୪୯ ବର୍ଷର ଏହି ସୁନ୍ଦର ଅଭିନେତ୍ରୀ ଆଜି ବି ପଛରେ ଛାଡିଦେବେ ବଡ ବଡ ଅଭିନେତ୍ରୀଙ୍କୁ, ଫଟୋ ଦେଖି ଚକିତ ହୋଇଯିବେ ଆପଣ

ସଲମାନ ଖାନଙ୍କ ସହିତ ବହୁତ ଅଭିନେତ୍ରୀଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନୟ କରିଥିବାର ଆପଣମାନେ ଦେଖିଥିବେ । କିଛି ଅଭିନେତ୍ରୀଙ୍କର କାରିୟରକୁ ସୁଧାରିବାରେ ସଲମାନଙ୍କର ହାତ ଅଛି । କିନ୍ତୁ ଆଜି ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କ ପାଇଁ ସଲମାନ ଖାନ ନୁହେଁ, ସଲମାନଙ୍କ ପାଇଁ ସେ ଲକି ହୋଇଥିଲେ । ଚାଲନ୍ତୁ ଜାଣିବା ଆଜିର ଏହି ଲେଖାରେ ଆପଣଙ୍କ ପାଇଁ କଣ ଅଛି ?

୯୦ ଦଶକରେ ଯେତେବେଳେ ସଲମାନ ଖାନ ନୂଆ ନୂଆ ବଲୀଉଡରେ ଆସିଥିଲେ, ସେତେବେଳେ ତାଙ୍କର ଫିଲ୍ମ ଦେଖିବାକୁ କେହି ପସନ୍ଦ କରୁ ନଥିଲେ, କିନ୍ତୁ ସେହି ସମୟରେ ଗୋଟିଏ ଅଭିନେତ୍ରୀଙ୍କ ସହିତ କାମ କରିବା କାରଣରୁ ସଲମାନଙ୍କର ଭାଗ୍ୟ ଚମକି ଥିଲା, କିନ୍ତୁ ସେହି ଅଭିନେତ୍ରୀ ବର୍ତ୍ତମାନ କେଉଁଠି ହଜି ଯାଇଛନ୍ତି । ଏମିତି ନୁହେଁ କି ସେ ସୁନ୍ଦର ନୁହନ୍ତି, ଆଜି ବି ସେ ବଡ ବଡ ସୁନ୍ଦର ଅଭିନେତ୍ରୀଙ୍କୁ ଚାଲେଞ୍ଜ ଦେଇ ପାରିବେ ।

ଆମେ କଥାବାର୍ତ୍ତା କରୁଛୁ ସଲମାନ ଖାନଙ୍କର ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ବିଷୟରେ । ଭାଗ୍ୟଶ୍ରୀ ସଲମାନଙ୍କର ଲାଇଫକୁ ବଦଳାଇ ଦେଇଥିଲେ । ଆଜି କିନ୍ତୁ ଭାଗ୍ୟଶ୍ରୀ ନିଜକୁ ବଲୀଉଡରୁ ଦୂର କରି ଦେଇଛନ୍ତି । କିନ୍ତୁ ଗୋଟିଏ ସମୟ ଥିଲା ତାଙ୍କ ନାମ ବହୁତ ପ୍ରସିଦ୍ଧ ଥିଲା । ସୋସିୟାଲ ମିଡିୟାରେ ଆଜି ବି ତାଙ୍କର ବହୁତ ଫ୍ୟାନ ଅଛନ୍ତି । କହିଦେଉଛୁ ଯେ ଭାଗ୍ୟଶ୍ରୀ ୪୯ ବର୍ଷର ହୋଇ ସାରିଛନ୍ତି । କିନ୍ତୁ ତାଙ୍କର ସୁନ୍ଦରତା ଟିକେ ହେଲେ ବି କମ ହୋଇନାହିଁ ।

ଫିଲ୍ମ “ମୈନେ ପ୍ଯାର କିୟା” ରେ ଡେବ୍ଯୂ କରିଥିବା ଭାଗ୍ୟଶ୍ରୀଙ୍କର ଭାଗ୍ୟ ପ୍ରଥମ ଫିଲ୍ମରୁ ହିଁ ଚମକି ଥିଲା । କିନ୍ତୁ ଏହା ପରେ ସେ ଲାଇମ ଲାଇଟରୁ ଦୂରେଇ ଗଲେ । କିନ୍ତୁ ୨୦୦୩ରେ ପୁଣିଥରେ ଫିଲ୍ମରେ ଆସିବା ପାଇଁ ନିସ୍ପତି ନେଇଥିଲେ । କିନ୍ତୁ ପୁଣି ଥରେ ନିଜ ଭାଗ୍ୟ ଆଗରେ ସେ ହାରି ଗଲେ ଏବଂ ବର୍ତ୍ତମାନ ସେ ଏକ ସାଧାରଣ ଜୀବନ ବିତାଉ ଛନ୍ତି । ବାହା ହେବା ପରେ ସେ ବଲୀଉଡରୁ ଦୂରେଇ ଗଲେ । ଯେଉଁ କାରଣରୁ ତାଙ୍କ ହାତରୁ କାମ ଗୁଡିକ ମଧ୍ୟ ଚାଲିଗଲା ।

କିନ୍ତୁ ବର୍ତ୍ତମାନ ଭାଗ୍ୟଶ୍ରୀ ନିଜର କିଛି ଫଟୋ ଶେୟାର କରିଛନ୍ତି, ଏହାକୁ ଦେଖି କୁହାଯାଇ ପାରିବ କି ସେ ଆଜି ବି ବହୁତ ହଟ ଦେଖାଯାଉଛନ୍ତି । କହିଦେଉଛୁ ଯେ ତାଙ୍କର ଦୁଇଟି ପିଲା ଅଛନ୍ତି । ୨୩ ବର୍ଷର ପୁଅ ଅଭିମନ୍ୟୁ ଏବଂ ଝିଅ ୨୧ ବର୍ଷର ଅବନ୍ତିକା । ଭାଗ୍ୟଶ୍ରୀଙ୍କ ଭଳି ତାଙ୍କ ଝିଅ ବି ଫିଲ୍ମରେ କାମ କରିବା ପାଇଁ ଚାହୁଁଛନ୍ତି ।

ଏହି ପୋଷ୍ଟ ସମ୍ବନ୍ଧରେ ଆପଣଙ୍କ ମୂଲ୍ୟବାନ ମତାମତ ନିଶ୍ଚୟ କମେଣ୍ଟ କରନ୍ତୁ ଓ ପୋଷ୍ଟଟି ଭଲ ଲାଗିଲେ ଲାଇକ ଓ ଶେୟାର କରନ୍ତୁ ।