ଆଜିଠୁ ବହୁତ ବର୍ଷ ପୂର୍ବରୁ ଏକ ଏମିତି ସମୟ ଥିଲା ଯେତେବେଳ ଦୂରଦର୍ଶନ ରେ ପ୍ରସାରିତ କରା ଯାଉଥିବା ରାମାୟଣ ଏବଂ ମହାଭାରତ ପିଲା ରୁ ଆରମ୍ଭ ଆକରୀ ବୁଢା ପର୍ଯ୍ୟନ୍ତ ସମସ୍ତେ ଦେଖିବା ପାଇଁ ପସନ୍ଦ କରୁ ଥିଲେ । ସେହି ସମୟରେ ଏହି ଧାରାବାହିକକୁ ଦେଖିବା ପାଇଁ ସମସ୍ତେ ଅପେକ୍ଷା କରୁଥିଲେ । ଏହା ସୋନି ଚାନେଲ ରେ ମାତ୍ର ରବିବାର ଦିନ ଆସୁଥିଲା । ସେହି ସମୟରେ ଦେଖାଯାଉଥିବା ରାମାୟଣ ରେ ଭଗବାନ ଲକ୍ଷ୍ମଣ ର ଅଭିନୟ କରୁଥିବା ବ୍ୟକ୍ତି କୁ ଲୋକମାନେ ବହୁତ ପସନ୍ଦ କରୁଥିଲେ ।
କିଏ ଅଭିନୟ କରଥିଲା ଲକ୍ଷ୍ମଣ ଙ୍କର ଚରିତ୍ରରେ
ସେହି ସମୟର ଲୋକପ୍ରିୟ ସୋ ରାମାୟଣ ରେ ଲକ୍ଷ୍ମଣ ର ଅଭିନୟ କରୁଥିବା ବ୍ୟକ୍ତିଙ୍କର ନାମ ସୁନୀଲ ଲହରୀ ଅଟେ । ସେହି ସମୟରେ ଲକ୍ଷ୍ମଣଙ୍କର ଅଭିନୟ ଦେଖି ଲୋକ ମାନଙ୍କୁ ଲାଗୁଥିଲା କି ଲକ୍ଷ୍ମଣଙ୍କର ଅଭିନୟରେ ଏହି ବ୍ୟକ୍ତି ନିଜର ଜୀବନ ଦେଇ ଦେଇଛନ୍ତି ।
ଲୋକମାନ କରୁଥିଲେ ପୂଜା
ନିଜର ଭଲ ଅଭିନୟ ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ନିଜର ଏକ ଅଲଗା ପରିଚୟ ତିଆରି କରିନେଇଥିଲେ ସେଥିପାଇଁ ଲୋକମାନେ ତାଙ୍କୁ ଯେଉଁଠି ଦେଖୁଥିଲେ ସେଠି ତାଙ୍କୁ ଲକ୍ଷ୍ମଣ ଭାବି ତାଙ୍କର ପୂଜା ଅର୍ଚନା କରୁଥିଲେ । ନଜିର ରୋଲକୁ ପୁରା ମନ ଦେଇ କରୁଥିବା ଏହି କଳାକାର ଙ୍କୁ ଦେଖି ଲାଗେ କି ଯଦି ଲକ୍ଷ୍ମଣ ଲକ୍ଷ୍ମଣ ଏହି ଦୁନିଆରେ ଲୋକମାନଙ୍କ ମଧ୍ୟରେ ରହିଥାନ୍ତେ ତେବେ ସେ ପୁରା ପୁରୀ ତାଙ୍କ ଭଳି ଜଣା ପଡିଥାନ୍ତା ।
ଅସଲ ଜୀବନରେ ମସ୍ତ ରୁହନ୍ତି ସୁନୀଲ
ଆପଣଙ୍କୁ କହିଦେଉଛୁ କି ସୁନୀଲ ଲୋକଙ୍କ ବାସ୍ତବିକତା ଜୀବନରେ ବି ଲୋକମାନେ ଲକ୍ଷ୍ମଣ କହି ଡାକନ୍ତି । ସୁନୀଲ ଲହରୀ ଅସଲ ଜୀବନରେ ବହୁତ ମସ୍ତ ରୁହନ୍ତି । ସେ ବିକ୍ରମ ବେତାଳ ଯେମିତି ନାଟକରେ ବି ଅଭିନୟ କରିଛନ୍ତି । କିନ୍ତୁ ଯେମିତି ସଫଳତା ତାଙ୍କୁ ରାମାୟଣ ମିଳିଛି ବୋଧେ ସେମିତି ଆଉ କେଉନଥିରୁ ମିଳି ନାହିଁ ।
ଫିଲ୍ମ ପରଦାରୁ ଦୂରରେ ଅଛନ୍ତି ସୁନୀଲ
ସେହି ସାମୀରେ ଟେଲିଭିଜନ ରେ ଆସୁଥିବା ଧାରାବାହିକ କୁ ନେଇ ଲୋକମାନଙ୍କ ମଧ୍ୟରେ ଏମିତି କ୍ରେଜ ଥିଲା ଏହି ସିରିୟାଲ ରେ ଅଲଗା ଅଲଗା ଚରିତ୍ର ମାନଙ୍କୁ ସତରେ ମାନୁ ଥିଲେ । ଏବଂ ସେ ତାଙ୍କର ପୂଜା କରୁଥିଲେ । ପରନ୍ତୁ ଆପଣଙ୍କୁ କହିଦେଉଛୁ କି ସେହି ଧାରାବାହିକ ପରେ ଲକ୍ଷ୍ମଣ ର ଅଭିନୟ କରୁଥିବା ସୁନୀଲ ଅଭିକା ନିଜକୁ ଏହି ଫିଲ୍ମ ଦୁନିଆରୁ ଦୂର କରିନେଇଛନ୍ତି ଏବଂ ଆଜି ଏମିତି ବି ହେଉଛି ଲୋକମାନେ ତାଙ୍କୁ ଦେଖି କି ବି ଚିହ୍ନି ପାରୁ ନାହାନ୍ତି ।
https://www.youtube.com/watch?v=16VNsbVGBeQ