Ajay Devgan ଙ୍କ ପ୍ରେମରେ ପାଗଳ ଥିଲେ Bollywood ର ଏହି 4 ହିରୋଇନ, ନମ୍ବର 4 ତ ଏ ପର୍ଯ୍ୟନ୍ତ ଅଛନ୍ତି କୁଆଁରୀ

ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନେ ନିଜର ଜବରଦସ୍ତ ପର୍ଫୋମାଂସ ପାଇଁ ନୁହେ ବରଂ ଷ୍ଟାଇଲ, ପର୍ଶନାଲିଟି ପାଇଁ ମଧ୍ୟ ଖୁବ ଚର୍ଚ୍ଚାରେ ରହିଥାନ୍ତି । ଏମିତି କିଛି କଳାକାର ବଲିଉଡରେ ଅଛନ୍ତି ଯେଉଁ ମାନଙ୍କ ସହ ଅନେକ ଅଭିନେତ୍ରୀ ମାନକ ନାଁ ଯୋଡା ଯାଇଛି ।

ଏମିତିକି କିଛି ଅଭିନେତା ବଲିଉଡର ଅଭିନେତ୍ରୀଙ୍କ ସହ ରୋମାନସ କରିବାର ମଧ୍ୟ ନଜର ଆସନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ଅଜୟ ଦେବଗନଙ୍କ ପ୍ରେମରେ ବଲିଉଡର ଏହି ୪ଟି ଅଭିନେତ୍ରୀ ପଡିଥିଲେ , ସେମାନଙ୍କ ମଧ୍ୟରୁ ଜଣେ ଆଜି ବି ଶିଂଗଲ ଅଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ବଲିଉଡରେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ସ୍ଥାନ ସୃତି କରିଥିବା ଅଭିନେତା ଅଜୟ ଦେବଗନଙ୍କୁ କିଏ ନ ଯାଇଛନ୍ତି ।

ସେ ବହୁତ ସରଳ ସ୍ଵଭାବର ହୋଇଥିବା ବେଳେ ଅଭିନେତ୍ରୀ କାଜୋଲ ସ୍ମାର୍ଟ ଅଟନ୍ତି । ଦୁହିଙ୍କର ବିଚାର ପରସ୍ପର ଠାରୁ ଅଲଗା ହୋଇଥାଏ । ଯେତେବେଳେ କାଜୋଲ ଓ ଅଜୟଙ୍କ ମ୍ୟାରେଜ କଥା ମିଡିଆରେ ପ୍ରକାଶ ପାଇଥିଲା ସେତେବେଳେ କୁହା ଯାଉଥିଲା ଯେ ବେସୀ ଦିନ ଯାଏଁ ଦୁହିଙ୍କ ସମ୍ପର୍କ ତିଷ୍ଠି ପାରିବ ନାହି ।

କିନ୍ତୁ ଏହି କଥା ମିଥ୍ୟା ହୋଇଥିଲା । ଏହି ଦୁଇ ଯୋଡି ୧୯୮୯ରେ ପରସ୍ପର ସହ ମ୍ୟାରେଜ କରିଥିଲେ । କାଜୋଲଙ୍କ ସହ ବିବାହ ପୂର୍ବରୁ ଅଜୟଙ୍କ ନାଁ ଅନେକ ଅଭିନେତ୍ରୀଙ୍କ ସହ ଯୋଡା ଯାଇଥିଲା । “ଫୁଲ ଅର କାଣ୍ଟେ” ଫିଲ୍ମରେ ସଫଳତା ପରେ ଅଜୟଙ୍କ ନାଁ ଅଭିନେତ୍ରୀ କରିସ୍ମା କପୁରଙ୍କ ସହ ଯୋଡା ଯାଇଥିଲା । ଦୁହେଁ  “ଜିଗର,” “ଧନୱାନ”, “ସଂଗ୍ରାମ”, “ଶକ୍ତି” ଓ “ସୁହାଗ” ଆଦି ଫିଲ୍ମରେ ନଜର ଆସିଥିଲେ । ସେହି ସମୟରେ ଦୁହିଙ୍କର ରୋମାନସ ମଧ୍ୟ ଜାରି ରହିଥିଲା ଯାହାକୁ ଲକ୍ଷ୍ୟ କରି ଦୁହେଁ ମ୍ୟାରେଜ କରିବେ ବୋଲି ଜଣା ପଡୁଥିଲା ।

କିନ୍ତୁ ଏପରି କିଛି ହୋଇନଥିଲା । ୯୦ ଦଶକର ଅଭିନେତ୍ରୀ ରବିନା ଟଣ୍ଡନଙ୍କ ସହ ଅଜୟ “ଏକ ରାସ୍ତା”, “ଦିଲବାଲେ” ଆଦି ଫିଲ୍ମରେ ନଜର ଆସିଥିଲେ । କିନ୍ତୁ ଅଭିନେତ୍ରୀ ତବୁଙ୍କ ସହ ନିକଟତର ହେବାରୁ ରବିନା ଓ ଅଜୟଙ୍କର ସମ୍ପର୍କରେ ଦୂରତା ଆସି ଯାଇଥିଲା । ଅଭିନେତ୍ରୀ ମନୀଷା କୋଏରାଲାଙ୍କ ସମ୍ପର୍କ ଫିଲ୍ମ “ଧନୱାନ”ରୁ ହୋଇଥିଲା । ଅଭିନେତ୍ରୀ ମନୀଷା ଅନେକ ଫିଲ୍ମ କରିଥିଲେ ମଧ୍ୟ ଅଜୟଙ୍କ ସହ ତାଙ୍କର ସମ୍ପର୍କ କିଛି ସମୟ ଯାଏଁ ରହିଥିଲା । ଏହା ପରେ ଦୁହିଙ୍କ ସମ୍ପର୍କ ଅଧାରୁ ରହି ଯାଇଥିଲା ।

୯୦ ଦଶକର ସର୍ବଶ୍ରେଷ୍ଠ ଅଭିନେତ୍ରୀ ତବୁ ଅଭିନେତା ଅଜୟଙ୍କୁ ପ୍ରେମ କରୁଥିଲେ । ସେହି ସମୟରେ ଦୁହିଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଥିଲା । କିନ୍ତୁ କିଛି କାରଣ ଯୋଗୁ ଦୁହେଁ ଅଲଗା ହୋଇ ଯାଇଥିଲେ । ତବୁଙ୍କ ଠାରୁ ବ୍ରେକପ ପରେ ଅଜୟ ଅଭିନେତ୍ରୀ କାଜୋଲଙ୍କ ସହ ମ୍ୟାରେଜ କରିଥିଲେ । ଏହା ପରେ ମଧ୍ୟ ଅଭିନେତ୍ରୀ ତବୁ ଆଜି ଜେନ ଶିଂଗଲ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।