ସେନା ର ଯବାନ ଙ୍କ ପତ୍ନୀ ଙ୍କ ଉପରେ ଅ-ଶ୍ଳୀ-ଳ ଫିଲ୍ମ ବନେଇ ଫସିଲେ Ekta Kapoor, ଦେଖନ୍ତୁ ଏହାକୁ ନେଇ କଣ କହୁଛନ୍ତି ଆକ୍ଟ୍ରେସ Prachi Adhikari, ଦେଖନ୍ତୁ Video

ଅଶ୍ଳୀଳ ଫିଲ୍ମ ବନାଇବା ଓ ସେଗୁଡିକୁ ଆପ୍ ମାଧ୍ୟମରେ ଲୋକଙ୍କୁ ଦେଖାଇବା ମାମଲାରେ ଶିଳ୍ପପତି ତଥା ଶିଳ୍ପା ସେଟ୍ଟୀଙ୍କ ସ୍ଵାମୀ ରାଜ କୁନ୍ଦ୍ରା ଗି-ର-ଫ ହେବା ପରେ ଏହି ମାମଲାରେ ଅନେକ ନୂଆ ନୂଆ ତଥ୍ୟ ସାମନାକୁ ଆସିବାରେ ଲାଗିଛି ।

ରାଜ କୁନ୍ଦ୍ରା ଗି-ର-ଫ ହେବା ପରେ ଅନେକ ଅଭିନେତ୍ରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ହେଉଥିବା ଅ-ଶ୍ଳୀ-ଳ-ତା- ଉପରେ ନିଜର ମୁହଁ ଖୋଲୁଛନ୍ତି । ରାଜ କୁନ୍ଦ୍ରା ପୋଲିସ ସାମନାରେ ନିଜ ଉପରେ ଲାଗିଥିବା ଆ-ରୋ-ପ-କୁ ସିଧାସଳଖ ଅସ୍ଵୀକାର କରିଛନ୍ତି ଓ କହିଛନ୍ତି କି ସେ କେବଳ ବୋଲ୍ଡ ଏବଂ ଏରୋଟିକ ଫିଲ୍ମ ବନାନ୍ତି । ଅ-ଶ୍ଳୀ-ଳ ଫିଲ୍ମ ମାମଲାରେ ଆରମ୍ଭରୁ ଗି-ର-ଫ ହୋଇଥିବା ଅଭିନେତ୍ରୀ ଗେହନା ବଶିଷ୍ଠ ରାଜ କୁନ୍ଦ୍ରାଙ୍କ ସମର୍ଥନରେ ମୁହଁ ଖୋଲିଥିଲେ । ସେ କହିଥିଲେ କି ରାଜ କୁନ୍ଦ୍ରା ଏକତା କପୁରଙ୍କ ପରି ଏରୋଟିକ ଫିଲ୍ମ ବନାନ୍ତି ।

ଏପରିକି ସେ ଏକତା କପୁରଙ୍କ ୱେବ ସିରିଜ ଗନ୍ଦୀ ବାତ୍ ର ମଧ୍ୟ ଉଦାହରଣ ଦେଇଥିଲେ । କିନ୍ତୁ ଆହୁରି କେତେକ ଅଭିନେତ୍ରୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ମଧ୍ୟ ସ୍ଵର ଉଠାଇଥିଲେ । ସେହି ପରି ଏବେ ଅଭିନେତ୍ରୀ ପ୍ରାଚୀ ଅଧିକାରୀ ଏକତା କପୁରଙ୍କ ଶୋ ଗୁଡିକରେ ଅ-ଶ୍ଳି-ଳ-ତା-କୁ ନେଇ ମୁହଁ ଖୋଲିଛନ୍ତି । ପ୍ରାଚୀ କହିଛନ୍ତି କି, ଏସବୁ କେବଳ ଏବେ ହେଉନାହିଁ ବହୁତ ଆଗରୁ ଏଇ ସବୁ ହୋଇ ଆସୁଛି । କେବଳ ରାଜ କୁନ୍ଦ୍ରାଙ୍କୁ ଫ୍ରେମ୍ କରି କିଛି ଲାଭ ନାହିଁ । ଏକତା କପୁରଙ୍କୁ ମଧ୍ୟ ଏନେଇ ଜେରା କରାଯିବା ଉଚିତ ।

