ରଣବୀର କପୁରଙ୍କ ପାଇଁ ଝିଅମାନେ ପାଗଳ, ଆଲିୟା ଭଟ୍ଟଙ୍କ ପରେ ଏହି ହିରୋଇନ ପ୍ରକାଶ କଲେ ବିବାହ କରିବାର ଇଛା

ରଣବୀର କପୁରଙ୍କ ଷ୍ଟାଇଲ ପାଇଁ ଝିଅମାନେ ତାଙ୍କ ପାଇଁ ପାଗଳ ହୋଇ ଯାଇଛନ୍ତି । ଆଲିୟା ଭଟ୍ଟଙ୍କ ପରେ ଆଉ ଜଣେ ଅଭିନେତ୍ରୀ ରଣବୀରଙ୍କୁ ବିବାହ କରିବା ପାଇଁ ଇଛା କରିଛନ୍ତି । ସେ କରଣ ଜୋହରଙ୍କ ଚାଟ ଶୋରେ ନିଜର ଇଛା ବିଷୟରେ କହିଛନ୍ତି । ସବୁଠାରୁ ବଡ ଖାସ କଥା ଏହା କି ସେହି ଅଭିନେତ୍ରୀଙ୍କ ସହିତ ତାଙ୍କ ବାପା ମଧ୍ୟ ସେହି ଶୋରେ ଉପସ୍ଥିତ ଥିଲେ ।

ଯେବେ ଠାରୁ ଆଲିୟା ଭଟ୍ଟ ରଣବୀର କପୁରଙ୍କ ସହିତ ଥିବା ତାଙ୍କର ସମ୍ପର୍କ ବିଷୟରେ ସ୍ଵୀକାର କରିଛନ୍ତି ତାଙ୍କର ପ୍ରଶଂସକ ବର୍ତ୍ତମାନ ଖୁସି ଖବର ପାଇବା ପାଇଁ ଅପେକ୍ଷା କରିଛନ୍ତି । ତାଙ୍କର ବିବାହ ଚର୍ଚା ମଧ୍ୟରେ ଆଉ ଜଣେ ଅଭିନେତ୍ରୀ ପଶି ଆସିଛନ୍ତି । ନବାବ ବଂଶର ବାରିସ ସାରା ଅଲି ଖାନ କରଣ ଜୋହରଙ୍କ ଶୋରେ ନିଜ ଇଛା ବିଷୟରେ କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ସାରା ଅଲି ନିଜ ପିତା ସେଫ ଅଲି ଖାନଙ୍କ ସହିତ ସେହି ଶୋରେ ଉପସ୍ଥିତ ଥିଲେ ।

ଯେତବେଳେ ତାଙ୍କୁ ପଚରାଗଲା କି ତାଙ୍କୁ ରଣବିର କପୁର ଏବଂ କାର୍ତିକ ଆର୍ଯନଙ୍କ ମଧ୍ୟରେ ବିବାହ ପାଇଁ ବାଛିବା ପାଇଁ ପଡେ ତାହେଲେ ସେ କାହାକୁ ବାଛିବେ ? ସେ କହିଥିଲେ କି ତାଙ୍କର ବିବାହ ରଣବୀର କପୁରଙ୍କ ସହିତ ହୋଇ ଯାଆନ୍ତା କି ।

ସାରା ଅଲି ଖାନ ବିବାହ ପାଇଁ ଇଚ୍ଛା ପ୍ରକାଶ କଲେ

ସାରା ଅଲି ଖାନ ଉତ୍ତର ଦେଲେ କି ସେ ବିବାହ ରନବୀର କପୁରଙ୍କ ସହିତ କରିବେ ଏବଂ କାର୍ତିକ ଙ୍କ ସହିତ ସେ ଡେଟ କରିବେ ବୋଲି କହିଥିଲେ । ଆପଣ ମାନେ ଜାଣିଥିବେ କି ସାରା ଅଲି ଖାନ ଏବଂ କାର୍ତିକ କିଛି ଦିନ ପାଇଁ ପରସ୍ପରକୁ ଡେଟ କରି ସାରିଛନ୍ତି । କିନ୍ତୁ କୌଣସି କାରଣ ପାଇଁ ଦୁଇ ଜଣଙ୍କ ଭିତରେ ଏହି ସମ୍ପର୍କ ଅଧିକ ଦିନ ରହିପାରିଲା ନାହିଁ । ଆଲିୟା ଭଟ୍ଟ ରଣବୀର କପୁରଙ୍କୁ ଡେଟ କରୁଛନ୍ତି ଏବଂ ଦୁଇ ଜଣଙ୍କ ସମ୍ପର୍କକୁ ନେଇ ତାଙ୍କଟ ପରିବାର ଲୋକ ମଧ୍ୟ ଅନୁମତି ଦେଇଛନ୍ତି ।

ଯେତବେଳେ ଋଷି କପୁରଙ୍କ ମୃତ୍ୟୁ ପରେ ରଣବୀର କପୁରଏନକେ ପୁରା ପରିବାର ଲୋକ ଦୁଖଃରେ ଥିଲେ ସେତବେଳେ ଆଲିୟା ଭଟ୍ଟ ରଣବୀର କପୁର ଏବଂ ତାଙ୍କ ପରିବାର ସହିତ ରହିଥିଲେ । ଆଲିୟା ରଣବୀରଙ୍କ ସହିତ ସବୁ ସମୟରେ ଠିଆ ହୋଇଛନ୍ତି । ସେ ନୀଟୁ କପୁର ଙ୍କର ମଧ୍ୟ ବହୁତ ଭଲ ଭାବରେ ଧ୍ୟାନ ରଖିଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।