CBI ହାତରେ ଲାଗିଲା ସେହି ବାଲକୋନୀ ବାଲା CCTV ଫୁଟେଜ, ଖୋଲିଲା ନୂଆ ରାଜ

ସୁଶାନ୍ତ ଙ୍କୁ ନେଇ ମିଳିଲା ସବୁଠାରୁ ବଡ଼ ପ୍ରମାଣ । ଆପଣମାନେ ଜାଣିଥିବେ କି ସୁଶାନ୍ତ ଙ୍କ ଘରେ ଯେତେ cctv କ୍ୟାମେରା ଥିଲା ତାକୁ ସବୁ ଖରାପ କରଦିଆଯାଇଥିଲା । କିନ୍ତୁ କୁହାଯାଏ ନା ଚୋର ଘର ବେଶି ଦିନ ଅନ୍ଧାର ରୁହେ ନାହିଁ, କେବେ ନ କେବେ ଚୋର ଧରା ପଡ଼ିଥାଏ ସେହିପରି ଏବେ ର ସବୁଠାରୁ ବଡ଼ ଖବର ଆସୁଛି କୁ ସୁଶାନ୍ତ ଙ୍କ ଘରେ ଥିବା ୮ ଟି cctv କ୍ୟାମେରା ଭିତରୁ ୧ କ୍ୟାମେରା କାମ କରୁଥିଲା ।

ଏହି କ୍ୟାମେରା ଘରର ବାଲକୋନୀ ରେ ଥିଲା କିନ୍ତୁ ଏହି କ୍ୟାମେରା ବହୁତ ଦୁର ଯାଏଁ କ୍ୟାପ୍ଚର୍ କରିପାରେ ବୋଲି ଜଣା ପଡିଛି । ବର୍ତ୍ତମାନ CBI ଏହି କ୍ୟାମେରାରେ ୧୩ ଏବଂ ୧୪ ଜୁନ ର ଫୁଟେଜ ଦେଖିବା ପାଇଁ ଲାଗିପଡିଛି । ସୂତ୍ର ରୁ ଜଣା ପଡ଼ିଛି କ୍ୟାମେରା ରେ ମିଳୁଥିବା ପ୍ରମାଣ ବହୁତ୍ ଆଶ୍ଚର୍ୟ୍ଯ କରିବା ଭଳି ମିଳିଛି ।

CBI ଟିମ ଆଗେ ତଦନ୍ତ କରିଥିଲେ କି ଏହି କ୍ୟାମେରା ସହିତ କୌଣସି ଭୁଲ ଜିନିଷ କରାଯାଇନାହିଁ ତ ଏବଂ ଜାଣିପାରିଲା କି cctv କ୍ୟାମେରା ବିଲକୁଲ ଠିକ୍ ଅଛି । ସୁଶାନ୍ତ ଙ୍କ cctv କ୍ୟାମେରା ଦ୍ଵାରା ଜଣ ପଡିଛି କି ସେଦିନ ସୁଶାନ୍ତ ଙ୍କ ଘର ଅନ୍ଧାର ହୋଇଥିଲା କିନ୍ତୁ କିଛି ଜଣା ବାହାରେ ବୁଲୁଥିଲେ ଏବଂ ୨ ଜଣ ବାଲକୋନୀ ରେ ଥିଲେ । ଏପଟେ ସନ୍ଦୀପ ସିଂ ଙ୍କ ମାଆ କହିସାରିଚନ୍ତି କି ୧୩ ଜୁନ ରାତିରେ ସନ୍ଦୀପ ଘରକୁ ଫେରିନଥିଲେ ।

ଏହି cctv ଦ୍ୱାରା ଜଣା ପଡ଼ିଯିବ କି କଣ ସନ୍ଦୀପ ସେଦିନ ସୁଶାନ୍ତ ଙ୍କ ଘରେ ଥିଲେ ଏବଂ ଏହି ମାମଲାରେ ସାମିଲ ହୋଇଥିଲେ । କୁହାଯାଉଛି କି CBI ନିଜ ଯାଞ୍ଚ୍ ର ଶେଷ ପର୍ଯ୍ୟାୟ ରେ ପହଞ୍ଚିସରିଛି । ସନ୍ଦୀପ ସିଂ ସେହି ବ୍ୟକ୍ତି ଅଟନ୍ତି ଯିଏ ନିଜକୁ ସୁଶାନ୍ତ ଙ୍କ ଭଲ ସାଙ୍ଗ ଥିଲେ ଏବଂ ଗତ ମାସରେ ହିଁ କଥା ହୋଇଥିଲେ ବୋଲି କହିଥିଲେ କିନ୍ତୁ CBI ଯାଞ୍ଚ୍ ରୁ ଜଣାପଡିଥିଲା କି ସନ୍ଦୀପ ସିଂ ଗତ ୧ ବର୍ଷ ରୁ ସୁଶାନ୍ତ ଙ୍କ ସହିତ କୌଣସି ସମ୍ପର୍କରେ ନଥିଲେ । ଏଠି ପ୍ରମାଣିତ ହୋଇସାରିଛି କି ସନ୍ଦୀପ ମିଛ କହିଛନ୍ତି ।

