bollywood ରେ ନିଜ କ୍ୟାରିୟର ବଞ୍ଚେଇବା ପାଇଁ ଏହି 5 ହିରୋଇନଙ୍କୁ କରିବାକୁ ପଡିଲା ଏମିତି ଫିଲ୍ମରେ କାମ

ବଲିଉଡ ଇଣ୍ଡଷ୍ଟ୍ରି ରେ ଆଜି ଯେଉଁ ଅଭିନେତା ଅଭିନେତ୍ରୀ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଟପ ରେ ରହିଛନ୍ତି ସେମାନେ ନିଜ କ୍ୟାରିୟର ର ଆରମ୍ଭରେ ସେତେ ଆଗକୁ ବଢ଼ିନଥିଲେ। ଆଊ ଏହି ଷ୍ଟାର ମାନଙ୍କୁ ଏମିତି ଫିଲ୍ମ ରେ କାମ କରିବାକୁ ପଡ଼ିଥିଲା ଯାହାର ଅନୁତାପ ସେମାନେ ଆଜି ମଧ୍ୟ କରୁଛନ୍ତି । ଆଜି ଆମେ ଆପଣଙ୍କୁ ବଲିଉଡ ଇଣ୍ଡଷ୍ଟ୍ରି ର ସେହି ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜ କ୍ୟାରିୟର ରେ ବି ଗ୍ରେଡ ଫିଲ୍ମ କରିଛନ୍ତି।ତେବେ ଚାଲନ୍ତୁ ଜାଣିବା।

କଟ୍ରିନା କେଫ

କଟ୍ରିନା ଆଜି ବଲିଉଡ ର ଜଣା ଶୁଣା ଅଭିନେତ୍ରୀ ଅଟନ୍ତି।କିନ୍ତୁ କଟ୍ରିନା ନିଜର କ୍ୟାରିୟର ର ଆରମ୍ଭ ଗୋଟେ ବି ଗ୍ରେଡ ଫିଲ୍ମ ରୁ ହିଁ କରିଥିଲେ।ବଲିଉଡ ରେ ନିଜର ପାଦ ଫିଲ୍ମ ଵୁମ କରି ରଖିଥିଲେ।ଯାହା ଗୋଟେ ବି ଗ୍ରେଡ ଫିଲ୍ମ ଥିଲା।ଯୋଉଠିରେ ସେ ବହୁତ ଖରାପ ସିନ ଦେଇଥିଲେ।ଯାହା ଫଳରେ କଟ୍ରିନା ରାତ ରାତି ଷ୍ଟାର ହୋଇଯାଇଥିଲେ।

ନେହା ଧୂପିଆ

ନେହା ନିଜର କ୍ୟାରିୟର ଆରମ୍ଭ ବି ଗ୍ରେଡ ଫିଲ୍ମ ଦ୍ଵାରା କରିଥିଲେ।ନେହା ଫିଲ୍ମ ଯୁଲ୍ଲି ଦ୍ଵାରା ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ।ସେଥିରେ ସେ ବହୁତ ସିନ ଦେଇଥିଲେ ଯାହାକୁ ବି ଗ୍ରେଡ ଫିଲ୍ମ ବୋଲି କୁହାଯାଏ।ନେହା ସୀସା ନାମର ଆଊ ଏକ ବି ଗ୍ରେଡ ଫିଲ୍ମ କରିଥିଲେ।

ରେଖା

ବଲିଉଡ ବିଉଟି ରେଖା ମଧ୍ୟ ନିଜ କ୍ୟାରିୟର ରେ ଗୋଟେ ସମୟରେ ବି ଆଉ ସି ଗ୍ରେଡ ର ଫିଲ୍ମ ରେ କାମ କରିଛନ୍ତି।ରେଖା ତେଲୁଗୁ ଇଣ୍ଡଷ୍ଟ୍ରି ରେ ବି ଏବଂ ସି ଗ୍ରେଡ ଫିଲ୍ମ କରିଥିଲେ।ଏହାର କାରଣ ଆର୍ଥିକ ଅଭାବ ଥିଲା।ବଲିଉଡ ରେ ବି ରେଖା କାମ ସୂତ୍ର ବୋଲି ଗୋଟେ ବି ଗ୍ରେଡ ଫିଲ୍ମ କରିଥିଲେ।

ମାନ୍ୟତା ଦତ୍ତ

ସଂଜୟ ଦତ୍ତ ଙ୍କ ଧର୍ମ ପତ୍ନୀ ମାନ୍ୟତା ଦତ୍ତ ମଧ୍ୟ ବି ଗ୍ରେଡ ଫିଲ୍ମ ରେ କାମ କରିଛନ୍ତି।ବିବାହ ପରେ ସଞ୍ଜୟ ଦତ୍ତ ମାନ୍ୟତା ଙ୍କ ସବୁ ବି ଗ୍ରେଡ ଫିଲ୍ମ କୁ କିଣୀନେଇଥିଲେ।ମାନ୍ୟତା ଆଇଟମ ଗୀତ ମଧ୍ୟ କରିଥିଲେ।

ଅର୍ଚ୍ଚନା ପୁରଣ

ଅର୍ଚ୍ଚନା ପୁରଣ ସିଂ ମଧ୍ୟ ବହୁତ ବି ଗ୍ରେଡ ଫିଲ୍ମ ରେ କାମ କରିଛନ୍ତି।ଆଊ ବହୁତ ବୋଲ୍ଡ ସିନ ମଧ୍ୟ ଦେଇଛନ୍ତି।ଅର୍ଚ୍ଚନା ଏବେ କମେଡି ସୀରିଏଲ ରେ ଯଜ ଭାବେ ଦେଖା ଯାଉଛନ୍ତି କିନ୍ତୁ ତାଙ୍କ କ୍ୟାରିୟର ରେ ମଧ୍ୟ ବି ଗ୍ରେଡ ଫିଲ୍ମ ର ଧପା ଲାଗିଛି।

ତେବେ ଆପଣଙ୍କୁ ବଲିଉଡ ର ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ଜାଣିକି କେମିତି ଲାଗିଲା ଯିଏ ଆଜି ତ ବହୁତ ବଡ଼ ଷ୍ଟାର ଅଟନ୍ତି କିନ୍ତୁ ଏମାନେ ମଧ୍ୟ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ ରେ ବି ଗ୍ରେଡ ଫିଲ୍ମ କରିଥିଲେ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।