ଜାଣନ୍ତୁ ସଲିମ ଖାନଙ୍କ ପରିବାରର ସବୁ ସଦସ୍ୟଙ୍କ ସମ୍ପତ୍ତି କେତେ ଅଟେ, ବୋଧେ ଜାଣି ନ ଥିବେ ଆପଣ

କହିବାକୁ ଗଲେ ବଲୀଉଡ ଇଣ୍ଡଷ୍ଟ୍ରି ବହୁତ ବଡ ଅଟେ । ଏହା ସହିତ ଏଠି ଷ୍ଟାରମାନଙ୍କ ପରଦା ପଛର କାହାଣୀ ବି ବହୁତ ବଡ ଅଟେ । କହିବାକୁ ଗଲେ ବଲୀଉଡର ଦବଙ୍ଗ ଖାନ ମାନେ ସଲମାନ ଖାନଙ୍କୁ ଆଜି ସମସ୍ତେ ଜାଣିଛନ୍ତି । ସଲମାନ ନା କେବଳ ଜଣେ ଭଲ ଅଭିନେତା ଅଟନ୍ତି ଏହା ଛଡା ସେ ନିଜ ପରିବାରକୁ ବି ବହୁତ ଭଲ ପାଆନ୍ତି ।

ନିଜର ଜବରଦସ୍ତ ଅଭିନୟ ଦମରେ ସଲମାନ ଖାନ ସବୁବେଳେ ଲୋକମାନଙ୍କ ପ୍ରିୟ ଅଭିନେତା ହୋଇ ରହିଥାନ୍ତି । ଏହି ଲେଖାରେ ଆଜି ଆମେ ଆପଣଙ୍କୁ ସଲମାନ ଖାନଙ୍କ ପରିବାର ସଦସ୍ୟମାନଙ୍କ ସମ୍ପତି ବିଷୟରେ କହିବାକୁ ଯାଉଛୁ ।

ସଲିମ ଖାନ – ଅଭିନେତା ସଲମାନ ଖାନଙ୍କ ପିତା ଓ ହେଲେନ ଖାନଙ୍କ ସ୍ଵାମୀ ସଲିମ ଖାନ ୮୦ ଦଶକରେ ବହୁତ ହିଟ ହିଟ ଫିଲ୍ମ ଲେଖିଛନ୍ତି । କହିଦେଉଛୁ କି ତାଙ୍କର ସମ୍ପତ୍ତି ୨୦ ମିଲିୟନ ଡଲାର (୧୪୨ କୋଟି ଟଙ୍କା) ଅଟେ ।

ସୋହେଲ ଖାନ – ସଲିମ ଖାନଙ୍କ ସାନ ପୁଅ ଏବଂ ସଲମାନ ଖାନଙ୍କ ଭାଇ ସୋହେଲ ଖାନ ୨୦୦୨ରେ ବଲୀଉଡରେ ପାଦ ଦେଇଥିଲେ । ସେମିତି ତ କହିବାକୁ ଗଲେ ସୋହେଲ ଖାନ ପାଖାପାଖି ୧୦ ମିଲିୟନ ଡଲାର (୭୧ କୋଟି) ଟଙ୍କାର ମାଲିକ ଅଟନ୍ତି ।

ଅରବାଜ ଖାନ – ଗୋଟିଏ ଅଭିନେତା ରୂପରେ ଅରବାଜ ଖାନ ଏକ ଫ୍ଲପ ଅଭିନେତା ରହିଛନ୍ତି । କିନ୍ତୁ ଜଣେ ଡାୟରେକ୍ଟର ରୂପରେ ସବୁବେଳେ ଟପରେ ରହିଛନ୍ତି । ତାଙ୍କର ସମ୍ପତି ୭୪ ମିଲିୟନ ଡଲାର (୫୨୫ କୋଟି) ଟଙ୍କା ଅଟେ ।

ସଲମାନ ଖାନ – ଏହି ଲିସ୍ଟରେ ସଲମାନ ଖାନ ସବୁଠୁ ଅଧିକ ନେଟୱର୍ଥ ହାସଲ କରିଛନ୍ତି । ଯିଏ ନା ହିଁ କେବଳ ବିଗ ବସ ବରଂ ଅନେକ ସୁପରହିଟ ଫିଲ୍ମ ବି କରିଛନ୍ତି । ରିପୋର୍ଟ ଅନୁସାରେ ସଲମାନଙ୍କ ପାଖରେ ପାଖାପାଖି ୩୧୦ ମିଲିୟନ ଡଲାର (୨୨୦୧ କୋଟି ) ଟଙ୍କା ଅଛି ।

ଅଲବିରା ଖାନ – ସଲିମ ଖାନଙ୍କ ଝିଅ ଅଲବିରା ଖାନ ଏକ ଫିଲ୍ମ ପ୍ରଡ୍ୟୁସର ଅଟନ୍ତି । ଯିଏ ଭାରତ ଏବଂ ବଡିଗାର୍ଡ ଭଳି ଫିଲ୍ମକୁ ପ୍ରଡ୍ୟୁସ କରିଛନ୍ତି । ତାଙ୍କର ସମ୍ପତି ୧୩ ମିଲିୟନ ଡଲାର (୯୨ କୋଟି) ଟଙ୍କା ଅଟେ ।

ଅର୍ପିତା ଖାନ – ଅର୍ପିତା ଖାନ ସାଲିମ ଖାନଙ୍କ ପାଳିତା କନ୍ୟା ଅଟନ୍ତି । ଯାହା ପରେ ଅର୍ପିତା ଖାନଙ୍କୁ ସମସ୍ତ ପ୍ରକାରର ଖୁସି ମିଳିଛି । କହିବାକୁ ଗଲେ ଅର୍ପିତା ଖାନଙ୍କ ସମ୍ପତି ୪ କୋଟି ଟଙ୍କା ଅଟେ ।

ହେଲେନ ଖାନ – ୮୦ ଦଶକର ସବୁଠୁ ଲୋକପ୍ରିୟ ଡ୍ୟାନ୍ସର ଅଟନ୍ତି ହେଲେନ ଖାନ । ଯିଏକି ୪୦୦ ରୁ ବି ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ଏହା ପରେ ସେ ସଲିମ ଖାନଙ୍କ ସହ ବିବାହ କରିଥିଲେ । ତାଙ୍କର ପୁରା ସମ୍ପତି ୩୮ ମିଲିୟନ ଡଲାର (୨୭୦ କୋଟି) ଟଙ୍କା ଅଟେ ।