ଆଊ ଗୋଟେ କଥା ସାମ୍ନାକୁ ଆସିଛି କି ସନ୍ଦୀପ ହତାତ କାହିଁକି ଆସି କେମିତି ସୁଶାନ୍ତ ଙ୍କ ମୃତ୍ୟୁ ପରେ ସବୁ ବୁଝିଥିଲେ । ସେ ନିଶ୍ଚିନ୍ତ ଭାବରେ କାହାକୁ ରକ୍ଷାକରିବା ପାଇଁ ଏମିତି କରିଛନ୍ତି । ଭାରତବାସୀ ଙ୍କ ନଜରରେ ସନ୍ଦୀପ ସିଂ ମଧ୍ୟ ଅଛନ୍ତି କେବଳ CBI ଡିକ୍ଲାର କରିବା ବାକି ରହିଛି । ସିଦ୍ଧାର୍ଥ ପିଠାନି ଙ୍କୁ ମଧ୍ୟ ସନ୍ଦେହ ଘେରା ରେ ରଖା ଯାଇଛି । ସୁଶାନ୍ତ ଙ୍କ ମାମଲାରେ ୪ ଟି ମହତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି ଯାହା ହେଉଛି ୧:- ସୁଶାନ୍ତ ଙ୍କୁ ପ୍ରଥମେ ବେହୋସ କରାଯାଇଥିଲେ ତାପରେ ତାଙ୍କୁ ପଙ୍ଖା ରେ ଲଟକାଇ ଦିଆ ଯାଇଥିଲା ।

୨:-ସିଦ୍ଧାର୍ଥ ପିଠାନୀ ଏବଂ ନୀରଜ ଙ୍କ ବୟାନ ରେ ବହୁତ ଫରକ ଥିବାର CBI ଅଫିସର ନିଜେ କହିଛନ୍ତି । ୩:-୧୭ ଜୁନ ପର୍ଯ୍ୟନ୍ତ ଡିସା ସଲିଆନ୍ ଙ୍କ ଫୋନ ଅନ ଥିଲା । ୪:-ପୋଷ୍ଟମଟମ ରିପୋର୍ଟ ରେ ମୃତ୍ୟୁ ହେବାର ତାରିଖ ଏବଂ ସମୟ ନାହିଁ । CBI ଟିମ କହିଛିି କି ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି କାରଣ ପଙ୍ଖା ଏବଂ ଖଟ ଭିତରେ ଯେତିକି ଜାଗା ରହିଛି ସୁଶାନ୍ତ କେବେ ବି ମୃତ୍ୟୁ ବରଣ କରିନଥାନ୍ତେ । କିନ୍ତୁ ଏହା ଏକ ହତ୍ୟା ଅଟେ ଯେଉଁଥିପାଇଁ ସୁଶାନ୍ତ ଆଜି ଆମ ଭିତରେ ନାହାନ୍ତି ।

CBI କହିଛିି କି ଆତ୍ମହତ୍ୟା କରିଥିବା କପଡା ଏବଂ ବେକରେ ଥିବା ଦାଗ ବିଲକୁଲ ଅଲଗା ଅଟେ । ନୀରଜ ମଧ୍ୟ CBI କୁ ଡରି ନିଜର ମୁହଁ ଖୋଲିଛନ୍ତି ଏବଂ କହିଛନ୍ତି ୧ ଘଣ୍ଟାରେ ସିଦ୍ଧାର୍ଥ ପୀଠାନି ଏବଂ ଦେପେଷ ସାୱନ୍ତ ସବୁ କରିଛନ୍ତି । ରିୟା ସୁଶାନ୍ତ ଙ୍କୁ ବଳ ପାଇବାର ନାଟକ କରି ତାଙ୍କର କେବଳ ବ୍ୟବହାର କରିଛନ୍ତି ଏବଂ ତାଙ୍କ ର କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି । କିନ୍ତୁ ଏହି ସବୁ ପଛରେ ଥିବା ବଡ଼ ଲୋକ ଏବେ ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । CBI କହିଛିି ସୁଶାନ୍ତ ଙ୍କ ଆସାମୀ ଖୁବ୍ ଶୀଘ୍ର ଜେଲ ରେ ଥିବ ଏବଂ ସୁଶାନ୍ତ ଙ୍କୁ ନ୍ୟାୟ ନିଶ୍ଚିନ୍ତ ମିଳିବ ।

ଆପଣଙ୍କୁ କଣ ଲାଗୁଛି କିଏ ହତ୍ୟା କରିଛି ସୁଶାନ୍ତ ଙ୍କୁ ଆମକୁ କମ୍ମେନ୍ଟ ରେ ଜାଣନ୍ତୁ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।