TV ର ଏହି 6 ଜଣ Actress ଫେମସ ହେବା ମାତ୍ରେ ହିଁ ବଦଳେଇ ଦେଲେ ନିଜର ଅସଲ ନାମ, ୩ ନମ୍ବର Actress ତ ବାରମ୍ବାର ବଦଳେଇ ଥିଲେ ନାମ

ସଫଳତା ପାଇବା ପାଇଁ ତାରକା ମାନେ କ’ଣ କ’ଣ ନ କରିଥାନ୍ତି । କେହି କେହି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାଁ ବଦଳାଇ ଥାନ୍ତି ତ କେହି କେହି ନା ସହିତ ଅକ୍ଷର ଯୋଡି ଦେଇଥାନ୍ତି । କିଛି ତ ଏମିତି ଥାନ୍ତି ସେମାନେ କାହା ଉପଦେଶରୁ ନୁହେଁ ବରଂ ନିଜ ଇଚ୍ଛାରେ ନାଁ ବଦଳାଇ ଥାନ୍ତି । ଆଜି ଆମେ ଆପଣଙ୍କୁ ସେହି ଟିଭି ଅଭିନେତ୍ରୀଙ୍କ ନାଁ କହିବୁ ଯେଉଁ ମାନଙ୍କ ପ୍ରକୃତ ନାମ ଆପଣ ଜାଣି ନଥିବେ ? ତାଙ୍କ ପ୍ରକୃତ ନାମ କିଛି ଅଲଗା ଅଛି କିନ୍ତୁ ତାଙ୍କ ଫ୍ୟାନ୍ ମାନେ ତାଙ୍କୁ ଅଲଗା ନାଁ ରେ ଜାଣନ୍ତି । ତେବେ ଆସନ୍ତୁ ଜାଣିବା ଆମ ଲୀଷ୍ଟରେ କେଉଁ କେଉଁ ନାମ ଅଛି ।

୧- ଛୋଟ ପରଦାରେ ଚର୍ଚ୍ଚିତ ନାଗୁଣୀ ( ନାଗୀନ୍ ସିରିଏଲ) ଅନୀତା ହସନନ୍ଦା ତାଙ୍କ ପ୍ରକୃତ ନାମ ନତାଶା ହସନନ୍ଦାନୀ ଅଟେ କିନ୍ତୁ ସେ ତାଙ୍କ ନାଁ ବଦଳାଇ ଅନୀତା ହସନନ୍ଦାନୀ ରଖିଦେଲେ । ଅନୀତା ହସନନ୍ଦାନୀ ତାଙ୍କ ଅଭିନୟର ଆରମ୍ଭ ଏକତା କପୁରଙ୍କ ସିରିଏଲ୍ ‘କଭି ସୈାତନ୍ କଭି ସହେଲୀ’ ରେ ଅଭିନୟ କରିଥିଲେ

କିନ୍ତୁ ସେ ଟିଭିରେ ଆସିବା ପୁର୍ବରୁ ନତାଶା ତାଙ୍କ ନାଁ ବଦଳାଇ ଦେଲେ । ତାଙ୍କୁ ଏପରି ଲାଗିଲା ଯାହା ସାଧାରଣ ନାମ ଲୋକମାନଙ୍କୁ ଭଲ ଲାଗିବ ଏବଂ ତା’ର ପପୁଲାର ହେବାର ସମ୍ଭାବନା ଅଧିକ ରହିଥାଏ ।

୨- ଟିଭି ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ଏବଂ ବିଶ୍ଵର ଅଭିନେତ୍ରୀ ସୁନ୍ଦର ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ନିଆ ଶର୍ମା ଯାହାଙ୍କର ପ୍ରକୃତ ନାମ ନେହା ଶର୍ମା କିନ୍ତୁ ପଛରେ ସେ ତାଙ୍କ ନାଁ ବଦଳାଇ ଦେଲେ । ନାଁ ବଦଳାଇବା ପଛରେ କୈାଣସି କାରଣ ନଥିଲା କିନ୍ତୁ ନେହା ବହୁତ ସାଧାରଣ ନାମ ହୋଇ ଥିବାରୁ କିନ୍ତୁ ମୁଁ କିଛି ଖାସ୍ ଅଟେ ବାକି ଲୋକଙ୍କ ଠାରୁ ଅଲଗା ଅଟେ । ସେଥିପାଇଁ ନେହା ତାଙ୍କ ନାଁ ବଦଳାଇ ନିଆ ରଖିଦେଲେ ।

