ଟିସର୍ଟରେ ବହୁତ ସୁନ୍ଦର ଦେଖାଯାନ୍ତି ଏହି ୩ଟି କ୍ରିକେଟରଙ୍କର ପତ୍ନୀ, ବିଶ୍ଵାସ ହେଉନି ତ ଦେଖନ୍ତୁ ଫଟୋ

ସାଧାରଣତଃ ଅଧିକାଂଶ କ୍ରିକେଟର ସେଲିବ୍ରେଟି ବା ଅଭିନେତ୍ରୀମାନଙ୍କୁ ବିବାହ କରିଛନ୍ତି । ଏହି କ୍ରିକେଟରମାନଙ୍କ ପତ୍ନୀ ଦେଖିବା ପାଇଁ ବହୁତ ସୁନ୍ଦର ଓ ଷ୍ଟାଇଲିସ ଅଟନ୍ତି । ହେଲେ ଆଜି ଆମେ ଆପଣଙ୍କୁ ଏମିତି ୩ଟି କ୍ରିକେଟରଙ୍କ ପତ୍ନୀଙ୍କ ବିଷୟରେ କହିବୁ ଯେଉଁମାନେ ଟିସର୍ଟରେ ବହୁତ ସୁନ୍ଦର ଦେଖାଯାନ୍ତି । ତେବେ ଆସନ୍ତୁ ଜାଣିବା ଏହି କ୍ରିକେଟରଙ୍କ ପତ୍ନୀଙ୍କ ବିଷୟରେ ।

୧. ବିରାଟ କୋହଲୀଙ୍କ ପତ୍ନୀ ଅନୁସ୍କା ଶର୍ମା

ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲୀଙ୍କ ପତ୍ନୀ ଅନୁସ୍କା ଶର୍ମା ଜଣେ ଫେମସ ବଲିଉଡ୍ ଅଭିନେତ୍ରୀ ଅଟନ୍ତି । ଅନୁସ୍କା ଟିସର୍ଟରେ ବହୁତ ସୁନ୍ଦର ଦେଖାଯାନ୍ତି । ପ୍ରାୟ ବହୁତ ଥର ଅନୁସ୍କା ବିରାଟଙ୍କ ସହ ଟିସର୍ଟରେ ନଜର ଆସିଛନ୍ତି ।

୨. ସୋଏବ ମଲିକଙ୍କ ପତ୍ନୀ ସାନିଆ ମିର୍ଜା

ପାକିସ୍ଥାନୀ କ୍ରିକେଟର ସୋଏବ ମଲିକଙ୍କର ପତ୍ନୀ ହେଉଛନ୍ତି ସାନିଆ ମିର୍ଜା । ସାନିଆ ମିର୍ଜା ଟେନିସର ଜଣେ ଫେମସ ଖେଳାଳି ଅଟନ୍ତି । ସାନିଆ ଟିସର୍ଟରେ ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି । ସାନିଆ କୌଣସି ବଲିଉଡ୍ ଅଭିନେତ୍ରୀ ଠୁ କମ ନୁହନ୍ତି ।

୩. ଯୁବରାଜ ସିଂହଙ୍କ ପତ୍ନୀ ହେଜଲ କୀଚ

ଭାରତୀୟ କ୍ରିକେଟ ଟିମର ଫେମସ ଖେଳାଳି ଯୁବରାଜ ସିଂହଙ୍କ ପତ୍ନୀ ହେଜଲ କୀଚ ଦେଖିବା ପାଇଁ ବହୁତ ସୁନ୍ଦର, ହେଲେ ସେ ଟିସର୍ଟରେ ବହୁତ ଅଧିକ ସୁନ୍ଦର ଓ ଷ୍ଟାଇଲିସ ଦେଖାଯାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।