ଦୀପେଶ, ମୀରାଣ୍ଡା ଓ ପିଠାନି ମାନିଲେ ସତ, କହିଲେ ୮ ତାରିଖ ରୁ ସବୁ ପ୍ଲାନ୍ ହୋଇ ସାରିଥିଲା, ଆଉ ତା ପରେ…

ସୁଶାନ୍ତ ଙ୍କ କେଶ୍ ରେ ପ୍ରତିଦିନ ନୂଆ ମୋଡ଼ ଦେଖିବାକୁ ମିଳିଛି । ସୁଶାନ୍ତ ଙ୍କ ମୃତ୍ୟୁ କୁ ଦେଢ଼ ମାସ ହୋଇସାରିଲାଣି କିନ୍ତୁ ଏବେ ପର୍ଯ୍ୟନ୍ତ ସୁଶାନ୍ତ ଙ୍କୁ ନ୍ୟାୟ ମିଳିନାହିଁ । CBI ନିଜର ଯାଞ୍ଚ୍ ଏବେ ଆକ୍ସନ ମୋଡ଼ ନେଇସାରିଛି । ଏବେ ଆସିଛି ସବୁଠାରୁ ବଡ଼ ସତ କି ୮ ତାରିଖ ରେ ରିୟା ସୁଶାନ୍ତ ଙ୍କ ଘରୁ ଯିବା ପରେ ଆଇଟି ଟେକ୍ନିସିଆନ୍ ଆସିଥିଲେ ସୁଶାନ୍ତ ଙ୍କ କମ୍ପ୍ୟୁଟର ରୁ କିଛି ନେବା ପାଇଁ ତେବେ ଏମିତି କଣ ରହସ୍ୟ ଲୁଚି ରହୁଥିଲା ଯାହା ରିୟା ଯିବା ମାତ୍ରେ ତାହାକୁ ମଧ୍ୟ ନିଆଗଲା ।

ସାମ୍ନାକୁ ଆସିଛି କି ରିୟା ଡ୍ରଗ୍ ମାଫିଆ ସହିତ ମଧ୍ୟ ଜଡି ରହିଛନ୍ତି । ରିୟା ଙ୍କ ୮ ତାରିଖ ସୁଶାନ୍ତ ଙ୍କୁ ଛାଡ଼ିକି ଯିବା ମଧ୍ୟ ପ୍ଳାନିଂ ଥିଲା ଯାହା ଦ୍ଵାରା ରିୟା ଙ୍କ ଯିବା ମାତ୍ର ହିଁ IT ଲୋକ ଆସିଥିଲେ ଡାଟା ନେବାପାଇଁ । ଏହି ବିଷୟକୁ ନେଇ ଅର୍ଣ୍ଣବ ଗୋସ୍ୱାମୀ ମଧ୍ୟ ଟୁଇଟ କରିଛନ୍ତି କି ଏହା କେବଳ ପଇସା କେଶ ନୁହଁ ଆଊ ବହୁତ କିଛି ଅଛି ଯାହା ଏବେ ପର୍ଯ୍ୟନ୍ତ ଲୁଚି ରହିଛି ।

ରିୟା ଙ୍କ ପଛରେ ରହିଛି ବହୁତ ବଡ଼ ଲୋକର ହାତ । CBI କହିସାରିଛି କି ସୁଶାନ୍ତ ଆତ୍ମହତ୍ୟା କରିନଥିଲେ ବରଂ ସୁଶାନ୍ତ ଙ୍କୁ ମର୍ଡର କରାଯାଇଛି । ରିୟା, ପିଠାନି, ଦୀପେଷ, ସନ୍ଦୀପ କେବଳ ଛୋଟ ଛୋଟ ମୋହର ପ୍ରକୃତ ଖିଲାଡ଼ି ତ ଏବେ ପର୍ଯ୍ୟନ୍ତ ଲୁଚି ରହିଛି ଏବଂ ଖୁବ ଶୀଘ୍ର ସାମ୍ନାକୁ ଆସିବାକୁ ଯାଉଛି । CBI କିଛି ବଡ଼ ନେତା, ବଲିଉଡ ର ବଡ଼ ବଡ଼ ଲୋକ ଙ୍କୁ ନିଜର ଟାର୍ଗେଟ୍ ରେ ରଖିଚି ।

୮ ତାରିଖ ରୁ ହିଁ ସବୁ କିଛି ଠିକ୍ ହୋଇସାରିଥିଲା । କି ସୁଶାନ୍ତ ଙ୍କୁ କେମିତି ରାସ୍ତାରୁ ହଟା ଯିବ । ଶୁଣିବାକୁ ମିଳିଛି ସୁଶାନ୍ତ ଗୋଟେ ଆପ ଲଂଚ କରିବାକୁ ଯାଉଥିଲେ କିନ୍ତୁ ସେ ଆପ ର କୌଣସି ତଥ୍ୟ CBI କୁ ମିଳିନାହିଁ । ତେବେ ସେ ଆପ ଗଲା କୁଆଡେ । ଚାକର ନିରଜ ମଧ୍ୟ CBI ସାମ୍ନାରେ ଡରି କହିଦାଇଛନ୍ତି ସବୁ ସତ କହିଛନ୍ତି ଦୀପେଷ ଏବଂ ପିଠାନି ହିଁ ହତ୍ୟା କରିଛନ୍ତି ସୁଶାନ୍ତ ଙ୍କୁ ।

ସୁଶାନ୍ତ ଙ୍କୁ ହତ୍ୟା କରିଥିବା ହତ୍ୟାକାରୀ ଖୁବ୍ ଶୀଘ୍ର ସାମ୍ନାକୁ ଆସିବାକୁ ଯାଉଛି ବୋଲି କହିଛିି CBI । ମୁମ୍ବାଇ ପୋଲିସ ଯେତେ ବାଧା ବିଘ୍ନ ଦେଇଥିଲେ ମଧ୍ୟ CBI ନିଜର ତଦନ୍ତ ଖୁବ ଜୋରସୋରେ କରିଚାଲିଛି । ଏବଂ ଆମର ଆଶା ସୁଶାନ୍ତ ଙ୍କୁ ନିଶ୍ଚିନ୍ତ ନ୍ୟାୟ ମିଳିବ । ସୁଶାନ୍ତ ଙ୍କ ପରିବାର ଲୋକଙ୍କ ସହିତ ପୁରା ଭାରତ ବାସି ଠିଆ ହୋଇଛି ।

ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।