କୁନି ମାନି ଏବେ ବଡ ହୋଇ କଣ କରୁଛନ୍ତି ? ଦେଖନ୍ତୁ !

ବର୍ତ୍ତମାନ ସମୟରେ ସମସ୍ତେ ଓଡିଆ ଫିଲ୍ମ ଓ ସିରିଏଲକୁ ବହୁତ ଅଧିକ ପସନ୍ଦ କରୁଛନ୍ତି । ଏହା ସହିତ ଏଥିରେ ଅଭିନୟ କରୁଥିବା କଳାକାରମାନଙ୍କୁ ବି ବହୁତ ପସନ୍ଦ କରାଯାଉଛି । କହିବାକୁ ଗଲେ ଏହି ଓଡିଆ ସିରିଏଲରେ ଅଭିନୟ କରୁଥିବା କଳାକାରମାନେ ବି ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚାରେ ରହିଥାନ୍ତି । ନିଜର ଅଭିନୟକୁ ନେଇ କିମ୍ବା ନିଜର ବିବାହକୁ ନେଇ କିମ୍ବା ଅନ୍ୟ କୌଣସି କାରଣରୁ ପ୍ରାୟତଃ ସୋସିଆଲ ମିଡିଆରେ ଚର୍ଚାରେ ରହିଥାନ୍ତି ।

ଏହା ସହିତ ସେମାନେ ପ୍ରାୟତଃ ନିଜର ଫଟୋକୁ ନେଇ ବି ଚର୍ଚାରେ ରହିଥାନ୍ତି । ବର୍ତ୍ତମାନ ସମୟରେ ତ କେତେକ ଅଭିନେତ୍ରୀମାନେ ନିଜର ବାହାଘରକୁ ନେଇ ବି ଚର୍ଚାରେ ରହିଥାନ୍ତି । ଅନ୍ୟ ପଟେ ଦର୍ଶକମାନେ ବି ନିଜର ପ୍ରିୟ ଅଭିନେତା ଓ ଅଭିନେତ୍ରୀଙ୍କ ପର୍ସନାଳ ଲାଇଫ ଓ ତାଙ୍କର ଜୀବନସାଥିଙ୍କ ବିଷୟରେ ବି ଜାଣିବା ପାଇଁ ସବୁବେଳେ ଇଚ୍ଛୁକ ଥାନ୍ତି ।

ଏମିତିରେ ଆଜି ଆମେ ଆପଣଙ୍କୁ ଏକ ଶିଶୁ କଳାକର ବିଷୟରେ କହିବୁ । କହିବାକୁ ଗଲେ ବର୍ତ୍ତମାନ ସୋସିଆଲ ମିଡିଆ ଯୁଗରେ ଆପଣଙ୍କ ଭିତରେ ଯଦି କିଛି ପ୍ରତିଭା ଅଛି ତେବେ ଆପଣ ବି ଜଣେ ଷ୍ଟାର ହୋଇ ପାରିବେ ।

ଏମିତିରେ ଓଡିଆ ସିରିଏଲରେ ଅଭିନୟ କରୁଥିବା କିଛି ଶିଶୁ କଳାକାରମାନେ ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କର ପ୍ରିୟ ହୋଇଯାଇଛନ୍ତି । କହିବାକୁ ଗଲେ ଆମେ ଯେଉଁ ଶିଶୁ କଳାକାର ବିଷୟରେ କଥାବାର୍ତ୍ତା କରୁଛୁ ସେ ହେଉଛି ତପତ୍ତି ଦାସ । ଯିଏକି ମାନିନୀ ସିରିଏଲରେ ଶିଶୁ କଳାକାର ମାନି କିରଦାରରେ ନଜର ଆସୁଥିଲା । ତପତ୍ତି ଦାସ ଏହି ମାନି କିରଦାରରେ ବହୁତ ଫେମସ ମଧ୍ୟ ଅଟେ । ତପତ୍ତି ଦାସର ଅଭିନୟ ବି ଜବରଦସ୍ତ ଅଟେ ।

ମାନିନୀ ସିରିଏଲ ଯେଉଁ ସମୟରେ ପ୍ରସାରିତ ହେଉଥିଲା ସେହି ସମୟରେ ଏହା ସବୁଠୁ ପାପୁଳାର ଥିଲା । ଏହା ସହିତ ଏହି ସିରିଏଲର ସବୁ କିରଦାରକୁ ଦର୍ଶକମାନଙ୍କ ଠାରୁ ବହୁତ ଭଲ ପାଇବା ବି ମିଳୁଥିଲା । କିନ୍ତୁ ବର୍ତ୍ତମାନ ଏହି ସିରିଏଲ ପ୍ରସାରିତ ହେଉ ନାହିଁ । ଏମିତିରେ ମାନି ସିରିଏଲ ବନ୍ଦ ହେବା ପରେ ନିଜର ଶିକ୍ଷା ଉପରେ ଧ୍ୟାନ ଦେଉଛି । ତପତ୍ତି ଦାସ ବର୍ତ୍ତମାନ ଚତୁର୍ଥ କ୍ଳାସରେ ପାଠ ପଢୁଛି । ଏହା ସହିତ ସେ ଡାନ୍ସ, ଡ୍ରଇଂ ଓ ଗୀତ ମଧ୍ୟ ଶିଖୁଛି ।

ଏମିତିରେ ଜଣା ପଡୁଛୁ କି ଆସନ୍ତା କିଛି ବର୍ଷ ପରେ ମାନି ପୁଣି ଥରେ ସିରିଏଲ କିମ୍ବା ଫିଲ୍ମରେ ନଜର ଆସିବ । ଏମିତିରେ ତାଙ୍କର ପିତା ମାତାଙ୍କ କହିବା ଅଟେ କି ତପତ୍ତି ଆସନ୍ତା ସମୟରେ ଫିଲ୍ମ କିମ୍ବା ସିରିଏଲରେ ଅଭିନୟ କରି ପାରେ । କହିଦେଉଛୁ କି ମାନି ଘରେ ବି ନିଜର ଡାନ୍ସ ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିଥାଏ । ଯାହାକୁ ବହୁତ ଲାଇକ ମଧ୍ୟ ମିଳିଥାଏ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।