ଏହି ଭିଡିଓ କୁ ଦେଖି ହସକୁ ଅଟକାଇ ପାରିବେନି, ପିଲାମାନେ ଏହି ଭିଡିଓ ଠାରୁ ଦୂରେଇ ରୁହନ୍ତୁ

ଆଜିର ଦୁନିଆ ବହୁତ ଫାସ୍ଟ ଫରୱର୍ଡ ହେଉଛି । ଇଣ୍ଟର୍ନେଟ ଏକ ନୂଆ ପରିଭାଷା ଦେଇସାରିଛି । ଆଜିର ଯୁବ ପିଢୀ ଇଣ୍ଟର୍ନେଟ ରେ ଥିବା ସୋସିୟାଲ ସାଇଟସ ଯେମିତି କି ଫେସବୁକ, ଯୂଟ୍ଯୂବ, ଇନ୍ସ୍ଟାଗ୍ରାମ, ଟ୍ୱିଟର ଆଦି କୁ ନିଜର ମନୋରଞ୍ଜନ ର ସ୍ରୋତ ବନାଉଛି । ବର୍ତ୍ତମାନ ସବୁଦିନ ସୋସିୟାଲ ସାଇଟସ ରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି । ଆଜିକାଲି ପିଲାମାନେ ସୋସିୟାଲ ସାଇଟସ ରେ ଫେମସ ହେବାକୁ ବହୁତ ଭଲ ପାଉଛନ୍ତି ।

ସେଥିପାଇଁ ନିଜ ଆଡକୁ ସମସ୍ତଙ୍କର ଧ୍ୟାନ ଆକର୍ଷିତ ପାଇଁ ଛୋଟ ରୁ ଛୋଟ କଥାକୁ ଭିଡିଓ କରିଦେଉଛନ୍ତି । ସେଥିରୁ କିଛି ଭିଡିଓ ଏମିତି ଅଟେ ଯାହାକୁ ଦେଖି ଲୋକମାନେ ପ୍ରଭାବିତ ହୋଇ ତାହାକୁ ସେୟାର କରନ୍ତି ।

ଯୂଟ୍ଯୂବ ରେ “Desi Dance Mediatm” ନାମକ ଏକ ଚ୍ୟାନେଲ ଏକ ଏମିତି ହାସ୍ୟ ଭିଡିଓ ଅପଲୋଡ କରିଛି କି ଲୋକମାନେ ତାହାକୁ ସେୟାର କରୁଛନ୍ତି । ଅଭିକା ପର୍ଯ୍ୟନ୍ତ ଏହି ଭିଡିଓ କୁ ୪ କୋଟି ରୁ ଅଧିକ ୱ୍ଯୂଜ ମିଳିସାରିଛି । ଏହି ଭିଡିଓ କୁ ୪୦ ଲକ୍ଷ ଲୋକ ଲାଇକ ମଧ୍ୟ କରିଛନ୍ତି ।

ଏହି ଚ୍ୟାନେଲ ଯୂଟ୍ଯୂବ ରେ ବହୁତ ଫେମସ ଅଛି ସେଥିପାଇଁ ଏହାର ୨.୪ ଲକ୍ଷ ସବ୍ସକ୍ରାଇବର ଅଛି । ଯଦି ଆପଣଙ୍କର ମନ ଭଲ ନାହିଁ ତେବେ ଆପଣ ଏହି ଭିଡିଓକୁ ଦେଖନ୍ତୁ ଏବଂ ଏହା ଆପଣଙ୍କର ସବୁ ଥକାନ କୁ ଦୂର କରିଦେବ । ଆପଣ ଏହି ଭିଡିଓକୁ ଏକେଲା ଦେଖିବେ ପିଲାମାନଙ୍କୁ ଏହି ଭିଡିଓରୁ ଦୂରରେ ରଖନ୍ତୁ ।

ଆପଣଙ୍କୁ କହିଦେଉଛୁ କି ଏହି ଭିଡିଓ ଚୀନ ର କିଛି ଭିଡିଓ କୁ ନେଇ ତିଆରି କରାଯାଇଛି । ଏହା ଏକ ପ୍ରାଙ୍କ ଭିଡିଓ ଅଟେ । ଏହି ଭିଡିଓରେ ଦେଖାଯାଇଛି କି ଅନ୍ୟ ପାଇଁ ଗାତ ଖୋଲିଥିବା ବ୍ୟକ୍ତି ନିଜେ ସେହି ଗାତରେ ପ୍ରଥମେ ପଡିଥାଏ ।

ଏହି ଭିଡିୟରେ କିଛି ଲୋକ ଅନ୍ୟ ଲୋକଙ୍କର ପ୍ରାଙ୍କ କରିବା ପାଇଁ ପ୍ରୟାସ କରୁଛନ୍ତି, ଏବଂ ସେ ନିଜେ ସେହି ପ୍ରାଙ୍କ ସହିତ ଜଡିତ ହେଇଯାଉଛନ୍ତି । ଏହି ଭିଡିଓ ଆପଣଙ୍କ ମନ କୁ ପୁରା ସତେଜ କରିଦେବ । ତେବେ ଡେରି କାହିଁକି ଚଲାନ୍ତୁ ଏହି ଭିଡିଓକୁ ଦେଖିବା ।

https://www.youtube.com/watch?v=NsuC3J_ikTk