ଯେତେବେଳେ Preity Zinta ଙ୍କ ସହିତ ସମସ୍ତଙ୍କ ସାମ୍ନାରେ ରୋମାନ୍ସ କରିବାକୁ ଲାଗିଲେ Riteish Deshmukh, ତ ଘରକୁ ଗଲା ପରେ Genelia D’souza ଏମିତି ମାରିଲେ ମାଡ

ବଲିଉଡ ଇଣ୍ଡଷ୍ଟ୍ରିର କଳାକାର ମାନେ ନିଜର ଦକ୍ଷତା ପାଇଁ ଆଜିକା ଦିନରେ ଖୁବ ଚର୍ଚ୍ଚାରେ ରହିଛନ୍ତି । ବଲିଉଡ ଜଗତର ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ସୁନ୍ଦର ଅଭିନୟ ପାଇଁ ଲୋକପ୍ରିୟ ହୋଇ ପାରିଛନ୍ତି । ଅଭିନେତା ମାନେ ଯେତିକି ନାଁ କମେଇଛନ୍ତି ଅଭିନେତ୍ରୀ ମାନେ ମନଧ୍ୟା ତାଙ୍କ ଠାରୁ ଆହୁରି ଆଗରେ ରହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉମାନଙ୍କ ଜୀବନ ଶୈଳୀ ସମସ୍ତଙ୍କ ଠାରୁ ଅଲଗା ରହିଛି ।

ଅଭିନେତା ରିତେଶ ଦେଶମୁଖ ଓ ଅଭିନେତ୍ରୀ ଜେନେଲିଆ ଦୁହେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁହିଙ୍କର ରୋମାଣ୍ଟିକ ଫୋଟୋ ସୋସିଆଲ ମିଡିଆରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଏମାନଙ୍କର କେମେଷ୍ଟ୍ରି ତାଙ୍କ ଫ୍ୟାନ୍ସ ମାନଙ୍କୁ ମଧ୍ୟ ବହୁତ ପସନ୍ଦ ଆସିଥାଏ । ଅଭିନେତ୍ରୀ ଜେନେଲିଆ ଏକ ମଜାଦାର ବିଡିଓ ନିଜ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ଏହି ବିଡିୟରେ ଗୋଟେ ବଲିଉଡ ପାର୍ଟିରେ ପ୍ରୀତି ଜିନ୍ଟା ଓ ରିତେଶ ଦେଶମୁଖଙ୍କର ଭେଟ ହୋଇଥିଲା ।

ଦୁହେ ପରସ୍ପରର ବହୁତ ନିକଟତର ହେବାର ଦେଖା ଯାଇଥିଲା । ଏହା ଦେଖି ରିତେଶଙ୍କର ସ୍ତ୍ରୀ ଜେନେଲିଆ ଡିସୋଜା ଇର୍ଷାରେ ଜଳି ଯାଇଛନ୍ତି । ସେ ତାଙ୍କ ସ୍ବାମୀଙ୍କର ଏହି ଭଳି ଦୃଶ୍ୟକୁ ଦେଖି ବହୁତ ରାଗି ଯାଇଛନ୍ତି । ଯେତେବେଳେ ରିତେଶ ପ୍ରୀତିଙ୍କର ହାତକୁ କିସ କରିଥିଲେ ସେତେବେଳେ ତାଙ୍କ ସ୍ତ୍ରୀ ଜେନେଲିଆ ଙ୍କର ପ୍ରତିକ୍ରିୟା ଦେଖିବାର ଥିଲା । ଏହି ବିଡିଓକୁ ପ୍ରୀତି ଜିନ୍ଟା ମଧ୍ୟ ନିଜକୁ ରୋକି ନ ପାରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ରିତେଶ ଓ ପ୍ରୀତି ପରସ୍ପର ସହ ବହୁତ ଭଲ ଭାବେ କଥାବାର୍ତ୍ତା କରିଥିଲେ ।

ଅନେକ ଦିନ ପରେ ଦେଖା ହୋଇଥିବାରୁ ଦୁହେ ପରସ୍ପରକୁ ହକ ମଧ୍ୟ କରିଥିଲେ । ସେହି ସମୟରେ ରିତେଶଙ୍କ ସ୍ତ୍ରୀ ଜେନେଲିଆ ଚୁପ ଚାପ ଠିଆ ହୋଇ ଏହି ଦୃଶ୍ୟକୁ ଦେଖୁଥିଲେ । ରିତେଶ ଓ ପ୍ରୀତି ଦୁହେ କଥାବାର୍ତ୍ତା ହେଉଥିବାର ଦେଖି ଜେନେଲିଆଙ୍କର ପ୍ରତିପ୍ରିୟା କିଛି ଅଲଗା ରହିଥିଲା । ତାଙ୍କର ଏହି ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାରୁ ତାଙ୍କ ଫ୍ୟାନ୍ସ ମାନେ ଅନେକ କମେଣ୍ଟ ଦେଇଛନ୍ତି ।

ଜେନେଲିଆ ଡିସୋଜା ମଧ୍ୟ ଏକ ବିଡିଓ ସେୟାର କରି ନିଜର ମତରେ କହିଛନ୍ତି ଯେ ତାଙ୍କ ସ୍ତ୍ରୀଙ୍କୁ ସେହି ସମୟରେ କେତେ ଈର୍ଷା ହେଉଥିଲା ।ଏହି ଭିଡିଓର ଶେଷରେ ଅନ୍ୟ ଏକ ଭିଡିଓରେ ଜେନେଳିଆ ନିଜ ସ୍ଵାମୀ ରିତେଶଙ୍କୁ ରାଗିକି ମା-ଡ ମା-ରୁ-ଛ-ନ୍ତି । ଯାହା ଫଳରେ ରିତେଶ ବହୁତ ଡରି ଯାଇଛନ୍ତି । ରିତେଶ ଡରିକି ନିଜ ସ୍ତ୍ରୀଙ୍କୁ ଭୁଲ ମାଗୁଛନ୍ତି । ଏହିଭଳି କମେଡି ଫୋଟୋକୁ ଦେଖି ଅଭିନେତ୍ରୀ ପ୍ରୀତି ମଧ୍ୟ କମେଣ୍ଟ କରିଛନ୍ତି । ଏହା ବ୍ଯତୀତ ମାଧୁରୀ ଦୀକ୍ଷିତ ମଧ୍ୟ ନିଜର ମତାମତ ଦେଇଛନ୍ତି । 

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।