‘ମୋ ଝିଅ ଏଇଠି ରହି ନ୍ୟାୟ ପାଇବ, ସେ ପ୍ରମୋଦ ସାହୁ…’ ଦେଖନ୍ତୁ କେମିତି ପୋଲିସ କୁ ଝାଡି ଦେଇ ଗଲେ ଡିମ୍ପଲଙ୍କ ମାଆ, ଦେଖନ୍ତୁ video

ବ୍ରହ୍ମପୁର ବ୍ରହ୍ମନଗର ଦ୍ଵିତୀୟ ଲେନ୍ ରେ ଆଜିକୁ ୫ଦିନ ହେବ ଶ୍ଵଶୁର ଘର ଆଗରେ ଧାରଣାରେ ବସି ରହିଛନ୍ତି ଡିମ୍ପଲ । ଗତ ବର୍ଷ ସେପ୍ଟେମ୍ବର ମାସରେ ସେ ଡିମ୍ପଲଙ୍କୁ କୋ-ର୍ଟ ବିବାହ କରି ତାଙ୍କ ଘରେ ରହି ଆସୁଥିଲେ । କିନ୍ତୁ ବୈଦିକ ରୀତିରେ ବିବାହ ହେବ କହି ସୁମିତଙ୍କ ଘରଲୋକ ଡିମ୍ପଲଙ୍କୁ ବାପଘରକୁ ପଠାଇ ଦେବାପରେ ବିବାହ ପାଇଁ ଦୁଇ ଦୁଇଥର ତାରିଖ ଦେଇ ମଧ୍ୟ ଠ-କି ଦେଇଛନ୍ତି । ଯାହାଫଳରେ ଡିମ୍ପଲ ଯାଇ ସ୍ବାମୀ ସୁମିତଙ୍କ ଘରଆଗରେ ବସି ରହିଛନ୍ତି ଓ ଏକା ଜିଦ୍ କରୁଛନ୍ତି କି ସେ ସ୍ବାମୀଙ୍କ ସହ ତାଙ୍କ ଘରେ ରହିବେ ।

ଯଦି ସ୍ଵାମୀ ତାଙ୍କୁ ଘରକୁ ନ ନିଅନ୍ତି ତେବେ ଡିମ୍ପଲ ଆ-ତ୍ମ-ହ-ତ୍ୟା କରିବେ ବୋଲି ଧ-ମ-କ ଦେବାପରେ ତାଙ୍କୁ ବୁଝାଇବା ପାଇଁ ସ୍ଥାନୀୟ ପୋ-ଲି-ସ ଅଧିକାରୀ ମାନେ ଆସିଥିଲେ । ଆଉ ସେହି ସମୟରେ ଡିମ୍ପଲଙ୍କ ମା’ଙ୍କ ଉ-ଗ୍ର ରୂ-ପ ଦେଖିବାକୁ ମିଳିଥିଲା । ପୋ-ଲି-ସ ଡିମ୍ପଲଙ୍କୁ ସେଠାରୁ ଉଠିବାକୁ ଏବଂ ଆ-ଇ-ନ ଅନୁଯାୟୀ କାର୍ଯ୍ୟ କରିବାକୁ ବୁଝାଉଥିବା ବେଳେ ଡିମ୍ପଲଙ୍କ ମା ପୋ-ଲି-ସକୁ କ-ଡା ଜବାବ ଦେଇଛନ୍ତି । ଗତ ବର୍ଷେ ଧରି ଡିମ୍ପଲ ଆ-ଇ-ନ ଅନୁସାରେ ଚାଲିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ କିଛି ଫଳ ମିଳିନାହିଁ ।

ସୁମିତ ତାଙ୍କ ଝିଅକୁ ବିବାହ କରି ମିଛ ପ୍ରତିଶ୍ରୁତି ଦେଇ ଘରେ ରଖିବା ପରେ ଘରକୁ ପଠାଇ ଦେଇଛନ୍ତି । ତାଙ୍କ ଝିଅକୁ କିଛି ଦିନ ଘରେ ରଖି ମନ ଭରିଗଲା ପରେ ପଠାଇ ଦେଇଛନ୍ତି ବୋଲି ଡିମ୍ପଲଙ୍କ ମା କହିଛନ୍ତି । ଏପରିକି ଶ୍ଵଶୁରଘର ଲୋକେ ତାଙ୍କ ଝିଅ ଡିମ୍ପଲର ଗ-ର୍ଭ-ପା-ତ ମଧ୍ୟ କରାଇଛନ୍ତି ବୋଲି ସେ କହିଛନ୍ତି ।

ତାଙ୍କ ଝିଅକୁ ବ୍ୟବହାର କରିବା ପରେ ମା-ନ-ସି-କ ଓ ଶା-ରୀ-ରି-କ ଭାବେ ତା ସହ ଖେଳିବା ପରେ ତାକୁ ବାପଘରକୁ ପଠାଇ ଦେବା କଣ ଠିକ ବୋଲି ଓଲଟା ପୋ-ଲି-ସ ଅଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି ଡିମ୍ପଲଙ୍କ ମା । ଏନେଇ ପୋ-ଲି-ସ ଅଧିକାରୀଙ୍କ ସହ ତାଙ୍କର ଗରମାଗରମ ଯୁ-କ୍ତି-ତ-ର୍କ ହୋଇଥିବା ଦେଖିବାକୁ ମିଳୁଛି । ଡିମ୍ପଲଙ୍କ ପରି ତାଙ୍କ ମା ମଧ୍ୟ ଚାହାନ୍ତି କି ତାଙ୍କ ଝିଅ ସ୍ଵାମୀଙ୍କ ପାଖରେ ରହୁ ଓ ସ୍ତ୍ରୀର ଅଧିକାର ପାଉ ।

ସୁମିତ ଘରେ ଡିମ୍ପଲ ପ୍ରାୟ ୭ ମାସ ରହିଥିବା ବେଳେ ତାଙ୍କ ଝିଅ ଏଠାରେ ବସି ରହି ହିଁ ନ୍ୟା-ୟ ପାଇବ ବୋଲି ତାଙ୍କ ମା କହିଛନ୍ତି । ସମାଜ ତାଙ୍କ ଝିଅଠାରୁ ହା-ରି-ବ ଓ ନ୍ୟା-ୟ ପାଇଁ ଲ-ଢେ-ଇ କରି ସେ ନିଶ୍ଚିତ ଜିତିବେ ବୋଲି ତାଙ୍କ ମାଆ ଦାବି କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।