ସଚ୍ଚା ପ୍ରେମକୁ ଭୁଲି TV ର ଏହି 5 ହିରୋଇନ କଲେ ନିଜ ମାତା ପିତାଙ୍କ ପସନ୍ଦରେ ବିବାହ, 2 ନଂ ତ ସମସ୍ତଙ୍କ ଫେବରେଟ

ବଲିଉଡ ଭଳି ଟିଭି ଇଣ୍ଡଷ୍ଟ୍ରିରେ ମଧ୍ୟ ଅଭିନୟ କରୁଥିବା କଳାକାର ମାନର କିଛି କମ ନୁହନ୍ତି । ଏହି କଳାକାର ମାନେ ନିଜର ସାନଦାର ପର୍ଫୋମାଂସ ପାଇଁ ବେଶ ଚର୍ଚ୍ଚାରେ ରହି ଆସିଛନ୍ତି । ଆଜିକାଲି ପ୍ରେମ ବିବାହର ଜମାନା ଚାଲିଛି ।

କିଛି ଅଭିନେତା ଓ ଅଭିନେତ୍ରୀ ମାନେ ନିଜ କୋ-ଷ୍ଟାରଙ୍କ ସହ ମାରେଜ କରୁଛନ୍ତି ତ ଆଉ କିଛି ଅନ୍ୟ ବ୍ୟାଗ୍ରାଉଣ୍ଡ ରଖିଥିବା ପୁଅ ମାନଙ୍କ ସହ ମାରେଜ କରୁଛନ୍ତି । ଯେଉଁମାନେ ପ୍ରେମ କରନ୍ତି ସେମାନେ ନିଜ ଭଲ ପାଇବା ପାଇଁ କିଛି ବି କରି ପାରନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜ ମାତା-ପିତାଙ୍କ ଦ୍ଵାରା ଚୟନ କରା ଯାଇଥିବା ପୁଅଙ୍କ ସହ ମାରେଜ କରିଛନ୍ତି ।

“ଦ୍ରିଷି ଧାମି” : “ମଧୁବାଲା’ ସିରିଏଲରେ ଫ୍ୟାମ୍ସ ହୋଇଥିବା ଅଭିନେତ୍ରୀ ଦ୍ରିସି ଧାମିଙ୍କ ନାଁ ଏହି ଲିସ୍ଟରେ ପ୍ରଥମେ ସାମିଲ ଅଛି । ସେ ତାଙ୍କ ମାତା-ପିତାଙ୍କ ଦ୍ଵାରା ପସନ୍ଦ କରା ଯାଇଥିବା ନୀରଜଙ୍କ ସହ ୨୦୧୫ରେ ମାରେଜ କରିଥିଲେ । ନୀରଜ ଜଣେ ବିଜନେସ ମ୍ୟାନ ଅଟନ୍ତି । ଦୁହିଙ୍କୁ ଦେଖିଲେ ଲାଗୁନାହି ଯେ ଦୁହିଙ୍କର ଆରେଞ୍ଜ ମାରେଜ ହୋଇଛି । ଦୁହିଙ୍କ ମଧ୍ୟରେ ଭଲ ପାଇବା ରହିବା ସହ ଭଲ ବୁଝାମଣା ମଧ୍ୟ ରହିଛି ।

“ଦିବ୍ୟଙ୍କା ତ୍ରିପାଠୀ” : ଅଭିନେତ୍ରୀ ଦିବ୍ୟଙ୍କା ଅଭିନେତା ଶରତ ମନହୋତ୍ରାଙ୍କ ସହ ପ୍ରେମ କରିଥିଲେ ମଧ୍ୟ ଶରତ ଏହି ସମ୍ପର୍କକୁ ମାନ୍ୟତା ଦେଇନଥିଲେ । ଏହା ପରେ ଦିବ୍ୟଙ୍କାଙ୍କ ମାତା-ପିତା “ୟେ ହେ ମହବତେ” ସିରିଏଲର କୋ-ଆକ୍ଟର ବିବେକ ଧୟାଙ୍କ ସହ ୨୦୧୬ରେ ମାରେଜ କରିଥିଲେ । ଦୁହିଙ୍କ ମଧ୍ୟରେ ବହୁତ ଭଲ ପାଇବା ରହିବା ସହ ଭଲ ବୁଝାମଣା ମଧ୍ୟ ରହିଛି । ଆଜିକା ଡେଟରେ ଦୁହେଁ ପରସ୍ପର ସହ ଏକ ହାପି କପଲ ଭାବେ ଲାଇଫ ବିତାଉଛନ୍ତି ।

