“କେଦାରନାଥ” ରିଲିଜ ପୂର୍ବରୁ ସାରା ମିଡିଆକୁ ଲେଖିଥିଲେ ଏହି ଲେଟର, ଦେଖନ୍ତୁ କଣ ଲେଖିଥିଲେ ସେ ଏଥିରେ

ବଲୀଉଡ ଅଭିନେତା ସୈଫ ଅଲୀ ଖାନ ଏବଂ ଅଭିନେତ୍ରୀ ଅମୃତା ସିଂହଙ୍କ ଝିଅ ସାରା ଅଲି ଖାନ ଫିଲ୍ମ ଜଗତରେ ଡେବ୍ୟୁ କରିସାରିଛନ୍ତି । ୭ ଡିସେମ୍ବରରେ ସାରାଙ୍କର ଫିଲ୍ମ ‘କେଦାରନାଥ’ ରିଲିଜ ହେଇସାରିଛି । ଏହି ଫିଲ୍ମରେ ସାରା ସୁଶାନ୍ତଙ୍କ ସହ ଲିଡ ରୋଲରେ ନଜର ଆସୁଛନ୍ତି । ଫିଲ୍ମର ଡାୟରେକ୍ଟର ଅଭିଷେକ କପୁର ନିର୍ଦେଶିତ କରିଛନ୍ତି । ଫିଲ୍ମ କେଦାରନାଥରେ ସୁନ୍ଦରତା ପ୍ରାକୃତିକ ସହ ବିନାଶର ଦୃଶ୍ୟ ଦେଖା ଯାଉଛି ।

ଏମିତିରେ ସାରା ନିଜର ଫିଲ୍ମର ପ୍ରୋମସନ ବହୁତ ଜୋରସୋରରେ କରୁଛନ୍ତି । ସେ ଆସନ୍ତା ଦିନରେ କୌଣସି ଟିଭି ସୋ ଏବଂ ଇଣ୍ଟରଭିୟୁରେ ଦେଖା ଯାଉଛନ୍ତି । ନିଜର ସୁନ୍ଦରତା ପାଇଁ ସାରା ବର୍ତ୍ତମାନ ମିଡିୟାର ଚର୍ଚା ର ବିଷୟ ବନିଛନ୍ତି । ସେ ଜାଣି ସାରିଛନ୍ତି କି ଦିନ ରାତି ତାଙ୍କର ଫଟୋ ଉଠାଇବା ଏବଂ ତାଙ୍କ ବିଷୟରେ ଲେଖୁଥିବା ପତ୍ରକାର ତାଙ୍କର ଜୀବନର ଏକ ଅଙ୍ଗ ଅଟନ୍ତି ଏବଂ ସେଥିପାଇଁ ସାରା ପତ୍ରକାରଙ୍କ ପାଇଁ କିଛି ଅଲଗା କରିବା ପାଇଁ ଭାବିଛନ୍ତି ।

ସାରା ଅଲି ଖାନ ନିଜର ହାତରେ ଏକ ଲେଟର ଲେଖି ସୋସିୟାଲ ମିଡିୟାରେ ସମସ୍ତ ମିଡିୟାକୁ ଏବଂ ଫୋଟୋଗ୍ରାଫର୍ସଙ୍କୁ ହୃଦୟ ସହିତ ଧନ୍ୟବାଦ ଜଣାଇଛନ୍ତି । ଏତିକି ନୁହେଁ ସାରା ତାଙ୍କୁ କଫିରେ ମଧ୍ୟ ଇନଭାଇଟ ବି କରିଛନ୍ତି । ସାରା କହିଲେ କି ତାଙ୍କର ଡେବ୍ୟୁର ପୂର୍ବରୁ ତାଙ୍କୁ ଏତେ ମର୍ଯ୍ୟାଦା ଦେବା ପାଇଁ ଧନ୍ୟବାଦ । ଯଦି ଆପଣଙ୍କ ପାଖରେ ସମୟ ଅଛି ତେବେ ମୋ ସହିତ ଗୋଟିଏ କପ କଫି ପିଅନ୍ତୁ… ମୁଁ ଆପଣଙ୍କର ଆଭାରି ହେବି ।

କେଦାରନାଥ ଫିଲ୍ମ ୨୦୧୩ ରେ ଉତ୍ତରାଖଣ୍ଡ ରେ ଆସିଥିବା ବନ୍ୟା ର ଉପରେ ତିଆରି କରା ଯାଇଛି । ଏହି ପ୍ରାକୃତିକ ବିପର୍ଜୟ ଅଞ୍ଚଳର ସବୁ କିଛି ବରବାଦ କରି ଦେଇଥିଲା ଏବଂ କେବଳ କେଦାରନାଥ ମନ୍ଦିର ବଞ୍ଚିଥିଲା । ଏହି ଫିଲ୍ମ ସାରା ଅଲି ଖାନଙ୍କ ପ୍ରଥମ ଫିଲ୍ମ ଅଟେ । କେଡାରନାଥ ଧାମର ର ସୁନ୍ଦର ଦୃଶ୍ୟ ସହିତ ଫିଲ୍ମରେ ଗୋଟିଏ ହିନ୍ଦୁ ଝିଅ ଏବଂ ମୁସ୍ଲିମ ପୁଅ ମଧ୍ୟରେ ଇଣ୍ଟର ଫେଥ ରୋମାନ୍ସକୁ କହିଥାଏ ।

ଉତ୍ତରାଖଣ୍ଡରେ ୨୦୧୩ ରେ ଆସିଥିବା ବନ୍ୟାର ବୈକଡ୍ରପ ଏହି ଫିଲ୍ମ କୁ ସାହାର୍ଯ୍ୟ କରୁଛି, ଯାହାକୁ ଦେଖି ଆପଣଙ୍କ ଆଖିରେ ସେହି ପ୍ରାକୃତିକ ବିପର୍ଜୟ ର ଚିତ୍ର ପୁଣି ଥରେ ଆସିଯିବ । ଆପଣଙ୍କୁ ଆମର ଏଇ ଖବର ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ଟିଏ କରିବେ, ଧନ୍ୟବାଦ ।