bollywood ଫିଲ୍ମରେ ମା ରୋଲ କରି ଫେମସ ହୋଇଥିବା ଅଭିନେତ୍ରୀ ମାନଙ୍କର ଏମାନେ ହେଲେ ରିଅଲ ଲାଇଫ ସ୍ଵାମୀ ଓ ପୁଅ

ଗୋଟିଏ ଚଳଚିତ୍ରକୁ କେବଳ ଯେ ଭିଲିଆନ, ହୀରୋ ଓ ହିରୋଇନଙ୍କ ପାଇଁ ଭଲ ହୋଇଥାଏ ମାନେ ନାହିଁ । ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ହୀରୋ ବା ହିରୋଇନଙ୍କ ମାତା ହୋଇକି ବହୁତ ଲୋକ ଚର୍ଚାକୁ ଆସିଛନ୍ତି । ଆଜି ଆମେ ଆପଣଙ୍କୁ କେବଳ ତାଙ୍କ ଛଦ୍ମ ବେସୀ ଅଭିନୟ କରୁଥିବା ଚଳଚିତ୍ର ଛଡା ନିଜର ସ୍ଵାମୀ ଓ ପିଲାଙ୍କ ବିଷୟରେ କିଛି କହିବୁ ।

କିରଣ ଖେର

ସେ କେତେ ଗୁଡିଏ ଚଳଚିତ୍ର କରିଛନ୍ତି । ସେ ବୀର ଜାରା, ଓମ ଶାନ୍ତି ଓମ ଓ ଦେବଦାସ ଏମିତି କିଛି ଚଳଚିତ୍ରରେ ସେ ମାର ଅଭିନୟ କରି ବହୁତ ଚର୍ଚାରେ ଆସିଛନ୍ତି ।  ସେ ଏମିତି ଅଭିନୟ କରନ୍ତି ଯେପରି ଲାଗେ ସେ ଅବିକଳ ତାଙ୍କ ପୁଅ ପରି କିମ୍ବା ଝିଅ ପରି । ଏମିତି କହିବାକୁ ଗଲେ ସେ ଦୁଇଟି ବାହା ହୋଇଛନ୍ତି । ସେ ପ୍ରଥମେ ବିଭା ହେଲେ ବିଜିନେସ କରୁଥିବା ଗୌତମ ବେରି ତାଙ୍କର ଗୋଟିଏ ପୁଅ ଥିଲା ତାଙ୍କର ନାମ ସିକନ୍ଦର ଖେର ଥିଲା ।

କିନ୍ତୁ ଏହା ବେସୀ ଦିନ ରହିନଥିଲା କାରଣ ତାଙ୍କ ମଧ୍ୟରେ କିଛି ପଟି ତୁଣ୍ଡ ହୋଇଥିଲା ଯାହା ଫଳରେ ସେ କିଛି ଦିନ ଭିତାରେ ତାଙ୍କୁ ଛାଡପତ୍ର ଦେଇଥିଲେ । ଏହାପରେ ସେ ଅନୁପମ ଖେର ଙ୍କୁ ବିଭା ବିଭାହ କରିଥିଲେ । ଏବେ ସେ ତାଙ୍କ ସହ ରହୁଛନ୍ତି । ତାଙ୍କ ପୁଅ ଏବେ ସେ ମଧ୍ୟ ଜଣେ ଅଭିନେତା ଅଟନ୍ତି । ସେ ମଧ୍ୟ କିଛି ଚଳଚିତ୍ର କରିଛନ୍ତି । ତେରେବିନ ଲାଡେନ ଓ ଉଡ଼ ଷ୍ଟକ ଭିଲା ଭଳି କେତେ ଗୁଡିଏ ଚଳଚିତ୍ର କରିଛନ୍ତି ।

