ମାଧୁରୀ ଅନେକ କାକୁତି ମିନତି ହେବା ପରେବି ନିର୍ଦେଶକ କାଟି ନ ଥିଲେ ଏହି କିସ୍ ସିନ, କହିଲେ – ତୁମକୁ ଏକ କୋଟି ଟଙ୍କା ଦିଆ ଯାଇଛି ତ…

ଆଜି ଆମେ ଆପଣଙ୍କୁ ବଲୀଉଡର ସବୁଠୁ ଫେମସ ମାଧୁରୀ ଦୀକ୍ଷିତଙ୍କର ଏକ ବାକ୍ୟା ବିଷୟରେ କହିବାକୁ ଯାଉଛୁ । କହିବାକୁ ଗଲେ ୯୦ ଦଶକରେ ମାଧୁରୀ ଦୀକ୍ଷିତଙ୍କର ସିକ୍କା ଚାଲୁଥିଲା । କିନ୍ତୁ ଯେତେବେଳେ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ତେବେ ସେହି ସମୟରେ ତାଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥିଲା । ମାଧୁରୀ ବହୁତ କହିବା ସତ୍ବେ ବି ନିର୍ଦେଶକ ଫିରୋଜ ଖାନ କାଟି ନ ଥିଲେ kiss ସିନକୁ, ତେବେ ମାଧୁରୀ ଦୀକ୍ଷିତଙ୍କୁ ବହୁତ ଅସୁବିଧା ହୋଇଥିଲା ।

ମାଧୁରୀଙ୍କର କହିବା ସତ୍ତ୍ୱେ କାଟିଲେ ନାହିଁ

ବର୍ଷ ୧୯୮୮ରେ ଆସିଥିବା ଫିଲ୍ମ ‘ଦୟାବାନ’ର ଗୋଟିଏ ଗୀତ ‘ଆଜ ଫିର ତୁମପେ ପ୍ୟାର ଆୟା ହୈ’ରେ କିଛି ଇଂଟିମେଟ ସିନ ମାଧୁରୀ ଦୀକ୍ଷିତ ଓ ବିନୋଦ ଖନ୍ନାଙ୍କ ଉପରେ କରା ଯାଇଥିଲା ।

Image courtesy: Google

ସେହି ଫିଲ୍ମକୁ ଫିରୋଜ ଖାନ କରିଥିଲେ ଓ ସେହି ସିନ ବର୍ତ୍ତମାନ ପର୍ଯ୍ୟନ୍ତ ବଲୀଉଡ ଇତିହାସରେ ସବୁଠୁ ହଟ କିସିଙ୍ଗ ସିନ ମଧ୍ୟରେ ଆସିଥାଏ । ଫିଲ୍ମ ରିଲିଜ ହେବା ପରେ ଏହି କିସ ସିନକୁ ନେଇ ବହୁତ ଚର୍ଚା ବି ହୋଇଥିଲା ।

କିନ୍ତୁ ଏହା ପଛର ସତ୍ୟତା ଏହା ଅଟେ କି ମାଧୁରୀ ଦୀକ୍ଷିତ ଏହି ସିନକୁ କେବେ ବି କରିବାକୁ ଚାହୁଁ ନ ଥିଲେ ଓ ଏଥିପାଇଁ ସେ ବହୁତ କାନ୍ଦି ବି ଥିଲେ । କହିବାକୁ ଗଲେ ମାଧୁରୀ ଦୀକ୍ଷିତଙ୍କୁ ଯେତେବେଳେ ଫିଲ୍ମର ଏହି ସିନ ବିଷୟରେ ଜଣା ପଡିଲା ତେବେ ସେ ଫିରୋଜ ଖାନଙ୍କ ଉପରେ ଚାପ ପକାଇଲେ କି ସେ ଏହି ସିନକୁ ହଟାଇ ଦିଅନ୍ତୁ । କିନ୍ତୁ ଫିରୋଜ ଖାନ କୌଣସି ବି ରୂପରେ ମାନିଲେ ନାହିଁ ।

Image courtesy: Google

ଫିରୋଜ ଖାନ ମାଧୁରୀ ଦୀକ୍ଷିତଙ୍କୁ ଏକ ନୋଟିସ ବି ପଠାଇ ଥିଲେ ଓ କହିଥିଲେ କି ଏହି ସିନ ପାଇଁ ତାଙ୍କୁ ଏକ କୋଟି ଟଙ୍କା ଦିଆ ଯାଇଛି । ସେହି ସମୟରେ କୌଣସି ବି ଅଭିନେତ୍ରୀକୁ ଏତେ ଟଙ୍କା ଦିଆ ଯାଉ ନ ଥିଲା । ସେ କଦାପି ବି ଏହି ସିନକୁ ହଟାଇବେ ନାହିଁ ।

ଆପଣଙ୍କୁ କହିଦେଉଛୁ କି ଫିଲ୍ମର ସେହି ସିନ ରିଲିଜ ହେବା ପୂର୍ବରୁ ହିଁ ଚର୍ଚାରେ ଆସି ଯାଇଥିଲା ସେଥିପାଇଁ ମାଧୁରୀଙ୍କୁ ବହୁତ ଲଜ୍ଜିତ ହେବାକୁ ପଡିଥିଲା । ଏହା ପରେ ମାଧୁରୀ ବହୁତ ପଶ୍ଚାତାପ କରିଲେ କି ସେ କାହିଁକି ସେହି ସିନକୁ କରିଲେ ଓ ଏହା ପରେ ସେ ଧୀରେ ଧୀରେ ଏହାକୁ ଭୁଲିଗଲେ । ସେହି ସମୟରେ ଆଲଚୋକମାନଙ୍କର କହିବା ଅଟେ କି କାହାଣୀରେ ଏତେ ଦମ ନ ଥିଲା ସେଥିପାଇଁ ଫିରୋଜ ଖାନ ମାଧୁରୀ ଓ ବିନୋଦଙ୍କର ଏତେ ବଡ ଲମ୍ବା କିସ ସିନକୁ ରଖିଥିଲେ ।

ବିନୋଦ ଖନ୍ନା ବି ଛାଡି ନ ଥିଲେ ମାଧୁରୀଙ୍କୁ

Image courtesy: Google

କହିବାକୁ ଗଲେ ଯେତେବେଳେ ଫିଲ୍ମର ଏହି ସିନକୁ ଶୁଟ କରାଯାଉଥିଲା ସେତେବେଳେ ବିନଦୋ ଖନ୍ନା ସେହି ସିନରେ ମାଧୁରୀ ଦୀକ୍ଷିତଙ୍କ ସହିତ ଏତେ ହଜି ଯାଇଥିଲେ କି ସେ ମାଧୁରୀଙ୍କ ଓଠକୁ ବି କାମୁଡି ଦେଇଥିଲେ । ସେଥିପାଇଁ ସେହି ସମୟରେ ମାଧୁରୀଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥିଲା ଓ ସେଥିପାଇଁ ସେ ଏହି ସିନକୁ ମନା କରିଥିଲେ ।

ଏହା ପରେ ମାଧୁରୀ ବିନଦୋ ଖାନ୍ନାଙ୍କ ସହିତ କଥାବାର୍ତ୍ତା କରିବା ବନ୍ଦ କରିଦେଲେ । କିନ୍ତୁ ପରେ ବିନୋଦ ଖାନ୍ନା ତାଙ୍କୁ କ୍ଷମା ମାଗି ନେଇଥିଲେ । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।