୩- ଟିଭି ସୋ ‘ଉତ୍ତରନ୍ କି ତପସ୍ୟା’ ର ରଶ୍ମି ଦିଶାଇ ୯ ବର୍ଷ ପୂର୍ବରୁ ନିଜ ନାଁ ବଦଳାଇ ଦେଇ ଥିଲେ । ତାଙ୍କ ପ୍ରକୃତ ନାମ ସିବାନୀ ଦିଶାଇ ଥିଲା । ପରେ ସେ ନାଁ ବଦଳାଇ ଦିବ୍ୟା ଦିଶାଇ ରଖିଥିଲେ । ତୃତୀୟ ଥର ସେ ନାଁ ବଦଳାଇ ରଶ୍ମି ଦିଶାଇ ରଖିଥିଲେ । ତାଙ୍କ କହିବା କଥା ତାଙ୍କ ମା ତାଙ୍କର କ୍ୟାରିୟର କୁ ନେଇ ନାଁ ବଦଳାଇବାର ଉପାୟ ଦେଇଥିଲେ ତାପରେ ସେ ଅନେକ ଟିଭି ପ୍ରୋଗ୍ରାମ କରି ଚର୍ଚ୍ଚାକୁ ଆସିଥିଲେ ।

୪- ଟିଭି ଅଭିନେତ୍ରୀ ଦିଲଜିତ୍ କୋର ନାଁ ବଦଳାଇ ଦୀପା ଜ୍ୱେତନ୍ କରିଛନ୍ତି । ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ଫଟୋ ସେୟାର କରି କ୍ୟାପସନ୍ ରେ ଲେଖିଲେ ପରିଚିତ କରାଉଛି ଦୀପା ସେହି ଲୋକଙ୍କ ପାଇଁ ଯିଏ ମତେ ବହୁତ ଭଲ ପାଆନ୍ତି ଏବଂ ମୋ ସହ ଯୋଡ଼ି ରହିବାକୁ ଚାହାଁନ୍ତି । ତା ଛଡା ସେ ଦୀପାବଳୀ ରେ ଜନ୍ମ ହୋଇଥିଲେ ଯେଉଁଥିପାଇଁ ତାଙ୍କ ନାଁ ବଦଳାଇ ଦୀପା ରଖିଦେଲେ ।

୫- ସିରିଏଲ ‘ଘର୍ କି ଲକ୍ଷ୍ମୀ ବେଟିଆଁ’ ରେ ନଜର ଆସିଥିବା ଟିଆ ତା ପୂର୍ବରୁ ବିକ୍ରମ ଭଟ୍ଟଙ୍କ ଫିଲ୍ମ ହଣ୍ଟେଡ୍ ରେ କାମ କରିଥିଲେ । ସେ ତାପରେ ତାଙ୍କ ନାମ ଟ୍ୱିଙ୍କଲ୍ ବାଜପେୟୀ ରୁ ନାଁ ବଦଳାଇ ଟିଆ ବାଜପେୟୀ ରଖିଦେଲେ ।

୬- ଦୋ ଦିଲ୍ ଏକ୍ ଜାନ୍, ସସୁରାଲ ଗେନ୍ଦାଫୁଲ୍ ଏବଂ ଗୁଲାବ ଭଳି ଟିଭି ସିରିଏଲରେ ନାଁ କମାଇଥିବା ରିଦିମା ତିୱାରୀ ସେ ତାଙ୍କ ନାଁ ନିଜ ଇଚ୍ଛାରେ ବଦଳାଇ ଦେଲେ । ତାଙ୍କ ପ୍ରକୃତ ନାମ ସ୍ବେତା ତିୱାରୀ ଥିଲା କିନ୍ତୁ ଲୋକପ୍ରିୟତା ନମିଳିବାରୁ ସେ ତାଙ୍କ ନାଁ ବଦଳାଇ ଦେଲେ ଓ ରିଦୀମା ତିୱାରୀ ରଖିଦେଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।