ବୁମରାଙ୍କ ପ୍ରେମରେ ପାଗଳ ଏହି ହିରୋଇନ, ଫଟୋ ଦେଖି ଆପଣଙ୍କୁ ବି ହେବ ନାହିଁ ବିଶ୍ଵାସ

କ୍ରିକେଟରଙ୍କୁ ନିଜର ହୃଦୟ ଦେବା ପାଇଁ ବଲୀଉଡ ସବୁବେଳେ ପ୍ରସ୍ତୁତ ଥାଏ । ବଲୀଉଡ ଅଭିନେତ୍ରୀ ଓ କ୍ରିକେଟରମାନଙ୍କର ଯୋଡି କୌଣସି ନୂଆ କଥା ନୁହେଁ । ଯେମିତି କି ବିରାଟ ଓ ଅନୁସ୍କାଙ୍କ ପ୍ରେମ ଓ ବିବାହ ବହୁତ ଚର୍ଚ୍ଚାରେ ଥିଲା । ଷ୍ଟାରମାନଙ୍କ ପାଇଁ ଗ୍ଲୈମର ଦୁନିଆରେ ପରସ୍ପର ସହିତ ପରିଚିତ ହେବା ବହୁତ ସହଜ କଥା ଅଟେ । ବର୍ତ୍ତମାନ ହିଁ ଗୋଟିଏ ନୂଆ ପ୍ରେମ କାହାଣୀ ସାମ୍ନାକୁ ଆସିଛି ।

ଆମେ କଥା ହେଉଛୁ ଭାରତୀୟ କ୍ରିକେଟ ଟିମର ସଫଳ ଓ ୱାର୍ଲ୍ଡର ନମ୍ବର ୧ ବୋଲର ଜସପ୍ରୀତ ବୁମରାଙ୍କ ବିଷୟରେ ।

ଶୁଣିବାକୁ ମିଳୁଛି କି ଟଲୀଉଡର ଜଣେ ଅଭିନେତ୍ରୀ ତାଙ୍କ ପ୍ରେମରେ ପଡି ଯାଇଛନ୍ତି । କଣ ଆପଣ ଜାଣିବାକୁ ଚାହାଁନ୍ତି ସେହି ଅଭିନେତ୍ରୀଙ୍କ ବିଷୟରେ ?

ଜସପ୍ରୀତ ବୁମରାଙ୍କୁ ଯେଉଁ ଅଭିନେତ୍ରୀ ହୃଦୟ ଦେଇ ବସିଛନ୍ତି ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ସାଉଥ ସିନେମାର ଜଣା ଶୁଣା ଅଭିନେତ୍ରୀ ରାଶି ଖନ୍ନା । ରାଶି ସାଉଥରେ ବହୁତ ବଡ ବଡ ଫିଲ୍ମରେ କାମ କରି ସାରିଛନ୍ତି । ଯେମିତି କି ସନ ଅଫ ସତ୍ୟମୂର୍ତି – ୨, ଶିବମ, ଜିଲ, ହାଇପର ଭଳି ଅନେକ ଫିଲ୍ମରେ ସେ କାମ କରିଛନ୍ତି ।

ଆପଣଙ୍କୁ କହିଦେଉଛୁ କି ରାଶି ସୋସିଆଲ ମିଡିଆରେ ଜସପ୍ରୀତ ବୁମରାଙ୍କର ବହୁତ ପ୍ରଶଂସା କରିଥାନ୍ତି । ତାଙ୍କର କହିବା ଅଟେ କି ତାଙ୍କୁ ଜସପ୍ରୀତ ବୁମରାଙ୍କର ଖେଳ ବହୁତ ଭଲ ଲାଗିଥାଏ ଓ ସେ ତାଙ୍କର ବହୁତ ବଡ ଫ୍ୟାନ ଅଟନ୍ତି । ବର୍ତ୍ତମାନ ପ୍ରଶ୍ନ ଏହା ଅଟେ କି କଣ ଜସପ୍ରୀତ ବୁମରାଙ୍କୁ ଏହି କଥା ବିଷୟରେ ଜଣା ଅଛି ? ସେ କଣ ରାଶିଙ୍କ ପ୍ରେମ ବିଷୟରେ ଜାଣିଛନ୍ତି ? ଏହା ତ ସମୟ ହିଁ କହିବ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।