ଏଥି ଆଖି ମଧ୍ୟରୁ ଗୋଟେ ଆଖି କୁ ବାଛି ଜାଣି ପାରିବେ ନିଜ ବିଷୟରେ ସବୁ କିଛି, ବିଶ୍ଵାସ ନ ଥିଲେ ନିଜେ ଦେଖି ନିଅନ୍ତୁ

କୁହାଯାଏ କି ଆଖି ଆମ ମନର ଆଇନା ଅଟେ । ଜଣଙ୍କ ମନରେ କଣ ଚାଲିଛି ଆମେ ତା ଆଖିରୁ ଜାଣି ପାରୁ । ଯଦିଓ ସମସ୍ତେ ଆଖିର ଏହି ଭାଷା କୁ ବୁଝି ପାରନ୍ତି ନାହିଁ, କିନ୍ତୁ ସମସ୍ତଙ୍କ ଆଖି କିଛି ନା କିଛି କୁହେ । ଆଖି ର କଣ ମହତ୍ଵ ଏହା ତ ଆପଣ ଜାଣି ହିଁ ଥିବେ । କିନ୍ତୁ ଏହି ଫୋଟୋ ରେ ଯେଉଁ ଆଖି ଗୁଡିକ ଦେଖା ଯାଉଛି ଏହା ପ୍ରକୃତରେ ବହୁତ ଖାସ ଅଟେ । ଆପଣ ଏହା ମଧ୍ୟରୁ ନିଜ ପସନ୍ଦର କୌଣସି ଆଖି ବାଛି ଦେଖି ନିଅନ୍ତୁ ସତ ଆପଣ ନିଜେ ଜାଣି ପାରିବେ । ଯେଉଁ ଆଖି ଆପଣଙ୍କୁ ସବୁଠୁ ଅଧିକା ଭଲ ଲାଗୁଛି ବା ଯାହା ଆପଣଙ୍କୁ ତା ଆଡକୁ ଆକର୍ଷିତ କରୁଛି ସେହି ଆଖିକୁ ହିଁ ବାଛନ୍ତୁ, ଏହା ଆପଣଙ୍କ ବିଷୟରେ ଏକ ବଡ ରାଜ ଖୋଲିପାରେ ।

ଜାଣନ୍ତୁ କଣ କହୁଛି ଏହି ଆଖି-

ପ୍ରଥମ ଆଖି-

ଯଦି ଆପଣ ଚିତ୍ର ମଧ୍ୟରୁ ପ୍ରଥମ ଆଖି ଟିକୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ଭିତରୁ ବହୁତ ସୁନ୍ଦର, ଆପଣ ସବୁବେଳେ ଖୁସିରେ ରୁହନ୍ତି, ଯାହାର ସକାରାତ୍ମକ ପ୍ରଭାବ ଆଖ ପାଖ ଲୋକଙ୍କ ଉପରେ ମଧ୍ୟ ପଡେ । ଆପଣଙ୍କ ଭଳି ଲୋକ ଏହି ଦୁନିଆରେ ବହୁତ କମ ।

ଦ୍ଵିତୀୟ ଆଖି-

ଯଦି ଆପଣ ଏହି ଆଖି ଟିକୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ବହୁତ ସ୍ପଷ୍ଟବାଡି ବ୍ୟକ୍ତି ଅଟନ୍ତି । କେତେ ଥର ଆପଣଙ୍କ ର ଏହି ଅଭ୍ଯାସ ଅନ୍ୟ ମାନଙ୍କ ପାଇଁ ସମସ୍ୟାର କାରଣ ହୋଇଯାଏ କିନ୍ତୁ ଆପଣଙ୍କୁ ସେଥିପାଇଁ କିଛି ଫରକ ପଡେ ନାହିଁ ।

ତୃତୀୟ ଆଖି-

ଯଦି ଏହି ଆଖି ପସନ୍ଦ କରିଛନ୍ତି ତେବେ ଆପଣ ବହୁତ ଭାବୁକ ଅଟନ୍ତି । ଦୁର୍ଭାଗ୍ୟ ବଶତଃ ଆପଣଙ୍କ ଅତୀତ ବହୁତ ଦୁଖ ଓ କଷ୍ଟରେ କଟିଛି । ଯାହାର ପ୍ରଭାବ ଆପଣଙ୍କର ବର୍ତ୍ତମାନ ଉପରେ ମଧ୍ୟ ପଡୁଛି ।

