ସିନ୍ଦୁର ର ଅଧିକାର ସିରିଏଲର ଲିଡ଼ ନାୟିକା ପବିତ୍ରା ଙ୍କ ଜୀବନୀ ଓ ଫ୍ୟାମିଲି ଆଲବମ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତରଙ୍ଗ ଟିଭି ଚ୍ୟାନେଲ ରେ ପ୍ରସାରିତ ଧାରାବାହିକ ‘ସିନ୍ଦୁର ର ଅଧିକାର’ ତ ନିଶ୍ଚିତ ଭାବରେ ଦେଖିଥିବେ। ଏହି ଧାରାବାହିକ ଟି ଅଳ୍ପ ସମୟ ମଧ୍ୟରେ ହିଁ ଦର୍ଶକ ମାନଙ୍କ ପ୍ରିୟ ଧାରାବାହିକ ହୋଇ ସାରିଛି। ଏହି ଧାରାବାହିକ ରେ ଅଭିନୟ କରୁଥିବା ସମସ୍ତ କଳାକାର ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଛନ୍ତି। କିନ୍ତୁ ଏହି ସିରିଆଲ ରେ ପବିତ୍ରା ନାମକ ଚରିତ୍ରରେ ମୁଖ୍ୟ ଭୂମିକା ରୂପରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ଅଭିନୟ ର ଯାଦୁ ଦର୍ଶକ ମାନଙ୍କୁ ବାନ୍ଧି ରଖିଛି।

ଦର୍ଶକ ମାନେ ଏହି ଅଭିନେତ୍ରୀ ଙ୍କୁ ବହୁତ ମାତ୍ରାରେ ପସନ୍ଦ କରୁଛନ୍ତି ଏବଂ ତାଙ୍କ ଅଭିନୟ କୁ ମଧ୍ୟ।ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ଙ୍କ ରିଅଲ ଲାଇଫ ଫ୍ୟାମିଲି ସମ୍ବନ୍ଧରେ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

ବନ୍ଧୁଗଣ ତରଙ୍ଗ ଟିଭି ରେ ପ୍ରସାରିତ ଧାରାବାହିକ ‘ସିନ୍ଦୁର ର ଅଧିକାର’ ରେ ପବିତ୍ରା ଙ୍କୁ ଆପଣ ମାନେ ନିଶ୍ଚିତ ଭାବରେ ଦେଖିଥିବେ। ଏହି ଧାରବହିକ ରେ ଲିଡ଼ ଅକଟ୍ରେସ ଭାବରେ ଏହି ଅଭିନେତ୍ରୀ ଖୁବ ସୁନ୍ଦର ଅଭିନୟ ପ୍ରଦର୍ଶନ କରିଛନ୍ତି ଏବଂ ତାଙ୍କ ଅଭିନୟ କୁ ଦର୍ଶକ ମାନେ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି।

ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ପ୍ରଥମେ ସାର୍ଥକ ଟିଭି ରେ ପ୍ରସାରିତ ଧାରାବାହିକ ‘ତୋ ଅଗଣା ର ତୁଳସୀ ମୁଁ’ ରେ ମୁଖ୍ୟ ଭୂମିକା ରୂପରେ ଦେଖିବାକୁ ପାଇଥିବେ। ଏହି ସିରିଆଲ ସରିବା ପରେ ଏହି ଅଭିନେତ୍ରୀ ଟିଭି ଇଣ୍ଡଷ୍ଟ୍ରୀ ରୁ କିଛି ଦିନ ପାଇଁ ଦୁରେଇ ରହିଥିଲେ। କିନ୍ତୁ ପୁଣିଥରେ ବର୍ତ୍ତମାନ ସେ ସିନ୍ଦୁର ର ଅଧିକାର ଧାରବାହିକ ମାଧ୍ୟମରେ ଇଣ୍ଡଷ୍ଟ୍ରୀ କୁ ଫେରି ଆସିଛନ୍ତି।

ଏହି ଅଭିନେତ୍ରୀ ବର୍ତ୍ତମାନ ନିଜର ପରିବାର ସହିତ ଭୁବନେଶ୍ୱର ରେ ରହୁଛନ୍ତି । ତାଙ୍କ ପରିବାର ରେ ତାଙ୍କର ବାପା ମାଆ ଓ ତାଙ୍କର ଜଣେ ଭାଇ ମଧ୍ୟ ଅଛନ୍ତି। ପବିତ୍ରା ଙ୍କୁ ମାତ୍ର ୨୫ ବର୍ଷ ବୟସ ଅଟେ। ଏହି ଅଭିନେତ୍ରୀ ସିନ୍ଦୁର ର ଅଧିକାର ଧାରାବାହିକ ର ପ୍ରତ୍ୟେକ ଏପିସୋଡ଼ ରେ ଅଭିନୟ କରିବା ପାଇଁ ୧୦ ହଜାର ଟଙ୍କା ନେଉଛନ୍ତି। ବର୍ତ୍ତମାନ ସମୟରେ ଏହି ଅଭିନେତ୍ରୀ ଙ୍କ ଅଭିନୟ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଛି ଏବଂ ଏହି କାରଣରୁ ଏହି ଧାରବାହିକ ର ଟି ଆର୍ ପି ବହୁତ ଅଧିକ ରହିଛି।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।