ସାରା ଅଲୀ ଖାନ କରାଇଲେ ଗ୍ଲାମରସ ଫୋଟୋସୁଟ, କାତିଲାନା ଅନ୍ଦାଜ ରେ ଲୁଟିଲେ ଫ୍ୟାନରୁ ନେଇ ଷ୍ଟାରମାନଙ୍କ ହୃଦୟ, ଦେଖନ୍ତୁ

ଲଗାତାର ଦୁଇଟି ହିଟ ଫିଲ୍ମ ଦେବା ପରେ ସାରା ଅଲୀ ଖାନ ବର୍ତ୍ତମାନ ବଲୀଉଡର ଆଗାମୀ ସେଂସେଶନ ହୋଇ ଯାଇଛନ୍ତି । କିଛି ଦିନ ପୂର୍ବେ ରିଲିଜ ହୋଇଥିବା ତାଙ୍କର ଫିଲ୍ମ ‘କେଦାରନାଥ’ ବକ୍ସ ଅଫିସରେ ସୁପରହିଟ ହୋଇଥିଲା । ଏହା ପରେ ତାଙ୍କର ଦ୍ଵିତୀୟ ଫିଲ୍ମ ‘ସିମ୍ବା’ ବି ୩୦୦ କୋଟି ଟଙ୍କା ଆୟ କରିସାରିଛି । ଏହି ଫିଲ୍ମରେ ସାରା ଅଲୀ ଖାନ ଙ୍କ ଅପୋଜିଟରେ ରଣବୀର ସିଂହ ନଜର ଆସିଥିଲେ । ବର୍ତ୍ତମାନ ଦିନରେ ସାରା ନିଜର ଆସନ୍ତା ଫିଲ୍ମ ‘କୁଲି ନମ୍ବର ୧’ର ରିମେକରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସେ ବରୁଣ ଧବନଙ୍କ ସହ ନଜର ଆସିବେ ।

ସାରା କରାଇଲେ ଗ୍ଲୈମରସ ଫୋଟୋଶୁଟ

ସାରା ଅଲୀ ଖାନ ଦେଖିବାକୁ ଯେତେ ସୁନ୍ଦର ଅଟନ୍ତି ହୃଦୟରୁ ବି ସେତିକି ହିଁ ଭଲ ଅଟନ୍ତି । ସାରା ନିଜର ସୁନ୍ଦରତା ଛଡା ନିଜର ଫ୍ୟାସନ ପାଇଁ ବି ଜଣା ଯାଆନ୍ତି । ପ୍ରାୟତଃ ସବୁ ଦିନ ସାରା ନିଜର ସୁନ୍ଦର ଫଟୋ ଶେୟାର କରିଥାନ୍ତି । ଏମିତିରେ ବର୍ତ୍ତମାନ ହିଁ ସାରା ନିଜର ଏକ ଗ୍ଲୈମରସ ଫୋଟୋଶୁଟ କରାଇଛନ୍ତି, ଯାହାର ଫଟୋ ସୋସିଆଲ ମିଡିଆରେ ବହୁତ ଜଲ୍ଦି ଭାଇରାଲ ବି ହେଉଛି । ସାରା ଅଲୀ ଖାନ ନିଜର ଇଂଷ୍ଟାଗ୍ରାମ ଏକାଉଂଟରେ ନିଜର ଏହି ସବୁ ଫଟୋ ଶେୟାର କରିଛନ୍ତି ।

ଫ୍ୟାନମାନଙ୍କ ସହିତ ଷ୍ଟାରମାନେ କରୁଛନ୍ତି ପ୍ରଶଂସା

ସାରା ଅଲୀ ଖାନଙ୍କର ଏହି ଗ୍ଲୈମରସ ଫଟୋ ଗୁଡିକ ଦେଖିବା ପରେ କେବଳ ଫ୍ୟାନମାନେ ପ୍ରଶଂସା କରୁଛନ୍ତି ତା ନୁହେଁ ବଲୀଉଡ ଷ୍ଟାରମାନେ ବି ତାଙ୍କର ଫଟୋ ଗୁଡିକୁ ପସନ୍ଦ କରୁଛନ୍ତି । ଏହି ଫଟୋ ଗୁଡିକରେ ସାରା ବିନ୍ଦାସ ଲୁକରେ ଦେଖା ଯାଉଛନ୍ତି । ଫଟୋଶୁଟ ସମୟରେ ସାରା ବ୍ଲାକ କଳର ର କଟ ଆଉଟ ଟପ ସହିତ ମିନି ସ୍କର୍ଟ ପିନ୍ଧିଛନ୍ତି । ଯେଉଁଥିରେ ସେ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ଲୁକକୁ କମ୍ପ୍ଲିଟ କରିବା ପାଇଁ ସେ ରେଡ ଲିପସ୍ଟିକ ବି ଲଗାଇଛନ୍ତି ।

ପିଲାବେଳୁ ହିଁ ଦେଖିଥିଲେ ଅଭିନେତ୍ରୀ ହେବାର ସ୍ଵପ୍ନ

ଫଟୋ ଗୁଡିକୁ ଶେୟାର କରିବା ପରେ ସାରା କ୍ୟାପ୍ସନ ଦେଲେ, “ପ୍ରଶ୍ନ ଏହା ନୁହେଁ କି ମୋତେ କିଏ କରିବାକୁ ଦେଉଛି, ପ୍ରଶ୍ନ ଏହା ଅଟେ କି ମୋତେ କିଏ ଅଟକାଇ ପାରିବ !”? ବର୍ତ୍ତମାନ ହିଁ ଦେଇଥିବା ଇଣ୍ଟରଭ୍ୟୁରେ ସେ କହିଲେ କି ତାଙ୍କୁ ପିଲାଦିନୁ ହିଁ ଇଚ୍ଛା ଥିଲା କି ସେ ଏକ ଭଲ ଅଭିନେତ୍ରୀ ହେବେ ଓ ଆଜି ସେ ଏହି କଥାକୁ ଭାବି ବହୁତ ଖୁସି ଅଛନ୍ତି କି ସେ ନିଜର ସ୍ଵପ୍ନକୁ ପୁରା କରିଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Source – NewsTrend