୬ ଟି ମଜାଦାର ଯାସୁସି ପହେଲି, ଉତ୍ତର ଦିଅନ୍ତୁ ଓ ନିଜର ବୁଦ୍ଧି ପରୀକ୍ଷା କରନ୍ତୁ

ଆମେ ଆଜି ଏହି ଆର୍ଟିକିଲରେ ୬ ଟି ମଜାଦାର ଓ ଜାସୁସି ପହେଲିର ସମାଧାନ କରିବା ।

୧. ଉପରୋକ୍ତ ଫଟୋରେ ଝିଅଟି କୌଣସି ଅନ୍ୟ ଝିଅ ସହିତ ନିଜ ବୟଫ୍ରେଣ୍ଡକୁ ପ୍ରେମ କରୁଥିବାର ଦେଖିନେଲା । ଝିଅଟି ଏହା ସବୁ ଦେଖିବା ପରେ ବହୁତ ରାଗିଗଲା ଓ ସେଠାରୁ କାନ୍ଦି କାନ୍ଦି ନିଜ ଘରକୁ ଚାଲି ଆସିଲା ।

ସେ କାନ୍ଦି କାନ୍ଦି ନିଜ ବୟଫ୍ରେଣ୍ଡ ର ସବୁ ସ୍ମୃତିକୁ ଭାଙ୍ଗିବା ଆରମ୍ଭ କରିଦେଲା । ପ୍ରଥମେ ସେ ସ୍ମାର୍ଟଫୋନ କୁ ଭାଙ୍ଗିଲା ଯେଉଁଟା ତା ବୟଫ୍ରେଣ୍ଡ ତା’ ଜନ୍ମ ଦିନରେ ଗିଫ୍ଟ ଦେଇଥିଲା, ତା ପରେ ଫ୍ଲାୱାର ପଟ ଭାଙ୍ଗିଲା ଯାହା ତାକୁ ତା’ ବୟଫ୍ରେଣ୍ଡ ଦେଇଥିଲା ଓ ଶେଷରେ ସେ ତା ବୟଫ୍ରେଣ୍ଡ ଓ ତାହାର ଏକା ସହିତ ଉଠାଇଥିବା ଫୋଟୋକୁ ଭାଙ୍ଗିଲା । କଣ ଆପଣ କହି ପାରିବେ କି ପ୍ରଥମେ କଣ ଭାଙ୍ଗିଥିବ ? ଭାବନ୍ତୁ…

ଉତ୍ତର – ଝିଅଟିର ହୃଦୟ

୨. ଭାବିନିଅନ୍ତୁ ଆପଣ ବର୍ଷା ତୋଫାନ ରାତିରେ ଗାଡି ଚଲାଉଛନ୍ତି ଓ ଆପଣ ଦେଖିଲେ କି ବସ ଷ୍ଟପରେ ତିନି ଜଣ ବସକୁ ଅପେକ୍ଷା କରିଛନ୍ତି । ସେମାନେ ହେଲେ ଜଣେ ଆପଣଙ୍କ ବେଷ୍ଟ ଫ୍ରେଣ୍ଡ ଯିଏ ଆପଣଙ୍କ ଜୀବନ ବଞ୍ଚାଇଥିଲା, ଗୋଟିଏ ବୁଢୀ ସ୍ତ୍ରୀଲୋକ ଯାହାକୁ ଦେଖି ଲାଗୁଛି ଏବେ ହିଁ ମରିଯିବ ଓ ଆଉ ଜଣେ ଆପଣଙ୍କ ସପନର ରାଣୀ । କିନ୍ତୁ ସମସ୍ଯା ହେଲା ଆପଣଙ୍କ କାର ରେ କେବଳ ଜଣେ ହିଁ ବସି ପାରିବ । ତେବେ ଆପଣ ପ୍ରଥମେ କାହାକୁ ନେଇଯିବେ ? ଭାବନ୍ତୁ …

ଉତ୍ତର – ଆପଣ ନିଜ ସାଙ୍ଗକୁ କହିବେ କି ଏହି ବୁଢୀ ସ୍ତ୍ରୀଲୋକକୁ ଗାଡିରେ ହସ୍ପିଟାଲ ପର୍ଯ୍ୟନ୍ତ ପହଞ୍ଚାଉ ଓ ପୁଣି ନିଜ ଘରକୁ ଚାଲିଯାଉ ତା ପରେ ଆପଣ ନିଜ ସପନର ରାଣୀ ସହିତ ବର୍ଷାର ଆନନ୍ଦ ନେଇ ଯାଇ ପାରିବେ ।

