Bollywood ର ଏହି ସବୁ ଷ୍ଟାର ଓ ତାଙ୍କ ପାର୍ଟନରଙ୍କ ଭିତରେ ଥିବା ବୟସରେ ଅନ୍ତର ଜାଣିଲେ ଆପଣଙ୍କୁ ବିଶ୍ବାସ ହେବ ନାହିଁ, 2ନଂ ତ 25 ବର୍ଷ ବଡ ସାନ

ବଲୀଉଡର ସବୁଠୁ ହିଟ ସିଙ୍ଗର ନେହା କକ୍କର ସିଙ୍ଗର ରୋହନ ପ୍ରୀତ ସିଂହଙ୍କୁ ବିବାହ କରିଛନ୍ତି । ବିବାହ କାରଣରୁ ଦୁଇ ଜଣ ବହୁତ ସମୟ ହେବ ଚର୍ଚାରେ ଅଛନ୍ତି । ଆପଣଙ୍କୁ କହିଦେଉଛୁ କି ନେହା ଓ ରୋହନଙ୍କ ବୟସ ମଧ୍ୟରେ ୭ ବର୍ଷର ଗ୍ୟାପ ଅଛି । ନେହାଙ୍କ ବୟସ ୩୨ ବର୍ଷ ଅଟେ ଯେତେବେଳେ କି ରୋହନପ୍ରୀତଙ୍କ ବୟସ ୨୫ ବର୍ଷ ଅଟେ । ଏମିତିରେ ଦୁଇ ଜଣଙ୍କର ବୟସ ମଧ୍ୟରେ ଥିବା ଗ୍ୟାପକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚା ବି ହେଉଛି ।

କିନ୍ତୁ ଦୁଇ ଜଣଙ୍କୁ ଏଥିରେ କୌଣସି ବି ପ୍ରକାରର ଫରକ ପଡୁ ନାହିଁ । କିନ୍ତୁ କେବଳ ନେହା ଓ ରୋହନ ଏକମାତ୍ର ଷ୍ଟାର ନୁହନ୍ତି ଯେଉଁମାନଙ୍କ ବୟସ ମଧ୍ୟରେ ଗ୍ୟାପ ଅଛି ସେମାନଙ୍କ ପୂର୍ବରୁ ବି ବଲୀଉଡର ଏମିତି ବହୁତ ଯୋଡି ଅଛି ଯେଉଁମାନଙ୍କର ବୟସ ମଧ୍ୟରେ ଆକାଶ ପାତଳ ଫରକ ଅଛି ।

ମିଲିଂଦ ସୋମନ ଓ ଅଙ୍କିତା କୋଂୱର

୫୫ ବର୍ଷର ମିଲିଂଦ ସୋମନ ୨୧ ଏପ୍ରିଲ ୨୦୧୭କୁ ନିଜ ଠାରୁ ୨୫ ବର୍ଷ ଛୋଟ ଗର୍ଲଫ୍ରେନ୍ଡ ଅଙ୍କିତା କୋଂୱରଙ୍କୁ ବିବାହ କରିଥିଲେ । ମିଲିଂଦ ସୋମନଙ୍କ ଏହା ଦ୍ଵିତୀୟ ବିବାହ ଥିଲା ।

କରିନା କପୁର ଖାନ ଓ ସୈଫ ଅଲୀ ଖ଼ାନ

କରିନାଙ୍କ ଠାରୁ ୧୦ ବର୍ଷ ବଡ ସୈଫ ଅଲୀ ଖ଼ାନ ତାଙ୍କୁ ୨୦୧୨ରେ ବିବାହ କରିଥିଲେ । କରିନା ଯେଉଁଠି ୪୦ ବର୍ଷର ଅଟନ୍ତି ସେଠି ସୈଫ ଅଲୀ ଖ଼ାନ ୫୦ ବର୍ଷର ହୋଇସାରିଛନ୍ତି । ଗୋଟିଏ ଇଣ୍ଟରଭିୟୁରେ ସୈଫ ଅଲୀ ଖ଼ାନ ଓ କରିନା କହିଥିଲେ କି ତାଙ୍କୁ ତାଙ୍କର ବୟସ ମଧ୍ୟରେ ଥିବା ଗ୍ୟାପ ଦ୍ଵାରା କିଛି ବି ଫରକ ପଡେ ନାହିଁ ।

