Nick Jonas ଙ୍କ ସହ ଛାଡପତ୍ର ଖବର ମଧ୍ୟରେ ଏହି ଷ୍ଟାରଙ୍କ ଉପରେ ଆସିଗଲା Priyanka ଙ୍କ ଦିଲ୍, କହିଲେ- ‘କେବଳ ଇଏ ହିଁ ମୋତେ ନିକ୍ ଙ୍କ ଠାରୁ ଚୋରେଇ ପାରିବେ’

ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ସୋ-ସି-ଆ-ଲ ମି-ଡି-ଆ-ରେ ନିଜ ନାମରୁ ପତିଙ୍କ ସରନେମ୍ ଯୋନାସ ହଟାଇବା ପରେ ଖୁବ ଚର୍ଚ୍ଚାରେ ରହିଛନ୍ତି । ଏହାପରେ ପ୍ରିୟଙ୍କା ଓ ନିକ୍ ଙ୍କ ଛାଡପତ୍ର ଖବର ମଧ୍ୟ ପ୍ରସାରିତ ହେବାକୁ ଲାଗିଛି । ତେବେ ସତ କଣ ଏହା ସମସ୍ତେ ଜାଣିବାକୁ ଇଚ୍ଛୁକ ହେଉଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ରେ ପ୍ରିୟଙ୍କା ଓ ନିକ୍ ଙ୍କ ଛାଡପତ୍ର ଖବର ଚର୍ଚ୍ଚା ହେଉଥିବା ବେଳେ ପ୍ରିୟଙ୍କାଙ୍କ ମଧୁ ଚୋପ୍ରା ଏହିସବୁ କଥାରେ କୌଣସି ସତ୍ୟତା ନାହିଁ ବୋଲି ସ୍ପଷ୍ଟ କହିଛନ୍ତି ।

ତେବେ ଏହି ମା-ମ-ଲା-ରେ ପ୍ରିୟଙ୍କା ଓ ନିକ୍ ଙ୍କ ତରଫରୁ ଏବେ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ । ଇତି ମଧ୍ୟରେ ପ୍ରିୟଙ୍କା ଚୋପ୍ରାଙ୍କୁ ନେଟଫ୍ଲିକ୍ସର ଯୋନାସ ବ୍ରଦର୍ସ ଫ୍ୟାମିଲି ରୋଷ୍ଟରେ ଦେଖିବାକୁ ମିଳିଥିଲା । ଏହି ଶୋରେ ପ୍ରିୟଙ୍କା ନିକ୍ ଙ୍କ ଭାଇମାନଙ୍କ ଉଦାହରଣ ଦେଇ କହିଥିଲେ, ଯୋନାସ ବ୍ରଦର୍ସ ଅ-ନ-ଲା-ଇ-ନ-ରେ କେତେ କଣ୍ଟେଣ୍ଟ ସବୁ ପୋଷ୍ଟ କରନ୍ତି ? ଯେତେବେଳେ ଦେଖ ଇଂ-ଷ୍ଟା-ଗ୍ରା-ମ-ରେ ଲାଗି ରହିଥାନ୍ତି ଓ ଫୋନ ଚଲାଉଥାନ୍ତି ।

ମୁଁ ଆପଣଙ୍କୁ କହୁଛି, କାରଣ ଏହି ତିନି ଜଣଙ୍କର ମିଳିତ ଭାବେ ମଧ୍ୟ ସେତିକି ଫଲୋର୍ସ ନାହାନ୍ତି ଯେତିକି ଏକା ମୋର ଅଛନ୍ତି । ତେବେ ମୋ ହିସାବରେ ମୁଁ ହିଁ ହେଉଛି ସବୁଠାରୁ ପପୁଲାର ଯୋନାସ । ଏପରି ଅନେକ ଗୁଡିଏ ବିଷୟ ଉପରେ ଚର୍ଚ୍ଚା କରିବା ବେଳେ ପ୍ରିୟଙ୍କା ନିଜ ପତିଙ୍କର ଜମେଇକି ମଜାକ ଉଡାଇଥିଲେ । ନିକ୍ ଓ ତାଙ୍କ ମଧ୍ୟରେ ପୁରା ୧୦ ବର୍ଷର ଫରକ ଥିବା ମଧ୍ୟ କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ, “ନିକ୍ ୯୦ ଦଶକର ପପ୍ କଲଚର ସହ ଜଡିତ ଅନେକ କଥା ବୁଝି ପାରନ୍ତି ନାହିଁ ଆଉ ମୋତେ ହିଁ ତାଙ୍କୁ ବୁଝାଇବାକୁ ପଡେ । ସେ ମୋତେ ଟିକଟିକ୍ ବ୍ୟବହାର ଶିଖାଇଛନ୍ତି । ଆପଣ ବୁଝି ପାରୁଛନ୍ତି ନା… ମୁଁ ତାଙ୍କୁ ଦେଖାଇଛି ଗୋଟିଏ ସଫଳ କ୍ଯାରିୟର କାହାକୁ କୁହନ୍ତି ।” ପ୍ରିୟଙ୍କା ନିକ୍ ଙ୍କୁ ପ୍ରଥମେ କେଭିନଙ୍କ ସାନ ଭାଇ ହିସାବରେ ଜାଣିଥିଲେ ।

କିନ୍ତୁ ମେଟ ଗାଲାରେ ସାକ୍ଷାତ ହେବା ପରେ ଦୁହେଁ ଡେଟ କରିବାକୁ ଲାଗିଥିଲେ । ନିକ୍ ଙ୍କ ବ୍ଯତୀତ ପ୍ରିୟଙ୍କା ଅନ୍ୟ କାହାକୁ ବିବାହ କରିପାରି ନଥାନ୍ତେ ବୋଲି କହିଥିଲେ । କେବଳ ଦୁନିଆରେ ଜଣେ ଏପରି ବ୍ୟକ୍ତି ଅଛନ୍ତି ଯିଏ ତାଙ୍କୁ ନିକ୍ ଙ୍କ ପାଖରୁ ଚୋରାଇ ପାରିବେ । ଆଉ ସେ ହେଉଛନ୍ତି ହଲିଉଡ ସୁପରଗଡ୍ ଥର୍ ଅର୍ଥାତ କ୍ରିଶ ହେମ୍ସୱର୍ଥ । କ୍ରିଶ ହେମ୍ସୱର୍ଥଙ୍କର ଅନେକ ଫ୍ୟାନ ଅଛନ୍ତି  ଖାସ୍ କରି ଝିଅମାନଙ୍କ ମଧ୍ୟରେ ତାଙ୍କୁ ନେଇ ଖୁବ୍ କ୍ରେଜ ରହିଛି ।

କିନ୍ତୁ ସେ ମଧ୍ୟ ହେଲସାଙ୍କୁ ବିବାହ କରି ସାରିଛନ୍ତି ଓ ତାଙ୍କ ବୈବାହିକ ଜୀବନ ମଧ୍ୟ ଖୁବ୍ ସଫଳ ରହିଛି । ଆପଣଙ୍କୁ ପ୍ରିୟଙ୍କାଙ୍କ ଏହି ରୋଷ୍ଟ ଶୋ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।