ରିମା ଲାଗୁ

ଏହି ଅଭିନେତ୍ରୀ ମଧ୍ୟ ଜଣେ ନାମୀ କଳାକାର ଅଟନ୍ତି । ସେ ବହୁତ ଗୁଡିଏ ଚଳଚିତ୍ର କରି ଲୋକଙ୍କର ମନ ଜିଣିଛନ୍ତି । ସେଥି ମଧ୍ୟ ରୁ ହମ ସାଥ ସାଥ ହେ, ଆସିକି ଓ ହମ ଆପକେ ହେ କୌନ ରେ ମାର ଭୂମିକା ଅଭିନୟ ଖୁବ ଭଲ ଭାବରେ ନିଭାଇଛନ୍ତି । ତାଙ୍କ ସ୍ଵାମୀଙ୍କ ନାମ ହେଉଛି ବିବେକ ଲାଗୁ ଯାହାଙ୍କୁ ସେ ବହୁତ ଆଗରୁ ବିଭାହ କରିଥିଲେ । ଏହାପରେ ତାଙ୍କର ଗୋଟିଏ ଝିଅ ହୋଇଥିଲା । ତାଙ୍କ ଝିଅଙ୍କ ନାମ ଥିଲା ନିର୍ମୟ ଲାଗୁ । ଏହାର କିଛି ଦିନ ଭିତରେ ତାଙ୍କୁ ଛାଡି ଦେଇଥିଲେ । ତାଙ୍କ ଝିଅ ମଧ୍ୟ ଅଭିନୟ କରୁଛନ୍ତି ।

ନିରୁପା ରୟ

ତାଙ୍କୁ ଅଧିକା ସମୟ ଆମିତାଭ ବଚନଙ୍କ ମାଙ୍କ ଅଭିନୟରେ ଦେଖା ଯାଇଛି । ତାଙ୍କ ସ୍ଵାମୀଙ୍କ ନାମ ହେଉଛି କମଳ ରୟ ସେ ବହୁଦିନ ପୂର୍ବରୁ ବିଭା ହୋଇଥିଲା ଓ ତାଙ୍କର ଦୁଇ ପୁଅ ଥିଲେ ତାଙ୍କ ନାମ କିରଣ ରୟ ଓ ୟୋଗେଶ ରୟ । ସେମାନେ କିନ୍ତୁ ଅଭିନୟ କରୁନାହାନ୍ତି ସେ ତାଙ୍କର ବ୍ୟବସାୟ ସମ୍ଭାଳୁଛନ୍ତି । କହିବାକୁ ଗଲେ ତାଙ୍କ ସ୍ଵାମୀ ଜଣେ ସଫଳ ବ୍ୟବସାୟୀ ଅଟନ୍ତି ।

ଫରିଦା ଜଲାଲ

ସେ ବହୁତ ଚଳଚିତ୍ରରେ ମଧ୍ୟ ଅଭିନୟ କରି ବହୁତ ଲୋକ ପ୍ରିୟ ହୋଇଛନ୍ତି । ତାରଜନ ଦ ୱାନ୍ଡ଼ର କାର । ଦିଲ ବାଲେ ଦୁଲ୍ହେନିୟା ଲେ ଯାଏଙ୍ଗେ । ଭଳି କେତେ ଚଳଚିତ୍ର କରିଛନ୍ତି । ସେ ବହୁତ ଭଲ ଭାବରେ ମା’ର ଅଭିନୟ କରିଛନ୍ତି । ତାଙ୍କର ସ୍ଵାମୀଙ୍କ ନାମ କବରେଜ ବ୍ରାମକର । ଜିଏକି ତାଙ୍କୁ ୧୯୭୮ରେ ବିବାହ କରିଥିଲେ ।  ତାଙ୍କର ଗୋଟିଏ ପୁଅ ଥିଲା ତାଙ୍କର ନାମ ୟଶ ଜଲାଲ । କିନ୍ତୁ କିଛି ଦିନ ଭିତରେ ତାଙ୍କ ସ୍ଵାମୀ ଙ୍କର ପର -ଲୋକହୋଇଗଲା ।

ଅରୁଣା ଇରାନୀ

ଦୂଧ କା କରଜା, ୟେ ଦିଲ ଆସିକାନା ଓ ଜିଗର ଭଳି କେତେ ଗୁଡିଏ ଚଳଚିତ୍ରରେ ସେ ମାର ଅଭିନୟ କରି ଲୋକଙ୍କର ମନରେ ଥିଲେ । ତାଙ୍କ ସ୍ଵାମୀଙ୍କ ନାମ ସନ୍ଦେସ କୋହଲି ସେ ୧୯୯୦ରେ ବିବାହ କରିଥିଲେ । ସେ ଏକ ଡାଇରେକ୍ଟର ଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।