“ଶରତ ମଲହୋତରା’ : ଅଭିନେତା ଶରତ ଅଭିନେତ୍ରୀ ଦିବ୍ୟଙ୍କାଙ୍କ ସହ ପ୍ରେମ କରୁଥିଲେ ମଧ୍ୟ ଦୁହିଙ୍କର ସମ୍ପର୍କ ଆଗକୁ ବଢିପାରି ନ ଥିଲା । ଏହା ପରେ ଶରତ ନିଜ ମାତା-ପିତାଙ୍କ ପସନ୍ଦ ଝିଅ ରିପସୀଙ୍କ ସହ ମାରେଜ କରିଥିଲେ ଯିଏ ଜଣେ ଫ୍ୟାସନ ଡିଜାଇନର ଅଟନ୍ତି । ଦୁହିଙ୍କର ଯୋଡି ବେଶ ସୁନ୍ଦର ଲାଗିବା ସହ ଦୁହିଙ୍କ ମଧ୍ୟରେ ଭଲ ଅଣ୍ଡରଷ୍ଟାଣ୍ଡିଂ ମଧ୍ୟ ରହିଛି । ଦୁହେଁ ପରସ୍ପର ସହ ଅଧିକ ଟାଇମ ସ୍ପେନ୍ଡ କରିବାକୁ ପସନ୍ଦ କରନ୍ତି ।


“ନିକେତନ ଧୀର” : ଟିଭି ଇଣ୍ଡଷ୍ଟ୍ରିର ଅଭିନେତା ଓ ଫିଲ୍ମ “ଚେନ୍ନାଇ ଏକ୍ସପ୍ରେସ”ର ଥଙ୍ଗବଲି ଭୂମିକାରେ ଅଭିନୟ କରି ଫ୍ଯମସ ହୋଇଥିବା ଅଭିନେତା ନିକେତନଙ୍କ ପିତା ଅଭିନେତ୍ରୀ କ୍ରିତ୍ତିକା ଶିଂଗରଙ୍କୁ ତାଙ୍କ ପାଇଁ ପସନ୍ଦ କରିଥିଲେ । ୨୦୧୪ରେ ନିଜ ପିତାଙ୍କ ପସନ୍ଦ ଅନୁଯାୟୀ ନିକେତନ କ୍ରିତ୍ତିକାଙ୍କ ସହ ମାରେଜ କରିଥିଲେ । ଦୁହେଁ ବର୍ତ୍ତମାନ ହାପି ଲାଇଫ ସ୍ପେନ୍ଡ କରୁଛନ୍ତି ।

“ଅନସ ରସିଦ” : ଟିଭି ସୋ “ଦିୟା ଅର ବାତୀ ହମ”ରେ ଫ୍ଯମାସ ହୋଇଥିବା ଅଭିନେତା ଅନସ ରସିଦ ହିନା ଇକବଲଙ୍କୁ ନିଜ ଜୀବନ ସାଥି ରୂପେ ଚୟନ କରିଥିଲେ । ଅନସ ନିଜ ମାତା-ପିତାଙ୍କ ପସନ୍ଦ ଅନୁଯାୟୀ ହୀନାଙ୍କ ସହ ମାରେଜ କରି ଆଜିକା ଡେଟରେ ବହୁତ ହସ ଖୁସିରେ ଲାଇଫ ସ୍ପେନ୍ଡ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।