ପୁଣି ଚର୍ଚ୍ଚାରେ Varsha-Anubhav ବିବାଦ, କୋର୍ଟରେ Varsha ଙ୍କ ବିଷୟରେ କିଛି ଏମିତି କହିଲେ Anubhab, ଯାହା ହେଉଛି ଏବେ ଭାଇରାଲ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଓଲିଉଡ ଜଗତର ସୁପର ଷ୍ଟାର ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଯୋଡିକୁ ବେଶ ଭଲ ଭାବେ ଜାଣିଥିବେ । ଦୁହେଁ ପରସ୍ପରକୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

କିନ୍ତୁ ଗତ କିଛି ଦିନ ହେବ ଦୁହିଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହେବାରୁ ଦୁହେଁ ପରସ୍ପର ଠାରୁ ଅଲଗା ହେବା ପାଇଁ ନିଷ୍ପତି ନେଇଛନ୍ତି । ଏଥିପାଇଁ ବର୍ଷା ଓ ଅନୁଭବ ଉଭୟ କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ ବର୍ଷା ପ୍ରଥମେ କେ-ସ ଫାଇଲ କରିଥିଲେ । ଏହା ପରେ ଡେଟ ଅନୁସାରେ ବର୍ଷା କୋ-ର୍ଟ-ରେ ହାଜର ନ ହେବାରୁ ଏହାର ପ୍ର-ତି-ବା-ଦ ଅନୁଭବ କରିଥିଲେ ।

କାରଣ ବର୍ଷା ଅଧିକାଂଶ ସମୟ ସମାଜ ସେବାରେ ନିଯୋଜିତ ରହୁଛନ୍ତି କିନ୍ତୁ କୋ-ର୍ଟ ଆସିବାକୁ ସମୟ ମିଳୁ ନାହି ବୋଲି ଅନୁଭବ ଏହା ବି-ରୁ-ଦ୍ଧ-ରେ ଅ-ଭି-ଯୋ-ଗ କରିଥିଲେ । ଗତ କିଛି ଦିନ ହେବ ଅନୁଭବ ତାଙ୍କର ଓ ତାଙ୍କ ପରିବାର ପ୍ରତି ବର୍ଷାଙ୍କ ଠାରୁ ବିପଦ ଅଛି ବୋଲି ପୁରି-ଘା-ଟ ଥା-ନା-ରେ ମା-ମ-ଲା ରୁ-ଜୁ କରିଥିଲେ । ଏହାର ଉତ୍ତରରେ ବର୍ଷା କିଛି ବି ଜଣାଇ ନାହାନ୍ତି । ବର୍ତ୍ତମାନ ସୂଚନା ଅନୁସାରେ ବର୍ଷା ଓ ଅନୁଭବ କୋ-ର୍ଟ-ରେ ପୁଣି ଥରେ ଆମନା ସାମନା ହୋଇଛନ୍ତି । ଅନୁଭବଙ୍କ ଓକିଲ ଦୁହିଙ୍କର ମଧ୍ୟରେ ଚାଲିଥିବା ମଧ୍ୟସ୍ଥତା ବନ୍ଦ କରିବା ପାଇଁ କୋ-ର୍ଟ-ରେ ଆବେଦନ କରିଛନ୍ତି ।

କାରଣ ବର୍ଷା ନିଜ କେ-ସରେ ସହଯୋଗ କରୁ ନ ଥିବାରୁ ଅନୁଭବଙ୍କ ପକ୍ଷରୁ ଅ-ଦା-ଲ-ତ ଅ-ବ-ମାନ-ନା ଅ-ଭି-ଯୋ-ଗ କରା ଯାଇଛି । ପାରିବାରିକ ଆପୋଷ ବୁଝାମଣା ପାଇଁ  ଉଭୟ ବର୍ଷା ଓ ଅନୁଭବବ କଟକ ସ୍ଥିତ କୋର୍ଟରେ ପହଞ୍ଚି ଥିଲେ । କୋର୍ଟ ନିଯୁକ୍ତି କରିଥିବା କାଉନସିଲର ଉଭୟଙ୍କୁ ପ୍ରାୟ ଦୁଇ ଘଣ୍ଟା ଧରି ବୁଝାଇ ଥିଲେ । କିନ୍ତୁ ବୁଝାମଣା ପାଇଁ ମଧ୍ୟସ୍ଥତା ପୁଣି ଥରେ ଅଧାରୁ ରହିଗଲା । ବୁଝାମଣା ସମୟରେ ଅନୁଭବ ପୁରା ଚୁପ ରହିଥିଲେ ।

ତାଙ୍କର ଓକିଲ କହିଥିଲେ ଯେ ମଧ୍ୟସ୍ଥତା ପାଇଁ କୋ-ର୍ଟ-ରେ ଆବେଦନ କରା ଯାଇଛି । ଅନୁଭବଙ୍କର ଏହି ମଧ୍ୟସ୍ଥତାକୁ ବର୍ଷାଙ୍କ ଓକିଲ ଖ-ଣ୍ଡ-ନ କରିଛନ୍ତି । ବର୍ଷାଙ୍କ ଓକିଲଙ୍କ କହିବା ଅନୁସାରେ ବର୍ଷା ସବୁ ସମୟରେ ସହଯୋଗ କରିଛନ୍ତି । ଦୁଇ ତିନୋଟି ସେଶନରେ ମଧ୍ୟସ୍ଥତା ସରେ ନାହି ବୋଲି ବର୍ଷାଙ୍କ ଓକିଲ କହିଛନ୍ତି ।

ଦୁହିଙ୍କର ବରିଷ୍ଠ କାଉନସିଲର କହିଛନ୍ତି ଯେ ଯଦି ଦୁହିଙ୍କୁ କିଛି ସମୟ ଦିଆଯାଏ ତେବେ ହୁଏ ତ ଦୁହେଁ ନିଜର ସବୁ ମନାନ୍ତର ଭୁଲି ପୁଣି ଥରେ ଏକାଠି ହୋଇ ପାରନ୍ତି । ଦୁହିଙ୍କ ଓକିଲ ମଧ୍ୟ ଆଶା କରୁଛନ୍ତି ଯେ ଦୁହେଁ ପରସ୍ପର ସବୁ ଦୋଷ ଭୁଲି ଯାଇ ପୁଣି ଥରେ ଏକାଠି ହୋଇଯିବେ । ଆଶା କରୁଛୁ ଦୁହେଁ ବହୁତ ଜଲ୍ଦି ଏକାଠି ହୋଇଯିବେ ।

ବନ୍ଧୁଗଣ ଆପଣ ମାନଙ୍କର ବର୍ଷା ଓ ଅନୁଭବଙ୍କ ମାମଲାକୁ ନେଇ କଣ ମତାମତ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାହିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।