ପ୍ରିୟଙ୍କା ଚୋପଡା ଓ ନିକ ଜୋନସ

ପ୍ରିୟଙ୍କା ଚୋପଡା ଆମେରିକାର ସିଙ୍ଗର ନିକ ଜୋନସଙ୍କୁ ୨୦୧୮ରେ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ୩୭ ବର୍ଷର ପ୍ରିୟଙ୍କା ଯେତେବେଳେ ୧୦ ବର୍ଷ ଛୋଟ ନିକଙ୍କୁ ଯେତେବେଳେ ନିଜର ସ୍ଵାମୀ ରୂପରେ ବାଛିଥିଲେ ତେବେ ସେହି ସମୟରେ ତାଙ୍କୁ ବହୁତ ଆଲୋଚକମାନଙ୍କର ସାମ୍ନା କରିବାକୁ ପଡିଥିଲା । ସୋସିଆଲ ମିଡିଆରେ ବି ତାଙ୍କୁ ବହୁତ ଟ୍ରୋଲ କରାଯାଇଥିଲା । କିନ୍ତୁ ଏହି ସବୁ ସତ୍ବେ ବି ପ୍ରିୟଙ୍କା ଆଜି ନିକଙ୍କ ସହିତ ଏକ ସୁଖମୟ ଜୀବନ ବ୍ୟତୀତ କରୁଛନ୍ତି ।

ଶାହିଦ କପୁର ଓ ମୀରା ରାଜପୁତ

୩୯ ବର୍ଷ ଶାହିଦ କ୍ପାଉର ନିଜର ପତ୍ନୀ ମୀରାଙ୍କ ଠାରୁ ୧୪ ବର୍ଷ ବଡ ଅଟନ୍ତି । କହିଦେଉଛୁ କି ମୀରା ୨୬ ବର୍ଷର ଅଟନ୍ତି । ଦୁଇ ଜଣ ୨୦୧୫ରେ ଆରେଞ୍ଜ ବିବାହ କରିଥିଲେ । ବର୍ତ୍ତମାନ ଦୁଇ ଜଣ ଦୁଇଟି ସନ୍ତାନଙ୍କ ପିତା ମାତା ଅଟନ୍ତି ।

ସୁଷ୍ମିତା ସେନ ଓ ରୋହମନ

୪୫ ବର୍ଷର ସୁଷ୍ମିତା ସେନ ଅଭିନୟ ଠାରୁ ନିଜର ପ୍ରେମ ଅଫେୟାରକୁ ନେଇ ଅଧିକ ଚର୍ଚାରେ ରହିଥାନ୍ତି । ସେ ୧୫ ବର୍ଷ ଛୋଟ ଓ ୨୯ ବର୍ଷର ମଡେଲ ରୋହମନଙ୍କୁ ଡେଟ କରୁଛନ୍ତି । ରୋହମନ ଓ ସୁଷ୍ମିତା ସେନ ଲିଭିଇନରେ ମଧ୍ୟ ରୁହନ୍ତି । ଦୁଇ ଜଣ ପ୍ରାୟତଃ ସୋସିଆଲ ମିଡିଆରେ ୱାର୍କଆଉଟ କରୁଥିବାର ଫଟୋ ଓ ଭିଡିଓ ଶେୟାର କରିଥାନ୍ତି ।

ସଚିନ ତେନ୍ଦୁଲକର ଓ ଅଞ୍ଜଲି ତେନ୍ଦୁଲକର

କ୍ରିକେଟର ଭଗବାନ କୁହାଯାଉଥିବା ସଚିନଙ୍କୁ ନିଜ ଠାରୁ ୬ ବର୍ଷ ବଡ ଅଞ୍ଜଲିଙ୍କ ସହ ପ୍ରେମ ହୋଇ ଯାଇଥିଲା । ଦୁଇ ଜଣ ୧୯୯୫ରେ ପରସ୍ପରକୁ ବିବାହ କରିଥିଲେ ଓ ୨୫ ବର୍ଷ ହେବ ଦୁଇ ଜଣ ଏକତ୍ରିତ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।