ଟାଇଗର ଶ୍ରଫଙ୍କ ମା କିଏ ଜାଣିଲେ ଆପଣଙ୍କ ହୋସ ଉଡିଯିବ

ବଲୀଉଡରେ ବର୍ତ୍ତମାନ ସମୟରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କେବଳ ନିଜର ଦମରେ ଫିଲ୍ମକୁ ହିଟ କରିଛନ୍ତି । ସେମାନେ କେବଳ ସୁନ୍ଦରତାରେ ନୁହେଁ ଏହା ସହିତ ଭଲ ଅଭିନୟ ପାଇଁ ବି ଜଣା ଯାଆନ୍ତି । କେବଳ ଏତିକି ନୁହେଁ ଏମାନେ ଇଣ୍ଡଷ୍ଟ୍ରିରେ ନିଜର ଏକ ଭିନ୍ନ ପରିଚୟ ମଧ୍ୟ ସୃଷ୍ଟି କରିଛନ୍ତି । କହିବାକୁ ଗଲେ ବଲୀଉଡରେ ସୁନ୍ଦର ଅଭିନେତ୍ରୀଙ୍କ ଲାଇନ ଲାଗିଛି ।

କିନ୍ତୁ ଏମାନଙ୍କ ମଧ୍ୟରୁ ବହୁତ କମ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ଫିଟନେସ ଉପରେ ଅଧିକ ଧ୍ୟାନ ଦିଅନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି ହିଁ ଜଣେ ଅଭିନେତାଙ୍କ ବିଷୟରେ କହିବୁ ଯିଏକି କେବଳ ନିଜର ଫିଟନେସ ପାଇଁ ଜଣା ଯାଆନ୍ତି ନାହିଁ ଏହା ଛଡା ସେ ନିଜର ଡାନ୍ସ ଯୋଗୁ ବି ପୁରା ଭାରତରେ ପ୍ରସିଦ୍ଧ ଅଟନ୍ତି ।

ଆମେ ଯେଉଁ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କର ନାମ ହେଉଛି ଟାଇଗର ଶ୍ରଫ । କହିବାକୁ ଗଲେ ଟାଇଗର ଶ୍ରଫ ୨୦୧୪ରେ ବଲୀଉଡରେ ଡେବ୍ୟୁ କରିଥିଲେ । କିନ୍ତୁ ବହୁତ କମ ସମୟ ମଧ୍ୟରେ ସେ ବହୁତ ସଫଳତା ହାସଲ କରିସାରିଛନ୍ତି । ଟାଇଗର ଶ୍ରଫ ବିଲକୁଲ ନିଜ ପିତା ଜ୍ୟାକି ଶ୍ରଫଙ୍କ ଭଳି ଦେଖା ଯାଆନ୍ତି । ବର୍ତ୍ତମାନ ସମୟରେ ଟାଇଗର ଶ୍ରଫ ବଲୀଉଡର ସବୁଠୁ ଫିଟ ଅଭିନେତାମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ।

ଏଥିପାଇଁ ସେ ବହୁତ ପରିଶ୍ରମ ବି କରନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଟାଇଗର ଶ୍ରଫଙ୍କ ମାଙ୍କ ବିଷୟରେ କହିବୁ । ଯିଏକି ଫିଟନେସ ମାମଲାରେ ନିଜ ପୁଅ ଟାଇଗରଙ୍କୁ ବି ଟକ୍କର ଦିଅନ୍ତି । ଆପଣଙ୍କୁ କହିଦେଉଛୁ କି ଟାଇଗର ଶ୍ରଫଙ୍କ ମାଙ୍କ ନାମ ଆୟେଶା ଅଟେ । ଯିଏକି ବହୁତ ଫିଟ ଓ ସୁନ୍ଦର ଅଟନ୍ତି । ଆପଣ ତାଙ୍କୁ ଦେଖି ତାଙ୍କର ବୟସର ଅନ୍ଦାଜ ଲଗାଇ ପାରିବେ ନାହିଁ । ଆପଣଙ୍କୁ କହିଦେଉଛୁ କି ଟାଇଗରଙ୍କ ମା ଆୟେଶା ୬୦ ବର୍ଷର ହୋଇ ଯାଇଛନ୍ତି ।

କିନ୍ତୁ ବର୍ତ୍ତମାନ ସମୟରେ ବି ସେ ଏତେ ଫିଟ ଅଛନ୍ତି କି ସେ ନୂଆ ନୂଆ ଅଭିନେତ୍ରୀଙ୍କୁ ବି ଟକ୍କର ଦେଇ ପାରିବେ । ଆୟେଶା ୧୯୮୭ରେ ଜ୍ୟାକିଶ୍ରଫଙ୍କୁ ବିବାହ କରିଥିଲେ । ଯାହା ପରେ ଏମାନେ ଦୁଇଜଣ ବହୁତ ଖୁସିରେ ରହୁଥିଲେ । କିନ୍ତୁ କିଛି ସମୟ ପରେ ଏମାନଙ୍କ ସମ୍ପର୍କ ମଧ୍ୟରେ ଦୂରତା ଆସିଗଲା ଓ ୨୦୦୯ରେ ଏହି ଦୂରତା ତଲାକ ପର୍ଯ୍ୟନ୍ତ ବି ପହଞ୍ଚି ଯାଇ ଥିଲା । କିନ୍ତୁ ମିଡିଆରେ ଏମାନେ ଏହି କଥାକୁ ମିଛ ବୋଲି କହିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।