ଏକତା ତାଙ୍କ ଶୋ ରେ ସେନାର ଜବାନଙ୍କ ସ୍ତ୍ରୀ ଙ୍କୁ ନେଇ ମଧ୍ୟ ଅ-ଶ୍ଳୀ-ଳ ଫିଲ୍ମ ଦେଖାଉଛନ୍ତି । କିପରି ତାଙ୍କ ସ୍ଵାମୀ ସେନାରେ ଥିବା ବେଳେ ସେ ଅନ୍ୟ ପୁରୁଷ ସହ ଶା-ରୀ-ରି-କ ସ-ମ୍ବ-ନ୍ଧ ରଖୁଛନ୍ତି । ଏହା ଆମ ଜବାନଙ୍କ ସ୍ତ୍ରୀ ମାନଙ୍କ ପ୍ରତି ଏକ ଅ-ପ-ମା-ନ ଅଟେ । ମେଜରଙ୍କ ବିଧବା ସ୍ତ୍ରୀ ମାନଙ୍କ ପାଇଁ ତାଙ୍କ ଶୋ ଏକ ଗା-ଳି ଅଟେ ।

ଏକତା ଏପରି କରୁଥିବା ବେଳେ ତାଙ୍କ ବିରୁଦ୍ଧରେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ପ୍ରଶ୍ନ କରିଛନ୍ତି । ଏପରିକି ପ୍ରାଚୀଙ୍କୁ ମଧ୍ୟ ଫିଲ୍ମରେ କାର୍ଯ୍ୟ ଦେବା ପାଇଁ ଅ-ଶ୍ଳୀ-ଳ ଦୃଶ୍ୟ କରିବା ପାଇଁ କୁହାଯାଇ ଥିଲା । କିନ୍ତୁ ସେ ସିଧାସଳଖ ମନା କରି ଦେଇଥିଲେ । ପ୍ରାଚୀ କହିଛନ୍ତି ଯଦି ସେ ଏପରି କରିବାକୁ ମନା କରି ଦେଇଛନ୍ତି ତେବେ ଅନ୍ୟ ଅଭିନେତ୍ରୀ ମାନେ ମଧ୍ୟ ମନା କରିପାରିବେ ।

ଏକତାଙ୍କ ମତରେ ଦର୍ଶକ ଏପରି ଅ-ଶ୍ଳୀ-ଳ-ତା- ହିଁ ଦେଖିବାକୁ ଚାହୁଁଛନ୍ତି । ଏହି କଥାରେ ପ୍ରାଚୀ କହିଛନ୍ତି ଯଦି ସେମାନେ ଏମିତି ଅ-ଶ୍ଳୀ-ଳ ଦୃଶ୍ୟ ଦେଖାଇବେ ତ ଦର୍ଶକ ତ ନିଶ୍ଚୟ ଦେଖିବେ । ଫିଲ୍ମ ହେଉଛି ସମାଜର ଆଇନା ସଦୃଶ । ଆପଣ ଦର୍ଶକଙ୍କୁ କଣ ଦେଖାଇବାକୁ ଚାହୁଁଛନ୍ତି ଏହା ଆପଣଙ୍କ ଉପରେ ନିର୍ଭର କରେ ।

ବିନା ଅ-ଶ୍ଳୀ-ଳ-ତା-ରେ ମଧ୍ୟ ଭଲ ଶୋ ଦର୍ଶକଙ୍କୁ ଦେଖା ଯାଇପାରିବ । ଶେଷରେ ପ୍ରାଚୀ କହିଛନ୍ତି କି, ଯେତେ ପର୍ଯ୍ୟନ୍ତ ଏହିପରି ଫିଲ୍ମ ତିଆରି କରୁଥିବା ସମସ୍ତ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ ସେପର୍ଯ୍ୟନ୍ତ ନ୍ୟାୟ ନିଷ୍ପକ୍ଷ ହେବ ନାହିଁ । ଆପଣଙ୍କୁ ପ୍ରାଚୀଙ୍କ ଏହିପରି ଷ୍ଟେଟମେଣ୍ଟ କିପରି ଲାଗିଲା ଆମକୁ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।