୩. ଏହି ପିକ୍ଚରକୁ ଧ୍ୟାନର ସହିତ ଦେଖନ୍ତୁ ଓ ଏହି ପିକ୍ଚରରେ ୩ ଟି ଅନ୍ତର ବାଛନ୍ତୁ ।

ଉତ୍ତର – ଏହି ପିକ୍ଚରରେ ପ୍ରଥମ ଅନ୍ତର କାନରେ ଅଛି, ଦ୍ଵିତୀୟ ଅନ୍ତର ଜୋତାରେ ଓ ତୃତୀୟ ଅନ୍ତର ତା’ର ଡ୍ରେସ ଡୋରରେ ଅଛି ।

୪. ଏବେ ଏହି ଦୁଇଟି ଇମେଜକୁ ଧ୍ୟାନର ସହିତ ଦେଖନ୍ତୁ ଓ କୁହନ୍ତୁ କି ଏହି ପିକ୍ଚରରେ ଟୋଟଲ କେତେ ଟି ଅନ୍ତର ଅଛି ।

ଉତ୍ତର – ଏଥିରେ ୩ ଟି ଅନ୍ତର ଅଛି । ପ୍ରଥମ ଅନ୍ତର ପାଟିରେ, ଦ୍ଵିତୀୟ ଅନ୍ତର ତା’ର ଡାହାଣ ହାତରେ ଓ ତୃତୀୟ ଅନ୍ତର ବାମ ଆଖିରେ ଅଛି ।

୫. ଗୋଟିଏ ଗଛରେ ୬ ଟି ଚଢେଇ ବସିଛନ୍ତି ଓ ଆପଣ ବନ୍ଧୁକରେ ଗୋଟିଏ ଚଢେଇକୁ ମାରିଦେଲେ ତେବେ ଏବେ କୁହନ୍ତୁ ସେହି ଗଛରେ କେତୋଟି ଚଢେଇ ରହିଲେ । ଭାବନ୍ତୁ…

ଉତ୍ତର – ଗଛରେ ଆଉ କୌଣସି ଚଢେଇ ନାହାଁନ୍ତି କାରଣ ବନ୍ଧୁକର ଆବାଜ ଶୁଣି ସବୁ ଚଢେଇ ଉଡିଗଲେ ।

୬. ଏହି ପିକ୍ଚରକୁ ଧ୍ୟାନର ସହିତ ଦେଖନ୍ତୁ । ଏଠାରେ ଗୋଟିଏ ଲୋକ ମରି ପଡିଛି । ଏହାକୁ ଦେଖି ଆପଣଙ୍କୁ କଣ ଲାଗୁଛି ଏ ମଣିଷର ମର୍ଡର କରା ଯାଇଛି ନା ସେ ସୁଇସାଇଡ କରିଛି ।

ଉତ୍ତର – ସୁଇସାଇଡ କାରଣ ଏହି କବାଟ ପାଖରେ ଟେବଲ ଉପରେ ଯେଉଁ ପାନିଆ ଅଛି କବାଟକୁ ଲାଗିଛି ଅର୍ଥାତ କବାଟ ଖୋଲିବା ମାତ୍ରେ ହିଁ ପାନିଆଟି ଗଳି ପଡିବ । ଯଦି ମର୍ଡର ହୋଇଥାନ୍ତା ତେବେ ଯେତେବେଳେ ହତ୍ୟାକାରୀ ବାହାରକୁ ଯିବା ପାଇଁ କବାଟ ଖୋଲିଥାନ୍ତା ତେବେ ଏହି ପାନିଆଟି ଗଳି ପଡିଥାନ୍ତା । କିନ୍ତୁ ଏମିତି ନୁହେଁ ଓ ଏହି ରୁମ ରେ ଆଉ କୌଣସି କବାଟ ବି ନାହିଁ ଯେଉଁପଟେ ଦୋଷୀ ବାହାରକୁ ଯାଇ ପାରିବ । ତେଣୁ ଏହା ଏକ ସୁଇସାଇଡ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।