ଏମାନେ Bollywood ରେ ସବୁଠୁ ଅଧିକ ଗର୍ବୀ 6 ଜଣ ଷ୍ଟାର, କିଏ ମିଡିଆ ସହ କରେ ଝଗଡା ତ କିଏ ଫ୍ୟାନଙ୍କ ସହ କରେ ଖରାପ ବ୍ୟବହାର

ବଲିଉଡ ଦୁନିଆର କଳାକାର ମାନେ ନିଜର ନାଁ କମାଇବା ପାଇଁ ଅନେକ ପରିଶ୍ରମ କରିଛନ୍ତି । ସେମାନେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ତିଆରି କରିବା ପାଇଁ ସାନଦାର ଅଭିନୟ କରିଛନ୍ତି । ଯାହା ଫଳରେ ବଲିଉଡର ଅଭିନେତା ଓ ଅଭିନେତ୍ରୀ ମାନେ ଦର୍ଶକ ମାନଙ୍କ ହୃଦୟରେ ଘର କରି ପାରିଛନ୍ତି । ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଗୁଣ ପାଇଁ ପ୍ରଶଂସା ପାଇନ୍ତି ତ ଆଉ କେତେକ ଅଭିନେତ୍ରୀ ମାନେ ନିଜ ସ୍ଵଭାବ ପାଇଁ ଗର୍ବ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜ ଉପରେ ଅଧିକ ଗର୍ବ କରିଥାନ୍ତି ।

୧- “କ୍ଯାଟ୍ରିନା କେଫ”: ବଲିଉଡ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ କ୍ଯାଟ୍ରିନା କେଫ ନିଜର ସାନଦାର ଅଭିନୟ ପାଇଁ ଖୁବ ଚର୍ଚ୍ଚାରେ ରହି ଆସିଛନ୍ତି । କିନ୍ତୁ ସେ ତାଙ୍କ ସ୍ଵଭାବ ଅନୁସାରେ ବହୁତ ଘମଣ୍ଡି ହୋଇଥାନ୍ତି । ଗୋଟିଏ ସମୟରେ ସେ ପ୍ଳେନରେ ଯାତ୍ରା କରିବା ସମୟରେ ଏକ ୯ ବର୍ଷର ଛୋଟ ପିଲାଟିଏ ତାଙ୍କୁ ଅଟୋଗ୍ରାଫ ମାଗିଥିଲା ବୋଲି ସେ ସେହି ଛୁଆଟିକୁ ରାଗି ଯାଇ  ବହୁତ ଗାଳି କରିଥିଲେ । ଏହି କାରଣ ପାଇଁ ପ୍ଳେନର ଜଣେ ଲୋକ ତାଙ୍କୁ ବହୁତ କଥା ମଧ୍ୟ ଶୁଣାଇ ଥିଲା ।

୨- “ଶ୍ରଦ୍ଧା କପୁର”: ଅଭିନେତ୍ରୀ ଶ୍ରଦ୍ଧା କପୁର ଫିଲ୍ମ “ଆଶିକି-୨”ରେ ନିଜର ସାନଦାର ଅଭିନୟ ପାଇଁ ଖୁବ ଚର୍ଚ୍ଚାରେ ରହିଥିଲେ । ସେ ବାହାର ଦୁନିଆରେ ଦେଖିବାକୁ ଯେତେ ସରଳ ଲାଗନ୍ତି ବାସ୍ତବରେ ସେ ଦେଖିବାକୁ ବହୁତ ଗର୍ବୀ ଅଟନ୍ତି । ଅନେକ ସମୟରେ ମିଡିଆ ସହିତ ତାଙ୍କ ଫୋଟୋ ଉଠେଇବାକୁ ନେଇକି ଯୁକ୍ତିତର୍କ ହୋଇଥାଏ । ସେଥି ପାଇଁ ବଲିଉଡର ଅଭିନେତା ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା କପୁରଙ୍କୁ ଘମଣ୍ଡି ଅଭିନେତ୍ରୀ କୁହାଯାଏ ।

୩- “ଅନୁଷ୍କା ଶର୍ମା” :ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ସ୍ତ୍ରୀ ଓ ବଲିଉଡର ୩ଟି ଖାନ ସହ କାମ କରିଥିବା ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ବହୁତ ଗର୍ବୀ ସ୍ଵଭାବର ଅଟନ୍ତି । ଥରେ ସେ ମୁମ୍ବାଇର ଏକ ସୋ ରୂମର ମ୍ୟାନେଜର ସହ କିଛି କାରଣ ପାଇଁ ଖରାପ ବ୍ୟବହାର କରିଥିଲେ ।

୪- “ରାକ୍ଷୀ ସାୱନ” : ବଲିଉଡର ମୋଷ୍ଟ ସୁନ୍ଦର ଅଭିନେତ୍ରୀ ରାକ୍ଷୀ ସାୱନ ମଧ୍ୟ ନିଜ ସ୍ଵଭାବ ପାଇଁ ବହୁତ ଘମଣ୍ଡ କରିଥାନ୍ତି । ପତ୍ରକାର ମାନଙ୍କ ସହ ସେ ଅନେକ ଥର ଖରାପ ବ୍ୟବହାର କରିଥିଲେ । ଏହା ସହ ଅନେକ ଥର ତାଙ୍କୁ କଣ୍ଟ୍ରୋବିଉସାଲ ଇଣ୍ଟରବିଉରେ ଖରାପ ବ୍ୟବହାର କରିଥିଲେ ।

୫- “ରେଖା” : ବଲିଉଡ ଦୁନିଆରେ ନିଜର ସୁନ୍ଦରତା ପାଇଁ ଅଭିନେତ୍ରୀ ରେଖା ମଧ୍ୟ ନିଜ ସ୍ଵଭାବ ପାଇଁ ଗର୍ବ କରିଥାନ୍ତି । ବାସ୍ତବରେ ଦେଖିବାକୁ ଗଲେ ସେ ଅନେକ ଥର ପତ୍ରକାର ମାନଙ୍କ ସହ ଖରାପ ବ୍ୟବହାର କରିଥିଲେ ।

୬- “କରିନା କପୁର” : ଅଭିନେତା ସେଫ ଅଲ୍ଲୀ ଖାନଙ୍କ ସ୍ତ୍ରୀ ଓ ବଲିଉଡର ବେବୋ ଭାବେ ଅଭିନେତ୍ରୀ କରିନା କପୁର ପରିଚିତ ଅଟନ୍ତି । କୌଣସି ନୂଆ ଫିଲ୍ମ କରିବା ପୂର୍ବରୁ ଅଭିନେତ୍ରୀ କରିନା କନଫର୍ମ ହୋଇଥାନ୍ତି ଯେ ସେ ଯେଉଁ ଫିଲ୍ମ କରିବାକୁ ଯାଉଛନ୍ତି ସେଥିରେ ଅନ୍ୟ କେହି ଅଭିନେତ୍ରୀ ଭାଗ ନେଉଛନ୍ତି ନା ନାହି । ତାଙ୍କର ଏହି ସ୍ଵଭାବ ପାଇଁ ସେ ବହୁତ ଗର୍ବୀ ଭାବେ ବଲିଉଡରେ ଅନ୍ୟ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।