ପ୍ରଥମଥର ପାଇଁ ଦେଖନ୍ତୁ ଓଡ଼ିଆ ହିରୋ ହିରୋଇନ ମାନଙ୍କ ପିଲା ମାନେ ଦେଖିବାକୁ କେମିତି

ଓଡିଆ ଜଗତରେ ଅଭିନୟ କରି ଅନେକ କଳାକାର ମାନେ ନିଜର ଅଲଗା ଜାଗା ପୁରା ଦେଶରେ ସୃଷ୍ଟି କରି ପାରିଛନ୍ତି । କେତେକ ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ସାନଦାର ଅଭିନୟ ପାଇଁ ଓଡିଆ ଜଗତରେ ଅନେକ ହିଟ ଫିଲ୍ମ କରି ସାରିଛନ୍ତି । ଏହା ବ୍ଯତୀତ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା କାର୍ଯ୍ୟ କ୍ରମ ଗୁଡିକରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଓଡିଆ ଇଣ୍ଡଷ୍ଟ୍ରିର କଳାକାର ମାନଙ୍କୁ ଠାରୁ ବହୁତ ଆଗରେ ରହିଛନ୍ତି ।

ଟିଭିର କଳାକାର ମାନେ ଅନେକ ସିରିଏଲରେ ଅଭିନୟ କରି ଆଜିକା ଡେଟରେ ବହୁତ ଉପରେ ରହିଛନ୍ତି । ସେମାନଙ୍କ ଜୀବନ ବିଷୟରେ ଦେଖିବାକୁ ଗଲେ କେତେକ କଳାକାର ମାନେ ଯେଉଁ ମାନେ ଟିଭି ଚ୍ଯାନେଲ ଓ ଓଡିଆ ଜଗତରେ ଅଭିନୟ କରୁଛନ୍ତି ସେମାନେ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏଠି ସହିତ ସେମାନେ ନିଜ ବୈବାହିକ ଜୀବନରେ ହସ ଖୁସିରେ ଲାଇଫ ସ୍ପେନ୍ଡ କରୁଛନ୍ତି ।

ସେମାନଙ୍କର ପିଲା ମାନେ ମଧ୍ୟ ଅଛନ୍ତି ଯେଉଁ ମାନେ ନିଜ ପରିବାର ଲୋକଙ୍କ ସହ ବେଶ ହସଖୁସିରେ ନିଜ ଜୀବନ ବିତାଉଛନ୍ତି । ସେହି କଳାକାର ମାନେ କିଏ ଓ ସେମାନଙ୍କର ପିଲା ମାନେ କିଏ ସେହି ବିଷୟରେ ଆଜି ଆମେ କହିବାକୁ ଯାଉଛୁ ।

୧- “ମାହି” : ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ସିରିଏଲ “ମୁ ବି ଅର୍ଦ୍ଧାଙ୍ଗିନୀ” ରେ ଅଭିନେତ୍ରୀ ମାହି ଅଭିନୟ କରି ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିଛନ୍ତି । ଗତ ବର୍ଷ ସେ ଅଭିନେତା ଚନ୍ଦନଙ୍କୁ ବିବାହ କରିଛନ୍ତି । ତାଙ୍କର ଗୋଟେ ଝିଅ ଅଛି ।

୨- “ମୋନାଲିସା” : ଆଲବମ ଅଭିନେତ୍ରୀ ମୋନାଲିସାଙ୍କୁ କିଏ ନ ଜାଣିଛନ୍ତି । ସେ ଆଲବମ ହିରୋ ଅଭିନେତା ଦେବାଶିଷଙ୍କୁ ବିବାହ କରିଛନ୍ତି । ତାଙ୍କର ଗୋଟେ ପୁଅ ଓ ଝିଅ ଅଛନ୍ତି ।

୩- “ପ୍ରିୟା” : ଓଡିଆ ଜଗତର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟା ଅନେକ ଫିଲ୍ମରେ ଜବରଦସ୍ତ ଅଭିନୟ କରିଛନ୍ତି । ତାଙ୍କର ଗୋଟେ ପୁଅ ଅଛି ।

୪- “ରାନୁ” : ତରଂଗ ଚ୍ୟାନେଲର “ସିନ୍ଦୁର ବିନ୍ଦୁ” ସିରିଏଲରେ ଅଭିନେତ୍ରୀ ରାନୁ ରଙ୍ଗବତୀ ଭୂମିକାରେ ଅଭିନୟ କରି ସାରିଛନ୍ତି । ତାଙ୍କର ଗୋଟେ ପୁଅ ଅଛି ।

୫- “ରଚନା ବାନାର୍ଜୀ” : ଓଡିଆ ଜଗତର ଅଭିନେତ୍ରୀ ରଚନା ବାନାର୍ଜୀ ଅନେକ ଫିଲ୍ମରେ ଅଭିନୟ କରି ଲୋକପ୍ରିୟ ହୋଇଛନ୍ତି । ତାଙ୍କର ଗୋଟେ ପୁଅ ଅଛି ।

୬- “ମାମା ମିଶ୍ର” : ଓଡିଆ ଜଗତର ଅଭିନେତ୍ରୀ ମାମା ମିଶ୍ର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ଭଲ ପାଇ ବିବାହ କରିଛନ୍ତି । ଦୁହିଙ୍କର ଗୋଟେ ପୁଅ ଓ ଝିଅ ଅଛନ୍ତି ।

୭- “ସୁଇଟି” : ସାର୍ଥକ ଚ୍ଯାନେଲରେ ପ୍ରସାରିତ ହେଇଥିବା “ମାନିନୀ” ସିରିଏଲରେ ଅଭିନେତ୍ରୀ ସୁଇଟି ବେଶ ଭଲ ଅଭିନୟ କରିଛନ୍ତି । ତାଙ୍କର ଗୋଟେ ପୁଅ ଅଛି ।

୮- “ବାବୁସାନ ମହାନ୍ତି” : ଓଲିଉଡର ସୁପରଷ୍ଟାର ଅଭିନେତା ବାବୁସାନ ମହାନ୍ତି ଯାହାଙ୍କର ଗତ କିଛି ଦିନ ହେବ ଗୋଟେ ପୁଅ ହୋଇଛି ।

୯- “ଉପାସନା” : “ମାନିନୀ” ସିରିଏଲରେ ଅଭିନୟ କରି ଅଭିନେତ୍ରୀ ଉପାସନା ବହୁତ ଚର୍ଚ୍ଚାରେ ରହିଥିଲେ । ତାଙ୍କର ଗୋଟେ ପୁଅ ଅଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।