ ସବୁ ସିରିଏଲରେ ପ୍ରାୟ ଶାଢୀ ଓ ସୁଟରେ ନଜର ଆସିଥାନ୍ତି । କିନ୍ତୁ ତାଙ୍କ ବାସ୍ତବ ଜୀବନ ଦେଖିବାକୁ ଗଲେ ସେ ବହୁତ ଗରଜେସ ଓ ହଟ ଦେଖା ଯାଆନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।