ବାଛନ୍ତୁ କେଉଁ ବି ଗୋଟେ ଛବି ଓ ଜାଣନ୍ତୁ ଆପଣଙ୍କ ଲଭରଙ୍କ ହୃଦୟରେ ଆପଣଙ୍କ ପାଇଁ ପ୍ରେମ ଅଛି ନା ରାଗ -Love Quiz Game

ଯେଉଁଠି ପ୍ରେମ ସେହିଠାରେ ଟିକେ ରାଗ ରୁଷା ତ ଥାଏ ତେବେ ଆପଣଙ୍କ ପାର୍ଟନର କଣ ଆପଣଙ୍କ ଉପରେ ରାଗନ୍ତି କି ଏଭଳି ଅନେକ ପ୍ରେମୀ ଅଛନ୍ତି ଯେଉଁ ମାନେ ରାଗିଲେ ଭି ଆପଣଙ୍କ ଆଗରେ ପ୍ରକାଶ କରନ୍ତିନି ।

ତେବେ କଣ ଆପଣ ଜାଣିବାକୁ ଚାହାଁନ୍ତି କି ସେ ଆପଣଙ୍କ ଉପରେ ରାଗନ୍ତି କି ନାଇ ତାହେଲେ ଆସନ୍ତୁ ଜାଣିବା ଏକ ଖେଳ ମାଧ୍ୟମରେ ଆମେ ଆପଣଙ୍କୁ କିଛି ଫ୍ରେମ ଦେଖାଇବୁ ଆପଣ ଏହାକୁ ଦେଖିକି ଏକ ଫ୍ରେଅମ ବାଛନ୍ତୁ ଓ ଆମେ ଆପଣଙ୍କୁ କହିବୁ ତାଙ୍କ ମନ କଥା । ଯଦି ଆପଣ ପ୍ରଥମ ଫ୍ରେମ (1) ବାଛି ଛନ୍ତି ତେବେ ସେ ଆପଣଙ୍କୁ ଖୁବ ଭଲ ପାନ୍ତି ସେ ଆପଣଙ୍କ ବିନା ନିଜକୁ ଅଧୁରା ଭାବନ୍ତି । ତାଙ୍କ ମନରେ ଆପଣଙ୍କ ପାଇଁ ଭଲ ପାଇବା ଅଛି । ଆପଣ ତାଙ୍କ ପାଖରୁ ନିଜକୁ ଦୂରେଇ ରହିଲେ ସେ ଆପଣଙ୍କୁ ବହୁତ ମିସ କରୁଛନ୍ତି ।

ଯଦି ଆପଣ ବାଛିଛନ୍ତି ଦ୍ଵିତୀୟ (2) ଫ୍ରେମ ତାହେଲେ ସେ ଆପଣଙ୍କୁ ଖୁବ ଭଲ ପାନ୍ତି । ହଁ ମାଝି ମଝିରେ ସେ ଆପଣଙ୍କ ଉପରେ ରାଗି ଯାନ୍ତି ମାତ୍ର ଏହାର କାରଣ ଆପଣ ନିଜ ପାଇଁ ଚିନ୍ତା ନ କଲେ ସେ ରାଗି ଯାନ୍ତି । ମାତ୍ର ସେ ଆପଣଙ୍କ ପାଇଁ କିଛି ବି କରି ପାରନ୍ତି । ଅନେକ ସମୟରେ ଆପଣଙ୍କ ମିଠା କଥାରେ ତାଙ୍କ ମୁଡ ପୁରା ରୋମାଣ୍ଟିକ ହୋଇ ଯାଏ ।

ଯଦି ଆପଣ ବାଛିଛନ୍ତି ତୃତୀୟ (3) ଫ୍ରେମ ତାହେଲେ ଆପଣ ଉଭୟ ଉଭୟଙ୍କ ପାଇଁ ହିଁ ଦୁନିଆକୁ ଆସିଛନ୍ତି କାରଣ ଉଭୟ ନିଜ ଠାରୁ ଅଧିକ ଧ୍ୟାନ ରଖନ୍ତି ଅପରର । ଆପଣଙ୍କ ପାଇଁ ତାଙ୍କ ମନରେ ଖୁବ ସନମାନ ଓ ଖୁବ ଭଲ ପାଇବା ଅଛି । ଯଦି ଆପଣ ଦୁହେଁ କେବେବି ଦୁହିଁଙ୍କୁ ଏକେଲା ଛାଡିବେନି । ଆପଣଙ୍କ ମଧ୍ୟରେ ବନ୍ଧୁତ୍ଵ ମଧ୍ୟ ଅଛି ଯାହା ପାଇଁ ଆପଣ କେବେବି ଏକା ଅନୁଭବ କରନ୍ତିନୀ ।

ଯଦି ଆପଣ ବାଛିଛନ୍ତି ଚତୁର୍ଥ (4) ଫ୍ରେମ ତାହେଲେ ଆପଣ ତାଙ୍କୁ ଖୁବ ସୁନ୍ଦର ଲାଗନ୍ତି । ଆପଣଙ୍କ ପାଇଁ ତାଙ୍କ ମନରେ ଅନେକ ଜାଗା ଅଛି ମାତ୍ର ସେ ଅଲଗା ବେଳେ ଆପଣଙ୍କ ପାଇଁ ଖୁବ କିଛି ଚିନ୍ତା କରନ୍ତି । ତାଙ୍କ ମନରେ ଆପଣଙ୍କ ପାଇଁ ଏକ ଅଲଗା ଆକର୍ଷଣ ଅଛି । ଆପଣ ତାଙ୍କୁ କିଛିବି କରିବା ପାଇଁ କହିବେ ସେ ଆପଣଙ୍କ ପାଇଁ ତାହା କରିବେ ।

ଯଦି ଆପଣ ବାଛିଛନ୍ତି ପଞ୍ଚମ (5) ଫ୍ରେମ ତାହେଲେ ଆପଣଙ୍କ ପାର୍ଟନର ଆପଣଙ୍କୁ ଖୁବ ଭଲ ପାନ୍ତି ବେଳେବେଳେ ସେ ଆପଣଙ୍କ ଉପରେ ରାଗିଯାନ୍ତି । ମାତ୍ର ଆପଣ ତାଙ୍କୁ ଖୁବ ସହଜରେ ମନେଇ ନିଅନ୍ତି । ସେ ଆପଣଙ୍କ ହୃଦୟକୁ ଖୁବ ଭଲ ପାନ୍ତି । ସେ ଆପଙ୍କ ସହ ସାରା ଜୀବନ ରହିବେ । ସେ ଆପଣଙ୍କ ପାଇଁ ପୁରା ସମର୍ପିତ ପ୍ରେମ ରଖିଛନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।