ଗୋଟିଏ ଫିଲ୍ମ କରିବା ପରେ ଛାଡିଲେ କ୍ୟାରିୟର ! ଏବେ ୨୧ ବର୍ଷ ବୟସରେ କରିଥିଲେ ବିଜିନେସ ଓ ଦେଖାଯାଉଛନ୍ତି ବହୁତ ସୁନ୍ଦର

୨୦୧୭ ମସିହାରେ ଭୂମି ଫିଲ୍ମ ରିଲିଜ ହୋଇଥିଲା । ଯାହାର ବଜେଟ ୨୬ କୋଟି ଥିଲା । ଏହି ଫିଲ୍ମଟି ବକ୍ସ ଅଫିସରେ ୧୪ କୋଟି ଟଙ୍କାର ବିଜିନେସ କରିଥିଲା । ଏହି ଫିଲ୍ମରେ ସାକ୍ଷୀ ଅଭିନେତ୍ରୀ ଭାବରେ କାମ କରିଥିଲେ । ଏହି ଫିଲ୍ମଟି ତାଙ୍କର ଫ୍ଲପ ହୋଇଥିଲା । ଭୂମି ଫିଲ୍ମଟି ଫ୍ଲପ ହୋଇଥିବାରୁ ସାକ୍ଷୀ ଲୋକପ୍ରିୟ ହୋଇ ପାରିନଥିଲେ । ଯେଉଁଥିପାଇଁ ତାଙ୍କୁ ଆଉ କୌଣସି ଫିଲ୍ମର ଅଫର ମିଳି ନଥିଲା । ସାକ୍ଷୀଙ୍କୁ ଫିଲ୍ମରେ କାମ ନ ମିଳିବାରୁ ସେ ଫିଲ୍ମ ଲାଇନ ଛାଡିଦେଇଥିଲେ ।

ଫିଲ୍ମ ଲାଇନ ଛାଡିବା ପରେ ସାକ୍ଷୀ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି । ବର୍ତ୍ତମାନ ତାଙ୍କୁ ୨୧ ବର୍ଷ ବୟସ ଅଟେ । ସେ ଏହି ବୟସରୁ ନିଜର ବ୍ୟବସାୟ ଆରମ୍ଭ କରି ଅଧିକ ଧନ ଉପାର୍ଜନ ମଧ୍ୟ କରୁଛନ୍ତି । ସେ ବ୍ୟବସାୟ କରି ବହୁତ ଖୁସିରେ ଅଛନ୍ତି ।

ସାକ୍ଷୀ ଦ୍ୱିୱେଦୀଙ୍କୁ ବୁଲିବା ବହୁତ ପସନ୍ଦ ଅଟେ । ସେଥିପାଇଁ ସେ ଭ୍ୟାକେଶନରେ ନୂଆ ନୂଆ ଜାଗା ବୁଲିବା ପାଇଁ ଯାଆନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।