ସ୍ଵାମୀ ଠାରୁ ତଲାକ ନେବା ପରେ ଏହି ବ୍ୟକ୍ତି ସହିତ ରହୁଛନ୍ତି ଅଭିନେତ୍ରୀ, ଟିଭି ଦୁନିଆରେ ରହିଛି ତାଙ୍କର ଖାସ୍ ପରିଚୟ

ପ୍ରାୟତଃ ଆମେ ବହୁତ ଷ୍ଟାରମାନଙ୍କର ପର୍ସନଲ ଲାଇଫ ବିଷୟରେ ଶୁଣିଛୁ ଓ ପ୍ରାୟତଃ ଷ୍ଟାରମାନେ ପ୍ରେମରେ କରନ୍ତି ପୁଣି ବିବାହ କରନ୍ତି ଓ କିଛି ସମୟ ପରେ କୌଣସି ନା କୌଣସି କାରଣରୁ ସେମାନଙ୍କର ବ୍ରେକଅପ କିମ୍ବା ତଲାକ ହୋଇଯାଏ । ଏହା କେବଳ ଫିଲ୍ମ ଇଣ୍ଡଷ୍ଟ୍ରି ସହ ନୁହେଁ ଟିଭି ଦୁନିଆରେ ବି ହୋଇଥାଏ । ଏମିତି ହିଁ କିଛି ଟିଭି ଅଭିନେତ୍ରୀ ଜେନିଫର ୱିଂଗେଟଙ୍କ ସହିତ ବି ହୋଇଛି ।

ଯେତେବେଳେ ସେ ନିଜର କୋ – ଷ୍ଟାରଙ୍କ ସହିତ ପ୍ରେମ କରି ବିବାହ କରିଲେ କିନ୍ତୁ ତାଙ୍କର ଧୋଖା ସହି ପାରିଲେ ନାହିଁ ଓ ତଲାକ ନେଇ ନେଲେ । ବର୍ତ୍ତମାନ ଖବର ଆସୁଛି କି ନିଜ ସ୍ଵାମୀ ଠାରୁ ତଲାକ ନେବା ପରେ ନିଜର ବୟଫ୍ରେନ୍ଡ ସହ ରହୁଛନ୍ତି ଏହି ଅଭିନେତ୍ରୀ ଜଣକ । ଚାଳନ୍ତୁ ଜାଣିବା ତାଙ୍କ ବିଷୟରେ ।

ବୟଫ୍ରେନ୍ଡ ସହ ରହୁଛନ୍ତି ସ୍ଵାମୀ ଠାରୁ ତଲାକ ନେବା ପରେ

Image courtesy: Google

ଟିଭି ଇଣ୍ଡଷ୍ଟ୍ରିର ଜଣା ଶୁଣା ଚେହେରା ଜେନିଫର ୱିଂଗେଟ ଆଜି କୌଣସି ପରିଚୟ ତାଙ୍କର ଦରକାର ନାହିଁ । ଦର୍ଶକ ତାଙ୍କୁ ବହୁତ ପସନ୍ଦ କରନ୍ତି । ନିଜର ଫ୍ୟାନ ମାନଙ୍କ ପାଇଁ ଜେନିଫର ସୋସିୟାଲ ମିଡିୟାରେ ବହୁତ ଏକ୍ଟିବ ରୁହନ୍ତି । ସେ ସବୁଦିନ ନିଜର କୌଣସି ଫଟୋ କିମ୍ବା ଭିଡିଓ ଶେୟାର କରୁଥାନ୍ତି । ଜେନିଫରଙ୍କର ଟିଭି ଉପରେ କରାଯାଇଥିବା ରୋଲ ଗୁଡିକ ସବୁ ଲୋକପ୍ରିୟତା ପାଇଛି ।

Image courtesy: Google

ବର୍ତ୍ତମାନ ଯଦି ତାଙ୍କର ପର୍ସନଲ ଲାଇଫ ବିଷୟରେ କଥାବାର୍ତ୍ତା କରିବା ତେବେ ସେ ୨୦୧୦ରେ ନିଜର କୋ – ଷ୍ଟାର କରନ ସିଂହ ଗ୍ରୋବରଙ୍କ ସହ ବନ୍ଧୁତା କରିଲେ ଓ ୨୦୧୨ରେ ତାଙ୍କ ସହିତ ବିବାହ କରିନେଲେ ।

Image courtesy: Google

କରନଙ୍କ ସହିତ ବିବାହ କରିବାର ମାତ୍ର ତିନି ବର୍ଷ ପରେ କରନଙ୍କର ଅଫେୟାର ବିପାସା ବାସୁଙ୍କ ସହ ଚାଲିଲା ଓ ଏହାକୁ ଜେନିଫର ସହି ପାରିଲେ ନାହିଁ ଓ ସେ କରନଙ୍କୁ ତଲାକ ଦେଇଦେଲେ । ବର୍ତ୍ତମାନ ଖବର ଆସୁଛି କି ଜେନିଫର ପୁଣି ଥରେ ରିଲେଶନଶିପରେ ଅଛନ୍ତି । ତାଙ୍କର ନାମ ଟିଭିର ପ୍ରସିଦ୍ଧ ଅଭିନେତା ହର୍ଷଦ ଚୋପଡ଼ାଙ୍କ ସହ ଯୋଡା ଯାଉଛି ଓ ରିପୋର୍ଟ୍ସ ଅନୁସାରେ ଦୁଇ ଜଣ ପ୍ରାୟତଃ ଏକା ସହିତ ସ୍ପଟ ବି ହେଉଛନ୍ତି । କିନ୍ତୁ ଦୁଇ ଜଣ ନିଜର ରିଲେଶନଶିପକୁ ସ୍ଵୀକାର କରି ନାହାନ୍ତି ।

Image courtesy: Google

ମିଡିୟା ରିପୋର୍ଟ୍ସ ଅନୁସାରେ ଏହା ବି ଅଟେ କି ଜେନିଫର ଓ ହର୍ଷଦ ପ୍ରାୟତଃ ଏକା ସହିତ ରହୁଛନ୍ତି ବି । ଜେନିଫର ହର୍ଷଦଙ୍କ ସହିତ “ବେପନାହ” ସୀରିୟଲରେ କାମ କରିଛନ୍ତି ଓ ଏହି ସମୟରେ ହିଁ ଏମାନଙ୍କର ବନ୍ଧୁତା ହୋଇ ଥିଲା । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।