ସଲମାନ ଖାନ ଓ ଐଶ୍ୱର୍ୟା ରାୟଙ୍କ ସେହି ୬ଟି ଦୁର୍ଲଭ ଫଟୋ ଯେତେବେଳେ ଦୁଇ ଜଣ ପରସ୍ପର ସହିତ ଖୁସିରେ ଥିଲେ

ବଲୀଉଡର ଷ୍ଟାରମାନେ ପ୍ରାୟତଃ ନିଜର ଅଫେୟାର କାରଣରୁ ଚର୍ଚ୍ଚାରେ ରହିଥାନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରାୟତଃ ଯୋଡି ଏହି କାରଣରୁ ଚର୍ଚାରେ ଆସିଛନ୍ତି କିନ୍ତୁ ସଲମାନ ଖାନ ଓ ଐଶ୍ୱର୍ୟା ରାୟଙ୍କର ଲଭ ଷ୍ଟୋରି ଆଜି ପର୍ଯ୍ୟନ୍ତ ଅନ୍ୟ ସମସ୍ତଙ୍କ ଠାରୁ ବହୁତ ଫେମସ ଅଟେ । ଏହି କଥା ୯୦ ଦଶକର ଅଟେ ଯେତେବେଳେ ସଲମାନ ଓ ଐଶ୍ୱର୍ୟା ରାୟ ନିଜର ଲଭ ଅଫେୟାର କାରଣରୁ ବୀଟାଉନ ର ଚର୍ଚ୍ଚାର ବିଷୟ ହୋଇ ଯାଇଥିଲେ । ଆପଣମାନେ ସଲମାନ ଓ ଐଶ୍ୱର୍ୟାଙ୍କର ବ୍ରେକଅପ ବିଷୟରେ କେତେ ଥର ପଢିଥିବେ ଓ ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏହି ପ୍ରେମୀ ଯୋଡିଙ୍କର ସେହି ରୋମାଣ୍ଟିକ ଦିନର କିଛି ଦୁର୍ଲଭ ଫଟୋ ନେଇ ଆସିଛୁ ।

Image courtesy: Google

ଯେଉଁ ଫଟୋ ଆପଣ ଦେଖୁଛନ୍ତି ଯେଉଁଥିରେ ସଲମାନ ଧଳା ରଙ୍ଗର ଟିଶର୍ଟ ରେ ବହୁତ ହ୍ୟାଣ୍ଡସମ ଦେଖା ଯାଉଛନ୍ତି । ଅନ୍ୟ ପଟେ ତାଙ୍କ ପାଖରେ ଥିବା ଐଶ୍ୱର୍ୟା ବି କିଛି କମ ସୁନ୍ଦର ଲାଗୁ ନାହାନ୍ତି । ଏମାନେ ଏତେ ସିମ୍ପଲ ହେବା ସତ୍ତ୍ୱେ ବି ବହୁତ ସୁନ୍ଦର ଦେଖା ଯାଉଛନ୍ତି ।

Image courtesy: Google

ଏହି ଫଟୋରେ ଐଶ୍ୱର୍ୟା ଓ ସଲମାନ ପରସ୍ପର ସହିତ ବହୁତ ଖୁସି ନଜର ଆସୁଛନ୍ତି । ଏହି ଫଟୋ ଦେଖି ଆପଣ ଅନ୍ଦାଜ ଲଗାଇ ପାରିବେ କି ନିଜର ନର୍ମାଲ ଦିନରେ ଏମାନେ ପରସ୍ପର ସହିତ କେମିତି ରହୁଥିବେ ।

Image courtesy: Google

ଏହି ଫଟୋ ସଲମାନ ଓ ଐଶ୍ୱର୍ୟାଙ୍କର ଫିଲ୍ମ ‘ହମ ଦିଲ ଦେ ଚୁକେ ସନମ’ ର ଶୁଟିଙ୍ଗ ସମୟର ଅଟେ । ଏହି ଫିଲ୍ମ ବକ୍ସ ଅଫିରେ ବହୁତ ହିଟ ହୋଇଥିଲା । ଏହି ଫିଲ୍ମରେ ଲୋକମାନେ ଐଶ ଓ ସଲମାନଙ୍କ ମଧ୍ୟରେ ଥିବା କେମେସ୍ଟ୍ରୀକୁ ବହୁତ ପସନ୍ଦ କରିଥିଲେ । କୁହଯାଏ କି ଏହି ଫିଲ୍ମ ସମୟରେ ହିଁ ଦୁଇ ଜଣଙ୍କୁ ପରସ୍ପର ସହିତ ପ୍ରେମ ହୋଇଥିଲା ।

Image courtesy: Google

ଏହା କୌଣସି ଆୱାର୍ଡ ଶୋ ସମୟର ଅଟେ । ସେହି ଦିନରେ ସଲମାନ ଓ ଐଶ୍ୱର୍ୟା ସବୁବେଳେ କୌଣସି ନା କୌଣସି ଇଭେଣ୍ଟରେ ନଜର ଆସୁଥିଲେ । ଏହି ଫଟୋରେ ଦୁଇ ଜଣ ବିଲକୁଲ ପରଫେକ୍ଟ କପଲ ଲାଗୁଛନ୍ତି ।

Image courtesy: Google

ଏହି ଫଟୋରେ ସଲମାନଙ୍କର ଆଙ୍ଗ୍ରି ୟଙ୍ଗମ୍ୟାନ ବାଲା ଅବତାର ନଜର ଆସୁଛି । ଫଟୋରୁ ଜଣା ପଡୁଛି କି ସେ ସଲମାନ ହିଁ ହୋଇଥିବେ ଯିଏ ଏହି ରିଲେଶନରେ ଐଶ୍ୱର୍ୟାଙ୍କୁ ଡୋମିନେଟ କରିଛନ୍ତି । କିନ୍ତୁ ଏହି ଫଟୋରେ ଦୁଇ ଜଣ ମସ୍ତି ମଜାକ କରୁଛନ୍ତି ।

Image courtesy: Google

ଏହି ଫଟୋ କୌଣସି ଫିଲ୍ମର ପ୍ରମୋଶନ ସମୟର ଅଟେ । ଐଶ୍ୱର୍ୟା ଏଥିରେ ସିମ୍ପଲ ଶାଢୀରେ ରେ ଗଜବ ଲାଗୁଛନ୍ତି । ସଲମାନ ବି ନିଜର ଟିପିକଲ ଲୁକରେ ବହୁତ ଭଲ ଲାଗୁଛନ୍ତି । ଏହି ସବୁ ଫଟୋରେ ଆପଣ ଦେଖି ପାରୁଥିବେ କି ଏହି ଦୁଇ ଜଣ ପରସ୍ପରର ପ୍ରେମରେ ବହୁତ ଖୁସି ଥିଲେ । କିନ୍ତୁ ପରେ ସଲମାନଙ୍କର ରାଗ ଏହି ରିଲେଶନଶିପକୁ ଭାଙ୍ଗି ଦେଲା । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।