ଚତୁର୍ଥ ଆଖି-

ଯଦି ଚତୁର୍ଥ ଆଖି ଟି ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ଜାଣିଛନ୍ତି ଜୀବନ ବଞ୍ଚିବା ପାଇଁ ପରିଶ୍ରମ କରିବା ଆବଶ୍ୟକ । ଲୋକ ଆପଣଙ୍କୁ ମାର୍ଗଦର୍ଶକ ରୂପେ ଦେଖନ୍ତି, କାହିଁକି ନା ଆପଣଙ୍କ ପାଖେ ସେହି ସବୁ ଗୁଣ ଅଛି । ଆପଣ ନିଜର ଖାଲି ସମୟରେ ଜୀବନକୁ ଗମ୍ଭୀର ଭାବେ ବୁଝିବାକୁ ଚେଷ୍ଟା କରନ୍ତି ।

ପଞ୍ଚମ ଆଖି-

ଏହି ଆଖି ପସନ୍ଦ କରିଥିବା ବ୍ୟକ୍ତି ବହୁତ ରହସ୍ୟମୟ ବ୍ୟକ୍ତିତ୍ବ ର ଅଟନ୍ତି । ଆପଣଙ୍କୁ ଲୋକ ସହଜରେ ବୁଝିପାରନ୍ତି ନାହିଁ ।

ଷଷ୍ଠ ଆଖି-

ଏହି ଆଖି ପସନ୍ଦ କରିଥିବା ବ୍ୟକ୍ତି ମାନେ ବହୁତ ସଂବେଦନଶୀଳ ଓ ବିଚାରବନ୍ତ ଲୋକ ଅଟନ୍ତି । ଆପଣ ଛୋଟରୁ ଛୋଟ କଥାକୁ ମଧ୍ୟ ବହୁତ ଗମ୍ଭୀରତା ର ସହ ବୁଝିବାକୁ ଚେଷ୍ଟା କରନ୍ତି । ସେଥିପାଇଁ ବେଳେ ବେଳେ ଆପଣ ବହୁତ ବ୍ୟସ୍ତ ମଧ୍ୟ ହୋଇପଡନ୍ତି ।

ସପ୍ତମ ଆଖି-

ଯଦି ଏହି ଆଖି ଟିକୁ ବାଛିଛନ୍ତି ତେବେ ଆପଣ ଖାଲି ବସିବାକୁ ପସନ୍ଦ କରନ୍ତି ନାହିଁ । ଆପଣ ଅଳସୁଆ ଲୋକଙ୍କ ଠାରୁ ବହୁତ ଡୁଆରେ ରୁହନ୍ତି । ଆପଣ ଏକ ବହୁତ ଭଲ ମାର୍ଗଦର୍ଶକ ଅଟନ୍ତି ।

ଅଷ୍ଟମ ଆଖି-

ଏହି ଆଖି ବାଛିଥିବା ବ୍ୟକ୍ତିଙ୍କୁ ସମସ୍ତେ ପ୍ରଥମ ଦେଖରେ ଅତି ସାଧାରଣ ବୋଲି ଭାବିନିଅନ୍ତି । କିନ୍ତୁ ଆପଣଙ୍କ ସହ ମିଶିବା ପରେ ହିଁ ସେ ଜାଣି ପାରନ୍ତି ଆପଣ ପ୍ରକୃତରେ କିପରି । ଆପଣ ପରମ୍ପରାରେ ବିଶ୍ବାସ କରନ୍ତି ନାହିଁ ।

ନବମ ଆଖି-

ଏହି ଆଖି ପସନ୍ଦ କରିଥିବା ବ୍ୟକ୍ତି ନିଜ ସାମ୍ନାରେ ଥିବା ବ୍ୟକ୍ତିକୁ ଭଲ ଭାବେ ବୁଝି ପାରନ୍ତି । ଏହା ଅର୍ଥ ଆପଣ କାହାକୁ ବି ଦେଖି ତା ବିଷୟରେ ଜାଣିପାରନ୍ତି ।